Browsing Tag

#Odisha

କଂଗ୍ରେସରୁ ଲଢ଼ିବେନି ସୁରଙ୍କ ସାନ ପୁଅ ମନ୍ମଥ

ଭୁବନେଶ୍ବର: କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିବେନି ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଜଟଣୀ ନିର୍ବାଚନମଣ୍ଡଳୀର ଲୋକଙ୍କ ମତକୁ ଆଧାର କରି ସେ କଂଗ୍ରେସରୁ

ଆଜି ଇ-ବସ୍‌ ଓ ଇ-ରିକ୍ସାରେ ଯାତ୍ରା ସମ୍ପୂର୍ଣ ମାଗଣା

ଭୁବନେଶ୍ୱର : ସମସ୍ତ ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର l ଆଜି ମାଗଣାରେ ଇ-ବସ୍‌ ଓ ଇ-ରିକ୍ସାରେ ଆପଣ ଯାତ୍ରା କରିପାରିବେ । ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ । ଆଉ ଏହାକୁ ପାଳନ

ଅଢେଇ ଘଣ୍ଟିଆ କଟକଣା ; କଟକ, ଭୁବନେଶ୍ୱରରେ ୬ ଚକିଆ ଯାନ ପ୍ରବେଶ ମନା

ସନ୍ଧ୍ୟାରେ କଟକ ଏବଂ ଭୁବନେଶ୍ୱରରେ ଦେଖା ଦେଉଥିବା ଅସମ୍ଭାଳ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରିଯାନ ଚଳାଚଳ ଉପରେ 

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନିକଟତମ ମହଲ ସୂତ୍ରରୁ ପ୍ରକାଶ ରୁଟିନ ଚେକଅପ ପାଇଁ ସେ ହସ୍ପିଟାଲ

+୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା, ଆସନ୍ତା ୪ ତାରିଖରୁ ଆରମ୍ଭ ହେବ। ପ୍ରଥମ

ୟୁ-ଓ୍ବିନ ପୋର୍ଟାଲ: ଗର୍ଭବତୀ-ନବଜାତକଙ୍କ ପାଇଁ ସୁବିଧା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୟୁ-ଓ୍ବିନ ପୋର୍ଟାଲ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। କୋଭିଡ -୧୯ ଭ୍ୟାକ୍ସିନ ମ୍ୟାନେଜମେଣ୍ଟ ସିଷ୍ଟମ କୋ-ୱିନ ଭଳି ଏହାର ଡିଜାଇନ କରାଯାଇଛି।

ମହଙ୍ଗା ପଡିଲା କମେଣ୍ଟ ମରା :ମୁହଁରେ ଚୂନକାଳି ବୋଳିଲେ ଗ୍ରାମବାସୀ

କଟକ : କମେଂଟ ମାରି, ମାଡ ଖାଇଲେ । ମୁହଁରେ ଚୂନକାଳି ବୋଳି ବିଦ୍ୟୁତ୍ ଖୁଂଟରେ ବାନ୍ଧିଦେଲେ ଗ୍ରାମବାସୀ । ଯୁବତୀଙ୍କୁ କମେଂଟ ମାରିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏଭଳି ହିନସ୍ତା

OSSC ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍‌ ମାମଲା: ତଦନ୍ତ କରିବ…

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (OSSC) ଜୁନିଅର ଇଂଜିନିୟର (ସିଭିଲ) ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ କ୍ରାଇମ୍‌ ବ୍ରାଞ୍ଚ। ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଣେ

ରିଲିଜ ହେଲା ଓଡ଼ିଆ ସିନେମା ‘ପୁଷ୍କରା’ର ଟ୍ରେଲର

ବୋହୁ ଅପେକ୍ଷା ପରେ ରିଲିଜ ହେଇଛି ବୋହୁ ପ୍ରତିକ୍ଷିତ ଓଡ଼ିଆ ସିନେମା ‘ପୁଷ୍କରା’ର ଟ୍ରେଲର l ଦୀର୍ଘ ୨ ବର୍ଷ ପରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ପୁଷ୍କରା’ ସହ ବଡ଼ ପରଦାରେ ନଜର

ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ

 ନୟାଗଡ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି । ଏହି ବାଇଗଣ ବିଶେଷ ଭାବେ