Browsing Category
ଖେଳ
ପନ୍ତଙ୍କୁ କାହିଁକି ହାତ ଯୋଡିଲେ କେଏଲ ରାହୁଲ
ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଭାରତର ଉପ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆକର୍ଷଣୀୟ ଇନିଂସ ଖେଳିଥିଲେ । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ପରେ…
କୋହଲି, ଡ୍ରାଭିଡ, ଗାଙ୍ଗୁଲିଙ୍କ ସହ ସାଈ ସୁଦର୍ଶନଙ୍କ କଣ ରହିଛି ସଂଯୋଗ
ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ସାଈ ସୁଦର୍ଶନ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଅବଶ୍ୟ ସାଈ ଖାତା ଖୋଲି ନ ପାରି ପ୍ରଥମ ଇନିଂସରେ ପ୍ୟାଭିଲିୟନ ଫେରି…
ସତରେ ଧୋନୀ ନ୍ୟୁଜିଲାଣ୍ଡ ପଳେଇଯିବେ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ଭାବେ ପରିଗଣତି ମହେନ୍ଦ୍ର ସିଂ ଧୋନୀ ନ୍ୟୁଜିଲାଣ୍ଡ ପଳେଇଯିବେ ବୋଲି ଚର୍ଚ୍ଚା ଜୋର ଧରିଛି । ବଲିଉଡର ଅଭିନେତା ଏବଂ ସ୍ୱୟଂ…
ମହିଳା ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ଅକ୍ଟୋବର ୫ରେ ମହା ମୁକାବିଲା
ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ୱକପ ୨୦୨୫ର କାର୍ଯ୍ୟସୂଚୀ ସୋମବାର ଆଇସିସି ପକ୍ଷରୁ ଜାରୀ କରାଯାଇଛି । ଅପରେଶନ ସିନ୍ଦୁର ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ…
ବିରାଟ କୋହଲିଙ୍କ ରହସ୍ୟମୟ ଚକୋଲେଟ: ମ୍ୟାଚ ମଝିରେ ଶକ୍ତିର ରାଜ
ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଫିଟନେସ ଓ ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ରୋଚକ ଖବର ସାମନାକୁ ଆସିଛି,…
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭେନ୍ୟୁ ଶର୍ଟଲିଷ୍ଟ କଲା ବିସିସିଆଇ: ରିପୋର୍ଟ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ ଦିନିକିଆ ଓ ଟି୨୦ ସିରିଜ ଖେଳିବ । ୨୦୨୬ରେ ଉଭୟ ଟିମ ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ । ବିସିସିଆଇ ଏ ନେଇ…
ବୁମରାହଙ୍କ ରେକର୍ଡ ଭାଙ୍ଗିଲେ ରାବାଡା
ଲଣ୍ଡନ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ଷ୍ଟାର ପେସର କାଗିସୋ ରାବାଡା ୫ଟି…
ଇନଷ୍ଟାରେ ରୋନାଲ୍ଡୋଙ୍କୁ ଟପିଲେ କୋହଲି…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ନୂଆ ରେକର୍ଡ କରିଛନ୍ତି। ପଡ଼ିଆରେ ତାଙ୍କ ବ୍ୟାଟିଂର ଚର୍ଚ୍ଚା ହେଉଥିବା ବେଳେ ଏବେ ସୋସିଆଲ ମିଡିଆରେ ମଧ୍ୟ…
ଆଇସିସିଠୁ ବଡ ସମ୍ମାନ ପାଇଲେ ଧୋନି, ରଖିଲେ ଏମିତି ପ୍ରତିକ୍ରିୟା….
ନୂଆଦିଲ୍ଲୀ: ଧୋନିଙ୍କୁ ଆଇସିସି ଦେଲା ବଡ ସମ୍ମାନ । କିମ୍ବଦନ୍ତୀ ଭାରତୀୟ ଅଧିନାୟକ ଏବଂ ୱିକେଟକିପର-ବ୍ୟାଟସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ସୋମବାର, ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ…
ଆଇପିଏଲ୍ ଦଳଚକଟା: ‘ମୁଖ୍ୟମନ୍ତ୍ରୀ ଆୟୋଜନ କରିଥିଲେ ଆରସିବି ସେଲିବ୍ରେସନ, ରାଜ୍ୟପାଳଙ୍କୁ ଦେଇଥିଲେ ନିମନ୍ତ୍ରଣ’….
ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ଆରସିବି ଆଇପିଏଲ ଟାଇଟେଲ୍ ଜିତିବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଘଟିଥିବା ଅଭାବନୀୟ ଘଟଣାରେ ଏବେ ବଡ ଖୁଲାସା ହୋଇଛି । ରାଜଭବନରୁ ସିଧା ଖବର…