ଖେଳ ୯ ବର୍ଷ ପରେ ଟି୨୦ ବିଶ୍ୱକପ୍ ଖେଳିବ ନେପାଳ Nov 3, 2023 ନୂଆଦିଲ୍ଲୀ : ନେପାଳ କ୍ରିକେଟ ଟିମ୍ ଟି୨୦ ବିଶ୍ୱକପ୍ ଲାଗି ପୁଣିଥରେ ଯୋଗ୍ୟତା ହାସଲ କରିଛି। ଟିମ୍ ଦୀର୍ଘ ୯ ବର୍ଷ ପରେ ବିଶ୍ୱକପ୍ରେ ଖେଳୁଥିବା ନଜର ଆସିବ। ଏହାପୂର୍ବରୁ!-->…