ରାଉରକେଲାରେ ଡବଲ୍ ମର୍ଡର

ମୃତକଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣୀ ତରଙ୍ଗ ପୋଲିସ ସୀମା ଅନ୍ତର୍ଗତ ଜିଆବାହଲ ଗ୍ରାମର ମୁକେଶ କର (୨୧) ବୋଲି ଚିହ୍ନଟ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଛେଣ୍ଡ ଭିଏସଏସ ମାର୍କେଟ ନିକଟରେ ଯୁବକଙ୍କୁ ହତ୍ୟା କରିଥିଲେ ଦୁର୍ବୁତ୍ତ। ଯୁବକଙ୍କୁ ଛୁରାମାଡ କରି ସଙ୍ଘବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କର ଅନ୍ୟ ଜଣେ ସାଙ୍ଗ ଗୁରୁତର ହୋଇଛନ୍ତି।

ସେହିପରି ରାଉରକେଲା ଗାନ୍ଧୀ ରୋଡରେ ଜଣେ ଜରି ଗୋଟାଳିକୁ ବେକ କାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ତେବେ ଏହି ଘଟଣାରେ ପୋଲିସ ଛାନଭିନ ଆରମ୍ଭ କରିଛି।

Leave A Reply

Your email address will not be published.