Browsing Category

ଅପରାଧ

ଚନ୍ଦନପୁର ବଜାରରେ ବୋମାମାଡ଼, ଦୁର୍ବୁତ୍ତକୁ କାବୁ କଲା ପୋଲିସ

ପୁରୀ: ପୁରୀ ଚନ୍ଦନପୁର ବଜାରରେ ବୋମାମାଡ଼ । ସିମେଣ୍ଟ ବ୍ୟବସାୟୀ ନିରଞ୍ଜନ ସାହୁଙ୍କ ଗୋଦାମ ଉପରକୁ ହୋଇଛି ବୋମାମାଡ଼ । ବୋମାମାଡ କରି ଦୃର୍ବୁତ୍ତ ଖସି ଯାଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି…

ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା, ମୁମ୍ବାଇ ଏୟାରପୋର୍ଟରୁ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନୁଡଲ୍ସ ପ୍ୟାକେଟରୁ ବାହାରିଲା ହୀରା । ମୁମ୍ବାଇ ଏୟାରପୋର୍ଟରୁ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରିଛି କଷ୍ଟମ୍ ବିଭାଗ । ମୁମ୍ବାଇ କଷ୍ଟମ୍ସ ଅଧିକାରୀ ୬.୪୬ କୋଟି ଟଙ୍କା ସୁନା ଓ…

ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସସପେଣ୍ଡ

ବୌଦ୍ଧ: ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଲମ୍ବସରୀର ରାଧାମାଧବ ହାଇସ୍କୁଲର…

ରାଣୀ ଝାନ୍ସି ଫ୍ଲାଇଓଭର ଦୁର୍ନୀତି ମାମଲା, ନିଲମ୍ବିତ ହେଲେ ଦିଲ୍ଲୀ ବିଧାନସଭା ସଚିବ

ନୂଆଦିଲ୍ଲୀ: ନିଲମ୍ବିତ ହେଲେ ଦିଲ୍ଲୀ ବିଧାନସଭା ସଚିବ । ରାଣୀ ଝାନ୍ସି ଫ୍ଲାଇଓଭର ସହ ଜଡିତ ବ୍ୟାପକ ଅନିୟମିତତା ମାମଲାରେ ଦିଲ୍ଲୀ ବିଧାନସଭା ସଚିବ ତଥା ଡିଏଏନଆସିଏସ କ୍ୟାଡର ଅଧିକାରୀ ରାଜ…

ୟୁପି ପୋଲିସ ପେପର ଲିକ୍ ମାମଲା, ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ

ଲକ୍ଷ୍ନୌ: ୟୁପି କନେଷ୍ଟବଳ ପରୀକ୍ଷାରେ ହୋଇଥିବା ପେପର ଲିକ ମାମଲାରେ ଏସଟିଏଫକୁ ମିଳିଛି ବଡ ସଫଳତା । ମୁଖ୍ୟ ଅଭିଯୁକ୍ତ ରାଜୀବ ନୟନ ମିଶ୍ରାକୁ ଗିରଫ କରିଛି ଏସଟିଏଫ । ଆଜି ସକାଳୁ ସକାଳୁ

ଝିଅ ଆତ୍ମହତ୍ୟା ରାଗରେ ଶାଶୁ ଶଶୁରଙ୍କୁ ଜାଳିଦେଲେ ପରିବାର ଲୋକେ

ପ୍ରୟାଗରାଜ: ଶାଶୁଘରର ନିର୍ଯାତନା ସହି ପାରିଲାନି ଝିଅ । ଶେଷରେ ନେଲା ଆତ୍ମହତ୍ୟା ପରି ଚରମ ନିଷ୍ପତି । ଘର ଭିତରୁ ମିଳିଲା ଝିଅର ଝୁଲନ୍ତା ମୃତଦେହ । ଝିଅର ମୃତଦେହ ଦେଖି ନିଜର ବିବେକ ହରେଇ

ଭିଜିଲାନ୍ସ ଜାଲରେ ଥାନା ବାବୁ ଏଏସଆଇ

ନବରଙ୍ଗପୁର: ଥାନା ଏଏସଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ନବରଙ୍ଗପୁର ଡାବୁଗାଁ ଥାନା ଏଏସଆଇ ଶ୍ରୀ ସୀମାଞ୍ଚଳ ମହାରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ

୯୦୦ କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତିର ତଦନ୍ତରେ ଓଡ଼ିଶାରୁ ୧ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୋଲଡେନଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ୍ ଦ୍ୱାରା ୯୦୦ କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତିର ତଦନ୍ତରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧ କୋଟିରୁ

ଗାଁରେ ଚାଞ୍ଚଲ୍ୟ: ଗାଁ ମୁଣ୍ଡ ଚାଷ ଜମିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା କୁଦପାଲି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଗାଁମୁଣ୍ଡ ବିଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ

ପେଟ୍ରୋଲ ପମ୍ପରୁ ଲୁଟ୍‌

ପେଟ୍ରୋଲ ପମ୍ପରୁ ଲୁଟ୍‌ । ସିଗାରେଟ୍‌ ଟାଣିବାକୁ ମନା କରିବାରୁ ଦୁର୍ବୃତ୍ତଙ୍କ ଉନ୍ମତକାଣ୍ଡ । ମେସିନ ଭାଙ୍ଗିବା ସହ ୨୦ ହଜାର ଟଙ୍କା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ । ସୋନପୁର ଜିଲ୍ଲା