Browsing Category

ଖେଳ

ୟୁଏଇରେ ଖେଳାଯିବ ଏସିଆ କପ କ୍ରିକେଟ: ରିପୋର୍ଟ

ନୂଆଦିଲ୍ଲୀ : ଏସିଆ କପ କ୍ରିକେଟ ସେପ୍ଟେମ୍ବର ୫ରୁ ୟୁଏଇରୁ ଆରମ୍ଭ ହୋଇପାରେ । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହାର ଫାଇନାଲ ମ୍ୟାଚ ସେପ୍ଟେମ୍ବର ୨୧ରେ ଖେଳାଯିବ ।…

ଭାରତ-ବାଂଲାଦେଶ କ୍ରିକେଟ ସିରିଜ ଆୟୋଜନ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ସିରିଜ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗିରହିଛି । ବାଂଲାଦେଶ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଅନୀମୁଲ ଇସଲାମ କହିଛନ୍ତି ଯେ, ଭାରତ ବିପକ୍ଷ…

କ୍ୟାପଟେନ କୁଲକୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କଲେ ଧୋନୀ

ରାଂଚୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଦୁନିଆରେ କ୍ୟାପଟେନ କୁଲ ଭାବେ ପରିଚିତ । ଏବେ ଧୋନୀ କ୍ୟାପଟେନ କୁଲ ଶବ୍ଦକୁ ଟ୍ରେଡମାର୍କ କରିବା ପାଇଁ ଆବେଦନ…

ଆଉ ସ୍ଲିପ ପୋଜିଶନରେ ଫିଲ୍ଡିଂ କରିବେନି ଯଶସ୍ୱୀ

ଏଜବେଷ୍ଟନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଜବାଷ୍ଟନରେ ଜୁଲାଇ ୨ରୁ ଆରମ୍ଭ ହେବ । ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଭାରତ ଏବେ ୦-୧ରେ ପଛୁଆ ରହିଛି ।…

ଟେଷ୍ଟ କ୍ରିକେଟରେ ସେହ୍ୱାଗଙ୍କୁ ପଛରେ ପକାଇଲେ ପନ୍ତ ଖେଳ

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଚଳିତ ସିରିଜର ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ପନ୍ତ ଶତକ ହାସଲ କରିଥିଲେ । ସେ ଏହି…

ଓଏସ୍‌ଜା ପକ୍ଷରୁ “ଓଡ଼ିଶା କ୍ରୀଡା ବିକାଶ ଓ ସୁଯୋଗ” କନକ୍ଲେଭ୍‌

ଭୁବନେଶ୍ବର:ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍‌ଜା) ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ ଶୀର୍ଷକ କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ: ବର୍ମିଂହାମରେ ୫୮ ବର୍ଷ ହେବ ଜିତିନି ଭାରତv

ବର୍ମିଂହାମ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତୀୟ କ୍ରିକେଟ ଟିମ ପରାଜିତ ହୋଇଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପରବର୍ତୀ ମୁକାବିଲା ବର୍ମିଂହାମର ଏଜବେଷ୍ଟନରେ…

ଏହି କ୍ରିକେଟର କହିଲେ ମୁଁ ପଥଭ୍ରଷ୍ଟ ହୋଇ ଯାଇଥିଲି

ମୁମ୍ବାଇ: ବିନୋଦ କାମ୍ବଲୀଙ୍କ ପରେ ଆଉ ଜଣେ କ୍ରିକେଟର ସମସ୍ତ ଦକ୍ଷତା ଥିବା ସତ୍ୱେ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ଦକ୍ଷତା ପ୍ରମାଣିତ କରି ପାରି ନାହାନ୍ତି । କ୍ରିକେଟ ଦୁନିଆର ଗ୍ଲାମରରେ…

ପନ୍ତ, ରାହୁଲଙ୍କ ଶତକ: ଇଂଲଣ୍ଡ ସମ୍ମୁଖରେ ୩୭୧ ରନର ଲକ୍ଷ୍ୟ ରଖିଲା ଭାରତ

ଲୀଡ୍ସ: ଦ୍ୱିତୀୟ ଇନିଂସରେ ରିଷଭ ପନ୍ତ ଓ କେଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ରହିଛି । ପିଚ…

ଖୁଲାସା କଲେ ମହାନ ଖେଳାଳି: ଶଟ ମାରିବା ବେଳେ ପଡିବା, ପନ୍ତଙ୍କ ରଣନୀତି

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟିଂ ଶୈଳୀ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାଏ । ଅଦ୍ଭୁତ ପ୍ରକାରର ଶଟ ଖେଳିବାକୁ ଯାଇ କେତେବେଳେ ତାଙ୍କ ହାତରୁ…