ହସ୍ପିଟାଲରେ ଭର୍ତ୍ତି ହେଲେ ମୋହନଲାଲ

କୋଚି: ମାଲାୟାଲମ୍ ସୁପରଷ୍ଟାର ମୋହନଲାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ମୋହନଲାଲଙ୍କୁ ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଏବଂ ମାଂସପେଶୀରେ ଯନ୍ତ୍ରଣା ଯୋଗୁ…

କୋଲକାତା ଲଜ୍ଜା: ବିଜେପି ନେତାଙ୍କ ସମେତ ଦୁଇ ଡାକ୍ତରଙ୍କୁ ସମନ ଜାରି…

କୋଲକାତା: କୋଲକାତା ଅମାନବୀୟ ଘଟଣାରେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଭ୍ରମିତ କଲା ଭଳି କଥା କହିଥିବାରୁ କୋଲକାତା ବିଜେପି ନେତା ଲକେଟ୍ ଚାଟ୍ଟାର୍ଜିଙ୍କ ସହିତ ଉକ୍ତ…

ରାଜ୍ୟର ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି-…

ଦୁଇଟି ପୃଥକ ଘଟଣାରେ ଚାଲିଗଲା ୨ ହାତୀଙ୍କ ଜୀବନ

ରେଢ଼ାଖୋଲ/ବଣାଇ: ସଙ୍କଟରେ ଅଛନ୍ତି ଓଡ଼ିଶା ହାତୀ। କେଉଁଠି ବିଦ୍ୟୁତ ତାର ଲାଗି ତ କେଉଁଠି ରେଳ ଧରଣାରେ କଟି ହାତୀମାନଙ୍କର ମୃତ୍ୟୁ ଘଟୁଛି। ରେଢାଖୋଲ ଡ଼ିଭିଜନ ନାକଟିଦେଉଳ ରେଞ୍ଜ…

କୋଲକାତା ଲଜ୍ଜା: ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି ଡି.ୱାଇ…

ଆସୁଛି ଗଣେଶ ପୂଜା; ଡିଜେ ବଦଳରେ ପାରମ୍ପାରିକ ବାଦ୍ୟକୁ ଅନୁମତି

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୂର୍ତ୍ତି ଗଢ଼ା କାମ ଜୋରସୋରରେ ଚାଲିଛି।…

ବଢୁଛି କଂଗ୍ରେସ କଳି: ପୁଣି ଅସନ୍ତୋଷ ଝାଡିଲେ ତାରା

v ଭୁବନେଶ୍ବର: ରାଜ୍ୟରେ ଏବେ କଂଗ୍ରେସର ସ୍ଥିତି ଦୟନୀୟ ଥିବା ବେଳେ ଦିନକୁ ଦିନ ବଢିବାରେ ଲାଗିଛି ଦଳୀୟ କନ୍ଦଳ । ସ୍ଥିତି ଏମିତି କି ଯେ ନିର୍ବାଚନକୁ ପାଖାପାଖି ଅଢେଇ ମାସ…

ନିରନ୍ତର ବିକାଶ ଏବଂ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଶିକ୍ଷା…

“ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟ”ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ *ନିରନ୍ତର ବିକାଶ ଏବଂ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଶିକ୍ଷା…

ପୁଣି ରାସନରେ ମିଳିବ ଚାଉଳ ସାଙ୍ଗକୁ ଗହମ

ଭୁବନେଶ୍ବର: ଏଣିକି ରାସନ କାର୍ଡ ହିତାଧିକାରୀମାନେ ପୁଣି ପାଇବେ ଗହମ । ରାସନକାର୍ଡରେ ଚାଉଳ ସହ ପୁଣି ଗହମ ମିଳିବ ବୋଲି କହି ବଡ ଘୋଷଣା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ଅଡୁଆ ବଢିଛି। ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ…