‘ମିଲ୍ ଚାହିଁଲେ ନେଇପାରିବେ ଅର୍ପଣ ଚାଉଳ’
ପୁରୀ: ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ । ପରିକ୍ରମା ପ୍ରକଳ୍ପ ନାଁରେ ଜଗନ୍ନାଥଙ୍କୁ ଗାଡିରେ ଗାଁ ଗାଁ ବୁଲାଇ ଯେଉଁ ଚାଉଳ ଦାନ ଆକାରରେ ଗ୍ରହଣ କରାଯାଇଥିଲା ତାହାକୁ ନେଇ ଏବେ…
ବିଜେଡି କଳି…କାହିଁକି ଆକ୍ସନ୍ ହେବନି କୁହ?
ଭୁବନେଶ୍ବର: ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଭୁବନେଶ୍ବର ବିଜେଡିରେ କିଏ କରୁଛି ବିଶୃଙ୍ଖଳା? ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କଳି ତୁଟିବାର ନାଁ ନେଉନି । ପ୍ରଥମେ ଟିକେଟ୍…
ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ହେବ ‘ରିଙ୍ଗ ଅଫ୍ ଫାୟାର’
ନୂଆଦିଲ୍ଲୀ: ୨୦୨୪ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨ ତାରିଖରେ ପଡୁଛି। ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୮ ଏପ୍ରିଲ ୨୦୨୪ରେ ହୋଇଥିଲା।
ତେବେ ଚଳିତ ବର୍ଷର ଦ୍ୱିତୀୟ ଏବଂ…
ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ
ମୁମ୍ବାଇ: ବଲିଉଡ୍ କିମ୍ଵଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଟ୍ଵିଟ୍ କରି ଏହି…
ରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତା ଉଦ୍ଘାଟିତ
ଭୁବନେଶ୍ବର : ଓଡ଼ିଶା ରାଜ୍ୟ ବୋଲିଂ ସଂଘ ପକ୍ଷରୁ ରାଜ୍ୟ କନିଷ୍ଠ ଓ ବରିଷ୍ଠ ଲନ୍ ବଲ୍ ପ୍ରତିଯୋଗିତା ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି । ଟେନିସ୍ ଷ୍ଟାଡିୟମ୍…
ଭଦ୍ରକ ବିଜେଡିରେ ବି ଫାଟ!, ବୁଝାଇଲେ ବବି
ଭଦ୍ରକ: ତୁଟୁନି ବିଜେଡି ବିବାଦ । ନିର୍ବାଚନରେ ହାରିବା ପରେ ଯେମିତି ଦଳର ସବୁ ସଦସ୍ୟ ବେପରୁଆ ହୋଇଗଲେଣି । ଯେଉଁଠି ଦିନେ ମାଟି କାମୁଡି ପଡୁଥିଲେ । ଆଜି ଟିକିଏ କେଁ କିନା ହେଲା…
ଆପଣ ଅଧିକ ରାଗୁଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି
ଭୁବନେଶ୍ୱର: ଜଣେ ସାଧାରଣ ବ୍ୟକ୍ତିଙ୍କର ହସିବା, କାନ୍ଦିବା, ରାଗିବା, ଲାଜ କରିବା ଏସବୁ ଏକ ପ୍ରକୃତି। ମନୁଷ୍ୟଙ୍କର ଏହି ସବୁ କ୍ରିୟା ସାଧାରଣ ଅଟେ। କିନ୍ତୁ ବେଳେ ବେଳେ କିଛି…
ସେବା ପକ୍ଷ ଅବସରରେ ମେଗା ରକ୍ତଦାନ ଶିବିର
ବ୍ରହ୍ମପୁର, ୨୯|୦୯|୨୦୨୪ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଆହ୍ଵାନ କ୍ରମେ ସାରା ଭାରତରେ ଭାରତୀୟ ଜନତା ପାର୍ଟି ତରଫରୁ ସେବା ପକ୍ଷ ଜାରି ରହିଛି l ଆଜି ବ୍ରହ୍ମପୁର…
ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅଙ୍ଗନଓ୍ବାଡିରେ ପିଲାଙ୍କୁ ଦିଆଯାଉଥିବା ଛତୁଆକୁ ନେଇ ଚିନ୍ତାରେ ଉପମୁଖ୍ୟମନ୍ତ୍ରୀ । ଖରାପ ମାନର ଛତୁଆକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…
ଟ୍ରାମ୍ ସେବା କ’ଣ ? କାହିଁକି ବନ୍ଦ ହେବ ୧୫୦ ବର୍ଷର ଐତିହାସିକ ଟ୍ରାମ୍…
କୋଲକାତା: ପଶ୍ଚିମବଙ୍ଗ ସରକାର ୧୮୭୩ ମସିହାରେ ଆରମ୍ଭ ହୋଇଥିବା କୋଲକାତାର ଐତିହାସିକ ଟ୍ରାମ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା କୋଲକାତା ସହରର ଐତିହ୍ୟ ଏବଂ…