ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ରିଷବ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା
ନୂଆଦିଲ୍ଲୀ: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ l ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି l ଚର୍ଚ୍ଚିତ…
ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ହେବ…
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ। ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗର ଏକ ସାମ୍ବାଦିକ ସମ୍ମିଳନୀ ହେବ। ଚଳିତ ବର୍ଷ ଶେଷରେ…
ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ରିପୋର୍ଟ ପ୍ରସ୍ତୁତ
କଟକ: ଏସସିବିରେ ୨ ମହିଳାଙ୍କୁ ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ଦୁଷ୍କର୍ମ ଘଟଣାର ରିପୋର୍ଟ ପ୍ରସ୍ତୁତ ସରିଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର…
ମନେପଡନ୍ତି ଭାରତରତ୍ନ ବାଜପେୟୀ
ନୂଆଦିଲ୍ଲୀ: ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୬ଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ । ଦିଲ୍ଲୀ ରାଜଘାଟ ସ୍ଥିତ ତାଙ୍କ ସମାଧି ସ୍ଥଳ ‘ସଦୈବ ଅଟଳ’ରେ ଉପସ୍ଥିତ ରହି ରାଷ୍ଟ୍ରପତି,…
କୋଲକାତା ଲଜ୍ଜା: ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ, କହିଲେ…
କୋଲକାତା: କୋଲକାତା ଆରଜି କର ଡାକ୍ତରଖାନା ଲଜ୍ଜା ଏବେ ସାରା ଦେଶରେ ବିରୋଧର ରୂପ ନେଇଛି । ଏହାରି ଭିତରେ ଗତ ୧୪ ତାରିଖରେ ଉକ୍ତ ଡାକ୍ତରଖାନାରେ ଯେଉଁ ଭଳି ଭାବେ ଭଙ୍ଗାରୁଜା…
‘ଅତି ଜରୁରୀ ନ ଥିଲେ ଏସସିବି କୁ ଆସନ୍ତୁ ନାହିଁ’
କଟକ: କୋଲକାତାର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ତୀବ୍ର ହେଉଛି ଆନ୍ଦୋଳନ । ସମଗ୍ର ଦେଶ ସହ ଓଡିଶାର ବିଭିନ୍ନ ମେଡିକାଲ୍ କଲେଜ ଓ…
କେଜ୍ରିୱାଲଙ୍କୁ ମିଳିଲାନି ଜାମିନ; ଅଗଷ୍ଟ ୨୩ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ । ଆଜି ବି ତାଙ୍କୁ ମିଳିଲାନି ଜାମିନ୍ । ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଆଜି…
ଆପଣ ବି ଶ୍ରୀଦେବୀଙ୍କ ବଡ଼ ପ୍ରଶଂସକ କି ? ଓଟିଟିରେ ଦେଖନ୍ତୁ ୮ଟି…
ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅପ୍ରତିଦ୍ୱନ୍ଦୀ ନାୟିକା ଥିଲେ ଶ୍ରୀଦେବୀ। ସେ ସମସ୍ତ ପ୍ରକାର ଚରିତ୍ରକୁ ଶତ ପ୍ରତିଶତ ନ୍ୟାୟ ଦେଇପାରୁଥିଲେ। ତାଙ୍କ ନୃତ୍ଯ, ସଂଳାପ କହିବାର…
ମୋର୍କେଲ ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ ନିଯୁକ୍ତ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ୩୯ ବର୍ଷୀୟ ମୋର୍ଣ୍ଣେ ମୋର୍କେଲ ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ ନିଯୁକ୍ତ ହୋଇଛନ୍ତି । ସେପ୍ଟମ୍ବର ୧ରେ ସେ ଟିମ ସହିତ ଯୋଗ ଦେବେ । ବିସିସିଆଇ…
ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ଖସିଗଲେ ନକ୍ସଲ
ଭବାନୀପାଟଣା: କନ୍ଧମାଳ-କଳାହାଣ୍ଡି ସୀମା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ ହୋଇଛି। ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ମାଣିକ ସାରୁ ପାହାଡ଼ରେ ଠାବ ହେଲା ମାଓବାଦୀଙ୍କ…