Browsing Category
ଅପରାଧ
ପାର୍କିଂ ବିବାଦ ନେଲା ଭୟଙ୍କର ରୂପ: ଖୁବ ଜୋରରେ ଚାଲିଲା ଠେଙ୍ଗା ପ୍ରହାର
ନୂଆଦିଲ୍ଲୀ: କୁହାଯାଏ ଯେ ବୟସ କେବଳ ଏକ ସଂଖ୍ୟା ଅଟେ। ଦିଲ୍ଲୀ ସାନ୍ତ ନାଗରର ଭାଇରାଲ୍ ଭିଡିଓରେ ଜଣେ ୬୦-୬୫ ବର୍ଷ ବୟସ୍କ ବ୍ୟକ୍ତି ନିଜ ହାତରେ ବାଡି ଧରି ଏକ ଦମ୍ପତିଙ୍କୁ ପିଟୁଥିବାର!-->…
ଦୁଇଟି କାର୍ରେ ଆସିଲେ, ବନ୍ଧୁକ ଦେଖାଇ ଦୁଇ ଭାଇଙ୍କୁ ଟେକି ନେଇଗଲେ
ଭଦ୍ର ଲୋକପରି ଦୁଇଟି କାର୍ରେ ଆସିଲେ କିଛି ଦୁର୍ବୃତ୍ତ। ପରେ ଦୋକାନ ଭିତରେ ପଶି ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଅପହରଣ କରିନେଇ ପଳାଇଗଲେ। ଏପରି ଅଭିଯୋଗ!-->…
ମଣିପୁରରେ ୨ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୫ମ ଅଭିଯୁକ୍ତ ଗିରଫ
ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ପୋଲିସ ପଞ୍ଚମ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଶୁକ୍ରବାର ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୧୯ରେ!-->…
ମଣିପୁର ଲଜ୍ଜା ଘଟଣା; ବନ୍ଧା ହେଲେଣି ୪ ଅଭିଯୁକ୍ତ, ରାଜ୍ୟ ସାରା ବିକ୍ଷୋଭ
ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି!-->…
ମଣିପୁର ଘଟଣାରେ କେନ୍ଦ୍ର ଉପରେ ଗର୍ଜିଲେ ସୁପ୍ରିମକୋର୍ଟ, କହିଲେ- ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର, ନଚେତ…
ଏହି ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ ବୋଲି କହିବା ସହ ଏହା ସମ୍ବିଧାନର ଘୋର ଉଲ୍ଲଘଂନ ବୋଲି କହିଛନ୍ତି ସୁପ୍ରିମକୋର୍ଟ।ମଣିପୁରର ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରି!-->…
IPS ସାଗରିକା ନାଥଙ୍କ ବାପା, ମା’ଙ୍କଠୁ ଲୁଟ୍; ଟଙ୍କା ଓ ସୁନା ଛଡ଼ାଇ ନେଲେ ଦୁର୍ବୃତ୍ତ
IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଥିବା ଜଣାପଡ଼ିଛି।
!-->!-->…
ପ୍ରେମ ପାଇଁ ଗଲା ଜୀବନ !
ପ୍ରେମ! ଏହି ଶବ୍ଦ ର ପରିଣାମ ଭୁଲ ନା ଠିକ? ହେଇଥାଇପାରେ କେତେକ ଙ୍କ ମତ ରେ ଭୁଲ ହେଇପାରେ କେତେକ ଙ୍କ ମତ ରେ ଠିକ ହୋଇପାରେ । କିନ୍ତୁ ଏମିତି ଲାଗେ ଗୋଟେ ମା ଏବଂ ବାପାଆଖି ଆଗରେ ତାଙ୍କ ପୁଅ!-->…
ସ୍କୁଲ ହଷ୍ଟେଲରେ ନିଆଁ ଲଗାଇ ଦେଲେ ଆତଙ୍କବାଦୀ; ଛାତ୍ରଛାତ୍ରୀଙ୍କୁ ମିଶାଇ ୪୦ ମୃତ
ଉଗାଣ୍ଡା: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍କୁଲ ଛାତ୍ରଛାତ୍ରୀ । ପଶ୍ଚିମ ଉଗାଣ୍ଡ ସହରର ଏକ ସ୍କୁଲରେ ଆତଙ୍କବାଦୀମାନେ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଅତିକମରେ!-->…
ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ
ଭୁବନେଶ୍ୱର: ନୟାଗଡ଼ର ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଠାରୁ ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।!-->…
ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ
ଉତ୍ତର ପ୍ରଦେଶର ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗଷ୍ଟାରକୁ ବାନ୍ଧୁଛି ପୋଲିସ । ଏହି ପରିପ୍ରେକ୍ଷୀରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ତଥା ଉତ୍ତରପ୍ରଦେଶ ବିଧାୟକ ମୁକ୍ତାର ଅନସାରୀକୁ ୧୦ ବର୍ଷର କାରାଗାର!-->…