ତାଜମହଲର ମୁଖ୍ଯ ଗମ୍ବୁଜରୁ ଗଳୁଛି ପାଣି
ଆଗ୍ରା: ଆଗ୍ରାରେ ଲଗାତାର ତିନି ଦିନ ଧରି ପ୍ରବଳ ବର୍ଷା ହେତୁ ତାଜମହଲର ମୁଖ୍ୟ ଗମ୍ବୁଜରୁ ପାଣି ଗଳୁଥିବା ଜଣାପଡିଛି। ଖାଲି ଏତିକି ନୁହେଁ ତାଜମହଲ ପରିସରରେ ଥିବା ଏକ ବଗିଚା ମଧ୍ୟ…
ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇ ଅପରାଜେୟ ଭାବେ ସେମିରେ…
ହୁଲୁନବୁଇର: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ କ୍ରମାଗତ ୫ମ ବିଜୟ…
ଅଭିନୟ ଜଗତରୁ ସନ୍ୟାସ ନେଲେ ଥାଲାପତି ବିଜୟ
ଚେନ୍ନାଇ: ଦକ୍ଷିଣ ଫିଲ୍ମ ସୁପରଷ୍ଟାର ଥାଲାପତି ବିଜୟଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ଆଉ ଫିଲ୍ମରେ ଦେଖାଯିବେ ନାହିଁ ଥାଲାପତି । ଅଭିନେତା ଫିଲ୍ମ ଜଗତକୁ ଛାଡିବାକୁ ମନସ୍ଥ…
‘ସୁଭଦ୍ରା’ ଆବେଦନ: ଟଙ୍କା ମାଗି ଗିରଫ ହେଲେ ଆଉ ଜଣେ
ଟିଟିଲାଗଡ: ପୁଣି ସୁଭଦ୍ରାରେ ଟଙ୍କା ମାଗି ହଟହଟା ହେଲେ ଆଉ ଜଣେ । ସୁଭଦ୍ରା ଫର୍ମ ଆବେଦନ ପାଇଁ ଟଙ୍କା ମାଗି ଗିରଫ ହେଲେ ସିଏସସି କର୍ମଚାରୀ । ଟିଟିଲାଗଡ଼ ମନି ଗାଁ ସିଏସସିର ଜଣେ…
ଏସଏସବିର ଡିଜି ହେଲେ ଅମ୍ରିତ ମୋହନ ପ୍ରସାଦ
ନୂଆଦିଲ୍ଲୀ: ବରିଷ୍ଠ ଓଡ଼ିଶା-କ୍ୟାଡର ଆଇପିଏସ୍ ଅଧିକାରୀ ଅମ୍ରିତ ମୋହନ ପ୍ରସାଦ ଶନିବାର ଦିନ ସଶସ୍ତ୍ର ସୀମା ବଳ (ଏସଏସବି) ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ସେ…
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଫିସରଙ୍କ ତାଲିକାରେ ଥିବା ମୃତ…
ଭୁବନେଶ୍ଵର: ଓଡିଶାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ମୋଦିଙ୍କ ସୁରକ୍ଷା ନିମନ୍ତେ ବହୁ…
ଭୁବନେଶ୍ୱରରେ ଖୁବଶୀଘ୍ର ସ୍ଥାପନ ହେବ ଓମଫେଡ ଭେଣ୍ଡିଂ ମେସିନ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୋଅପରେଟିଭ୍ ମିଲ୍କ ଉତ୍ପାଦକ ଫେଡେରେସନ୍ (ଓମଫେଡ) ଖୁବଶୀଘ୍ର ଭୁବନେଶ୍ୱରରେ ଭେଣ୍ଡିଂ ମେସିନ୍ ସ୍ଥାପନ କରିବ।
ପ୍ରଥମ ମେସିନ୍ ଜନପଥରେ…
ବିଜେଡି ଓଡିଶାବାସୀଙ୍କ ଦଳ ଥିଲା, ରହିବ….
ଭୁବନେଶ୍ଵର: ବିଜେଡି ସବୁ ବେଳେ ଓଡିଶାବାସୀଙ୍କ ଦଳ ଓ ବଳ ଥିଲା ଆଉ ରହିବ ମଧ୍ୟ । କ୍ଷମତା ଆଉ କି ନଥାଉ ବିଜେଡି କିନ୍ତୁ ଓଡିଶାବାସୀଙ୍କ ବିକାଶ ଚାହେଁ । ଆଜି ବିଜେଡିର ଏଜେଣ୍ଡା…
ସର୍ତ୍ତ ସହିତ କେଜ୍ରିଓ୍ବାଲଙ୍କୁ ଛାଡିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ବଡ ଆଶ୍ୱସ୍ତି । ଅବକାରୀ ଦୁର୍ନୀତି ମାମଲାରେ କେଜରୀୱାଲଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ ।…
ସାଫ ଜୁନିୟର ଆଥଲେଟିକ୍ସ: ସବିତା ଜିତିଲେ ରୌପ୍ୟ
ଭୁବନେଶ୍ୱର: ଚେନ୍ନାଇରେ ଚାଲିଥିବା ସାଫ ଜୁନିୟର ଆଥଲେଟିକ୍ସ ପ୍ରତିଯୋଗିତାରେ ଓଡିଶା ଆଥଲେଟ ସବିତା ରୌପ୍ୟ ପଦକ ଜିତିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ସବିତା ୧୩.୯୬ ସେକେଣ୍ଡରେ…