ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ; ୧୪ ରେ ଜେରା

ରାଞ୍ଚି: ଜମି ଦୁର୍ନିତୀ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। ମାମଲା ସଂଖ୍ୟା ୨୫/୨୩ ଆଧାରରେ ଏହି

‘ଜେଲର’ର ରିଲିଜ୍ ଦିନ ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ବନ୍ଦ ରହିବ ଅଫିସ

ଚେନ୍ନାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଲେ ରଜନୀକାନ୍ତ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ନିଜର ଅଭିନୟ ବଳରେ ଅଭିନେତା ଆଜି କୋଟି କୋଟି

ଆଡଭାନ୍ସ ବୁକିଂରେ ‘ଓଏମ୍‌ଜି-୨’ କୁ ପଛରେ ପକାଇଲା ‘ଗଦର-୨’

ମୁମ୍ବାଇ: ଅଗଷ୍ଟ ମାସ ଚଳଚ୍ଚିତ୍ର ପସନ୍ଦ କରୁଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଅଗଷ୍ଟ ୧୧ରେ ‘ଗଦର-୨’ ଏବଂ ‘ଓଏମ୍‌ଜି-୨’ ବଡ ପରଦାରେ ଆସିବାକୁ ଯାଉଛି।

ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ

ସମ୍ବଲପୁର: ବନ୍ୟା ଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବା ଜଣାଯାଇଛି। ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି।

ଆସିଲା ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର ଦୀପାଳି ବାର୍ ଓ ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି। ଏହି ସମୟରେ ଆସିଛି ଶୁଭଲକ୍ଷ୍ମୀଙ୍କ ଶବ

ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ…

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲିଧରଙ୍କ କାର୍ୟ୍ୟକାଳ ସମାପ୍ତ ହେଉଥିବାରୁ ନୂଆ ମୁଖ୍ୟ ବିଚାରପତି ଭାବେ ଶୁଭାଶିଷ ତାଳପତ୍ର ଚଳିତ ମାସ ୮ ତାରିଖରେ ଶପଥ

ଭାରତରେ ବୃ‌ଦ୍ଧି ପାଇଲା ବାଘ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଇଛି ବ୍ୟାଘ୍ର ସଂଖ୍ୟା। ସୋମବାର ଲୋକସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏହାର ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର

ଇରାନ ଓ ଆମେରିକା ମଧ୍ୟରେ ଲାଲ ସାଗରରେ ଯୁଦ୍ଧ

ନୂଆଦିଲ୍ଲୀ : ଲାଲ ସାଗରରେ ଆମେରିକୀୟ ଟ୍ୟାଙ୍କର ଉପରେ ଇରାନ ଦଖଲ କରିବା ପରେ ଯୁଦ୍ଧ ସ୍ଥିତି ଉତ୍ପନ୍ନ ହୋଇଛି। ଇରାନର ଏହି ପଦକ୍ଷେପର ଜବାବରେ ୩୦୦୦ରୁ ଅଧିକ ଆମେରିକୀୟ ନୌ ସୈନିକ

ଦିଲ୍ଲୀ ଅଧ୍ୟାଦେଶ ବିଲ୍ ରାଜ୍ୟସଭାରେ ପାରିତ ହେଲା

ନୂଆଦିଲ୍ଲୀ: ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ଗୃହୀତ ହୋଇଯାଇଛି । ବିଲକୁ କଂଗ୍ରେସ, ଆପ ଓ ଅନ୍ୟ ବିରୋଧୀ ଦଳମାନେ ବିରୋଧ କରିଥିଲେ । ବିଲ୍ ସପକ୍ଷରେ ୧୩୧ ଓ ବିପକ୍ଷରେ