୨୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ନଭେମ୍ବର ୨୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍‌ ୩୩ଟି କାର୍ଯ୍ୟ ଦିବସ ରହିବ।

ପ୍ରଯୋଜକ ଟୁଟୁ ନାୟକ ଗିରଫ

ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣା । ପ୍ରଯୋଜକ ଟୁଟୁ ନାୟକ ଗିରଫ । ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ପୋଲିସ୍ । ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ କଟକରୁ

ଆମ ଓଡିଶା ନବୀନ ଓଡିଶା; ଲୋପାମୁଦ୍ରା କ’ଣ ଓଡ଼ିଶାର ନୁହେଁ : ଟଙ୍କଧର

ଭୁବନେଶ୍ୱର: ଭୁବନେଶ୍ୱର ପାୱାର ହାଉସ ଛକରେ ଗତ ୩୧ ତାରିଖ ରେଞ୍ଜ ରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟିବା ପରେ ଘନଉଛି ବିବାଦ । ଏହି ବେପରୁଆ ଗାଡି ଚାଳନା ଯୋଗୁ

ବିଶ୍ୱକପ୍‌ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ:ବିଶ୍ୱକପ୍‌ କ୍ରିକେଟ୍‌ରେ ଭାରତକୁ ଶକ୍ତ ଝଟ୍‌କା। ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଆହତ ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ

ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ଦ୍ୱିତୀୟ ବିମାନ

ଭୁବନେଶ୍ଵର: ଚଳିତ ମାସ ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ଦ୍ୱିତୀୟ ବିମାନ । ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ । ‘ଇଣ୍ଡିଆ ୱାନ୍‌ ଏ’ ସଂସ୍ଥା

ହମାସର ଚେତାବନୀ, ଗୋଟିଏ ଦିନରେ ଶେଷ ହୋଇଯିବ ଆମେରିକା

ଯୁକ୍ତରାଷ୍ଟ୍ର ଆମେରିକାର ଅସ୍ତିତ୍ବ ରହିବ ନାହିଁ, ସୋଭିଏତ୍‌ ଦେଶ ପରି ଭାଙ୍ଗିଯିବ ବୋଲି ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବ‌େଳେ ହମାସ୍‌ର ଅନ୍ୟତମ ବରିଷ୍ଠ ଅଧିକାରୀ ଅଲୀ

ଭୂମିକମ୍ପରେ ଚାଲିଗଲା ୧୨୯ ଜୀବନ; ବଢିପାରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଗତକାଲି ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର

ସାମ୍ବାଦିକାଙ୍କୁ ମାରିଲେ ଚାପୁଡ଼ା ପରେ ମାଗିଲେ କ୍ଷମା

ଭୁବନେଶ୍ୱର: ମନୋଜ ମିଶ୍ରଙ୍କ ଫିଲ୍ମକୁ ବ୍ୟାନ କରିବାକୁ ନେଇ ଚର୍ଚ୍ଚାରେ ଥିବା ଟୁଟୁ ନାୟକଙ୍କ ନାମରେ ସାଂଘାତିକ ଅଭିଯୋଗ । ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟହାର ଦେଖାଇବା

ଲୋକସଭା ନିର୍ବାଚନ ଲଢ଼ିବେ : କଙ୍ଗନା ରାନାୱତ

ମୁମ୍ବାଇ: ରାଜନୀତିରେ ପ୍ରବେଶ କରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ୍। ନିଜ ବୟାନ ମାଧ୍ୟମରେ ଅଭିନେତ୍ରୀ ଦେଲେ ସଙ୍କେତ। ବଲିଉଡ ଅଭିନେତ୍ରୀ କଙ୍ଗନା ଶୁକ୍ରବାର ଦିନ

୯ ବର୍ଷ ପରେ ଟି୨୦ ବିଶ୍ୱକପ୍‌ ଖେଳିବ ନେପାଳ

ନୂଆଦିଲ୍ଲୀ : ନେପାଳ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ଲାଗି ପୁଣିଥରେ ଯୋଗ୍ୟତା ହାସଲ କରିଛି। ଟିମ୍‌ ଦୀର୍ଘ ୯ ବର୍ଷ ପରେ ବିଶ୍ୱକପ୍‌ରେ ଖେଳୁଥିବା ନଜର ଆସିବ। ଏହାପୂର୍ବରୁ