ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର: ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, ରାଜ୍ୟରେ ଖୁବଶୀଘ୍ର ଏହି ଦୁଇ ଯୋଜନା…

ଗ୍ରାହକଙ୍କୁ ଝଟକା: ପୁଣି ବଢ଼ିଲା ଏଲପିଜି ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଝଟକା। ମାସ ଆରମ୍ଭରୁ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର। ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବଢ଼ିଲା। ଆଜି ଠାରୁ ଦେଶରେ ବର୍ଦ୍ଧିତ…

ଓଡିଆ ଅଭିନେତାଙ୍କୁ ଅପହରଣ କରିପାରନ୍ତି ମାଓବାଦୀ! ସତର୍କ ଜାରି..

ବଲାଙ୍ଗୀର: ଅପହରଣ ହୋଇପାରନ୍ତି ଓଡିଆ ଫିଲ୍ମର ଅଭିନେତା । ସତର୍କ କରାଇଲା ଓଡିଶା ପୋଲିସର ଗୁଇନ୍ଦା ବିଭାଗ । ବଲାଙ୍ଗୀର ଖପ୍ରାଖୋଲ ଅଞ୍ଚଳରେ ଏବେ କୌଣସି ଓଡିଆ ଫିଲ୍ମର ସୁଟିଂ…

ଟିମ ଇଣ୍ଡିଆର ଅବିଶ୍ୱସନୀୟ, ଅକଳ୍ପନୀୟ ବିଜୟ

କାନପୁର: ଏକ ନିଶ୍ଚିତ ଡ୍ର ଅଭିମୁଖେ ଯାଉଥିବା ଟେଷ୍ଟକୁ ଭାରତୀୟ କ୍ରିକେଟ ଟିମ ନିଜସ୍ୱ ଶୈଳୀରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଛି । ଏଥିସହ ବାଂଲାଦେଶ ବିପକ୍ଷ ୨ ମ୍ୟାଚ…

ଅପରେସନ ପରେ ମେଡିକାଲରୁ ଅଡିଓ ଜାରି କଲେ ଗୋବିନ୍ଦା…

ମୁମ୍ବାଇ: ଗୋଡରେ ଗୁଳି ବାଜିବା ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା । ଅପରେସନ କରାଯାଇ ତାଙ୍କ ଗୋଡରୁ ଗୁଳି ବାହାର…

ଶକ୍ତ ହେଲେ ସରକାର: ସରକାରୀ କର୍ମଚାରୀଙ୍କୁ ଏ ମାସରେ ମିଳିବନି ଦରମା

ଲକ୍ଷ୍ନୌ: ଏ ମାସରେ ୩୯ ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ମାସିକ ଦରମା । ଶକ୍ତ ହେଲେ ଯୋଗୀ ସରକାର । ରୋକ୍ ଠୋକ୍ ଶୁଣାଇଦେଲେ । ତେବେ ଉତ୍ତରପ୍ରଦେଶର ଯୋଗୀ…

ଅନଲାଇନରୁ ଅର୍ଡର କରିଥିଲେ ଆଇଫୋନ୍, ଟଙ୍କା ମାଗିବାରୁ ଡେଲିଭରି ବୟକୁ…

ଲକ୍ଷ୍ନୌ: ଅନଲାଇନରୁ ଆଇଫୋନ୍ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାହକ ଜଣକ କ୍ୟାସ୍ ଅନ୍ ଡେଲିଭରି…

ନବୀନଙ୍କୁ କଡା ଗଣ୍ଡା ହିସାବ ଦେଲା ବିଜେପି

ଭୁବନେଶ୍ବର: ନବୀନଙ୍କୁ କଡା ଜବାବ ଦେଲା ବିଜେଡି । ବିଜେପି ସରକାରରେ ସାମ୍ପ୍ରଦାୟିକ ଦଙ୍ଗା ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନିନ୍ଦନୀୟ କହିବା ସହିତ ନବୀନ ନିଜେ ଓଡ଼ିଶାରେ…

ଆସନ୍ତା ୪ରେ ବନ୍ଦ ରହିବ କୋରାପୁଟ

କୋରାପୁଟ: ଆସନ୍ତା ୪ ତାରିଖରେ କୋରାପୁଟ ଜିଲ୍ଲାରେ ଠପ୍ ହେବ ସେବା । ବନ୍ଦ ରହିବ ଜିଲ୍ଲାର ଚକ ଅଖ । ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ କୋରାପୁଟ ବନ୍ଦ ଡାକରା ଦେବେ…

ଯାଜପୁର ରଣକ୍ଷେତ୍ର…ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ କିଏ?

ଭୁବନେଶ୍ବର: ବିକାଶ ଆଳରେ ହରିଲୁଟ୍ । ପ୍ରାଚ୍ୟୁର୍ଯ୍ୟ ଭରା ଯାଜପୁରରେ ନଗଡା ଭଳି ଗାଁ। ଯାଜପୁରକୁ ଲୁଟିଛନ୍ତି ୩ପରିବାର । ବିକାଶ ନାଁରେ ଚାଲିଥିଲା ବିନାଶ । ଯାଜପୁର ଜିଲ୍ଲା…