ବୈଜୟନ୍ତଙ୍କ ଟ୍ବିଟ୍…ବଢିଗଲା ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପିମୁହାଁ ହେଉଛନ୍ତି କି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର? ପ୍ରଥମେ ମୋଦିଙ୍କୁ ପ୍ରଶଂସା, ଏବେ ବିଜେପି ସାଂସଦଙ୍କ ସହ ସେଲଫି, ଥରୁରଙ୍କ ବିଜେପିରେ ସାମିଲ ହେବା…

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର

ଝାରସୁଗୁଡା: ବଡ ଖବର । ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର । ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର । ଗୁରୁତର ଅବସ୍ଥାରେ ମନୁକୁ ମେଡିକାଲ୍‌ରେ…

ଏ ବର୍ଷ ନୁହେଁ, ଆରବର୍ଷ ବଦଳିବ ସିଲାବସ୍

ଭୁବନେଶ୍ବର: ରାଜ୍ୟରେ ଏନଇପି ଲାଗୁ ଏବଂ ନୂଆ ସିଲାବସ୍‌ ନେଇ ପିଲାଙ୍କ ମନରେ ଦ୍ବନ୍ଦ୍ବ ରହିଥିବା ବେଳେ ଏନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…

ନା ବନ୍ଧୁକ ନା ଗୁଳି…ଶବ୍ଦ କରିଦେବ ଛଟପଟ

ନୂଆଦିଲ୍ଲୀ: ୟୁରୋପୀୟ ଦେଶ ସର୍ବିଆରେ ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି ଜନତା । ଗତବର୍ଷ ନିର୍ମାଣ କରାଯାଇଥିବା ନୂଆ ରେଳଷ୍ଟେସନ ଛାତ ଖସିବାରୁ ୧୫ଜଣଙ୍କୁ ମୃତ୍ୟୁ ହେବା ପରେ…

ଆସିବ ନୂଆ ଜଳ ନୀତି: ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପ୍ଲାନ୍‌

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ନୂଆ ଜଳ ନୀତି ଲାଗୁ କରିବେ ରାଜ୍ୟ ସରକାର । ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପାଇଁ ମାଷ୍ଟର ପ୍ଲାନ୍‌ ଆଣିବେ ସରକାର । ଏନେଇ ବିଧାନସଭାରେ…

ଫିଲ୍ମ ‘ଛାବା’ ପାଇଁ ଦଙ୍ଗା, କାର୍ଯ୍ୟାନୁଷ୍ଠାନ ଦାବି କରି…

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମ ‘ଛାବା’ । ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗିବାରେ ଲାଗିଛି ଛାବା । ଯେତେ ରେକର୍ଡ ଭାଙ୍ଗୁଛି…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ହକି ତାରକା

ଜଳନ୍ଧର: ଭାରତର ଦୁଇ ଷ୍ଟାର ହକି ଖେଳାଳି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଲିମ୍ପିଆନ ମନଦୀପ ସିଂ ଓ ମହିଳା ହକି ଟିମର ଡିଫେଣ୍ଡର ଉଦିତା କୌର ବିବାହ କରିଛନ୍ତି । ଜଳନ୍ଧର ମଡେଲ…

୧୫ବର୍ଷ ପରେ ମଙ୍ଗଳରେ କଲୋନି !

ନୂଆଦିଲ୍ଲୀ: ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥାଏ । ବିକିରଣ ଏତେ ବିପଜ୍ଜନକ ଯେ, ବିନା ସୁରକ୍ଷାରେ ମଣିଷ ଗୋଟେ ମିନିଟ ବି ବଞ୍ଚିପାରିବନି । ତେଣୁ ପୃଥିବୀ ଛଡା ଅନ୍ୟ କୌଣସି…

ପହିଲାରୁ ଏହି ସବୁ ମୋବାଇଲ୍ ନମ୍ବରରେ କାମ କରିବା ବନ୍ଦ କରିଦେବ ୟୁପିଆଇ….

ନୂଆଦିଲ୍ଲୀ: ପହିଲାରୁ ଏହି ସବୁ ମୋବାଇଲ ନମ୍ବରରେ ଆଉ ଚାଲିବନି ୟୁପିଆଇ । ଭାରତୀୟ ଜାତୀୟ ପେମେଣ୍ଟ ନିଗମ, ଏନପିସିଆଇ ଆସନ୍ତା ଏପ୍ରିଲ ୧ରୁ କିଛି ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବର…

ମୋଟାପଣରୁ ମିଳିବ ମୁକ୍ତି, ଆସିଲା ଓଜନ କମାଇବାକୁ ଇଞ୍ଜେକ୍ସନ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ବହୁମାତ୍ରାରେ ମେଦବହୁଳତାର ଶିକାର ହେଉଛନ୍ତି । ମୋଟାପଣ କେବଳ ବ୍ୟକ୍ତିର ଆତ୍ମବିଶ୍ୱାସ ସ୍ତରକୁ ହ୍ରାସ କରେ ନାହିଁ ବରଂ ଏହା ଅନେକ ରୋଗ ମଧ୍ୟ…