ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ
ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ବୁଧବାର ନ୍ୟୁଜିଲାଣ୍ଡ ଦଳର ଘୋଷଣା କରାଯାଇଛି । ମିଚେଲ ସାଂଟେନରଙ୍କ ନେତୃତ୍ୱରେ ଏହି ଦଳ ଘୋଷଣା କରାଯାଇଛି ।…
ଆଉ ଭାରତର ଏସଜି କମ୍ପାନୀର ବ୍ୟାଟ ବ୍ୟବହାର କରିପାରିବେନି ବାଂଲାଦେଶ…
ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ କ୍ରୀଡା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଆଇପିଏଲରୁ ମୁସ୍ତାଫିଜୁର ରହେମାନଙ୍କୁ…
ଜାଣନ୍ତି କି ଭାରତୀୟ ସେନାର ନୀରବ ଯୋଦ୍ଧା କିଏ?, ଗଣତନ୍ତ୍ର ଦିବସ ପରେଡ୍…
ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରାଯାଏ। ଏହି ସମୟରେ, ନୂଆଦିଲ୍ଲୀର ଡ୍ୟୁଟି ରେଖାରେ ଏକ ପରେଡ୍ ଅନୁଷ୍ଠିତ ହୁଏ। ଏହା ୧୯୫୦ ମସିହାରେ ଆରମ୍ଭ…
ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିପାରେ ରୋକ୍
ଡେରାଡୁନ: ହରିଦ୍ୱାର କୁମ୍ଭମେଳା ଅଞ୍ଚଳର ସମସ୍ତ ଧାର୍ମିକ ସ୍ଥଳ ଏବଂ ଗଙ୍ଗା ଘାଟରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ୍ ଲଗାଇପାରନ୍ତି ଉତ୍ତରାଖଣ୍ଡ ସରକାର।
ଏପରିକି ହରିଦ୍ୱାର…
ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
ଭୁବନେଶ୍ବର: ଫେବୃଆରୀ ୧ ତାରିଖରୁ ଯେଉଁ ଯାନବାହାନ ମାନଙ୍କରେ ଟ୍ରାଫିକ୍ ଚାଲାଣ ବାକି ଥିବ କିମ୍ବା ବୈଧ ବୀମା ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିବ। ସେହି ଯାନଗୁଡ଼ିକ…
‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଂଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ବିଲ୍ ସଂସଦରେ ପାଶ୍ ହୋଇ…
ଟ୍ଵିନ୍ସିଟିକୁ ପ୍ରଦୂଷଣ କଟକଣା, ନିୟମ ନମାନିଲେ ୫ ହଜାର ଜରିମାନା
ଭୁବନେଶ୍ବର: ଚାରିଆଡ଼େ ବଢିଚାଲିଛି ବାୟୁ ପ୍ରଦୁଷଣ । ଯାହାର ମୁକାବିଲା କରିବା ପାଇଁ ସବୁ ରାଜ୍ୟର ସରକାର ସଜାଗ ହୋଇଯାଇଛନ୍ତି । ଏବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବଂ କଟକ…
ନୀତିନ ଗଡକରୀଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ, ନିଆଗଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ…
ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା
ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାରେ ଏପ୍ରିଲରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା।
ଓଡ଼ିଶାର ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଅନୁଯାୟୀ, ଜନଗଣନା…
ହୋଟେଲ୍, ଢାବାରେ କାଠ ଓ କୋଇଲା ଜାଳିଲେ ଲାଗିବ ଫାଇନ: ବିଏମସି
ଭୁବନେଶ୍ୱର: ଅନୁଗୁଳ ଏବଂ ବାଲେଶ୍ୱର ପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ରାଜଧାନୀରେ ବାୟୁ ଗୁଣବତ୍ତା ହ୍ରାସ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି।ହୋଟେଲ…