Browsing Category

ଉଦ୍ୟମିତା

ବିନା କାଠରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ଵର: ଏଣିକି ମୃତଦେହ ସଂସ୍କାର ପାଇଁ ଆଉ ଦରକାର ପଡିବ ନାହିଁ କାଠ । ଗ୍ୟାସରେ ହୋଇପାରିବ ଅନ୍ତିମ ସଂସ୍କାର । ଭୁବନେଶ୍ଵରରେ ଲୋକାର୍ପିତ ହୋଇଛି ଅତ୍ୟାଧୁନିକ ଶବଦାହ ଗୃହ ।

କମିଲା ସୁନା ଦାମ: ଭରିଏକୁ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ: ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି

ଘରୁ ମଶା ବାହାରିଲେ 1000 ଟଙ୍କା ଫାଇନ୍ : BMC

ଭୁବନେଶ୍ୱର: ଆପଣଙ୍କ ଘରୁ ମଶା ବାହାରିଲେ ଗଣିବେ ତଣ୍ଡ । ଘରୁ ମଶା ମିଳିଲେ 1000 ଟଙ୍କା ଫାଇନ୍ ଗଣିବେ ଗୃହକର୍ତ୍ତା । ଏମିତି ଏକ ଅଜବ ନିୟମ କରିଛି ଭୁବନେଶ୍ୱର ମହାନଗର ନିଗମ । ଅଗଷ୍ଟ 15 ରୁ

ଚାରି ଲକ୍ଷ ଟଙ୍କାର ଟମାଟର ଲୁଟ୍‌

ଚିତୁର – ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଟମାଟୋ ନେଇ ଯାଉଥିବା ଚାଷୀଙ୍କ ଠାରୁ ସାଢେ ଚାରି ଲକ୍ଷ ଟଙ୍କା ଲୁଟ୍‌ । ଜଣେ ଚାଷୀ ତାଙ୍କ ବିଲରେ ହୋଇଥିବା ଟମାଟୋ ରୟିତୁ ବଜାର ବା କୃଷକ ବଜାରକୁ

ଅଗଷ୍ଟ ୪- ଓଡ଼ିଆ ସାମ୍ବାଦିକତା ଦିବସ 

ଭୁବନେଶ୍ବର: ଆଜି ହେଉଛି ଓଡ଼ିଆ ସାମ୍ବାଦିକତା ଦିବସ । ୧୮୬୬ ମସିହା ଅଗଷ୍ଟ ୪ ଅର୍ଥାତ ଆଜିର ତାରିଖ ଥିଲା ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ । ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ

ସୁରକ୍ଷା ଉପରେ ପ୍ରଶ୍ନ ଉଠାଇବାରୁ ସୁବ୍ରମଣ୍ୟନ୍ ସ୍ବାମୀଙ୍କୁ କଙ୍ଗନାଙ୍କ ଜବାବ

ମୁମ୍ବାଇ: କିଛି ମାସ ତଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଥିଲା। ମୁମ୍ବାଇରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିଥିଲେ

ଅମିତ ଶାହଙ୍କୁ ବିଦ୍ରୂପ କରି କହିଲେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ

ଚେନ୍ନାଇ: ଆପଣଙ୍କ ପୁଅ କେତେଟା କ୍ରିକେଟ୍‌ ମ୍ୟାଚ୍‌ ଖେଳିଛି ଓ କେତେ ରନ୍‌ କରିଛି ବୋଲି ଅମିତ ଶାହଙ୍କୁ ବିଦ୍ରୂପ କରି ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ କହିଛନ୍ତି।

ରାଷ୍ଟ୍ରପତିଙ୍କ କଟକ ଗସ୍ତ: ସଡ଼କ ପଥରେ ଯାତ୍ରା ପାଇଁ କଡ଼ା ସୁରକ୍ଷା

କଟକ: କଟକ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜଭବନରୁ ବାହାରିଲା ରାଷ୍ଟ୍ରପତିଙ୍କ କାରକେଡ୍‌। ସଡ଼କ ପଥରେ ଯାଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ

ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ରେଟ୍ ଚାର୍ଟ

ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।