Browsing Category
ଖେଳ
ଟି୨୦ କ୍ରିକେଟରେ ଇତିହାସ ରଚିଲା ବରୋଦା ଟିମ, ଭାନୁଙ୍କ ବିସ୍ଫୋରକ ଶତକ
ଇନ୍ଦୋର: ଟି୨୦ କ୍ରିକେଟରେ ବରୋଦା ଟିମ ଇତିହାସ ରଚିଛି । ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ବରୋଦା ଟି୨୦ରେ ସର୍ବାଧିକ ଦଳଗତ ସ୍କୋର କରିବାରେ ବିଶ୍ୱ ରେକର୍ଡ କରିଛି । ସିକ୍କିମ…
ରୋହିତ ସ୍ପଷ୍ଟ କଲେ କେଉଁ ସ୍ଥାନରେ କରିବେ ବ୍ୟାଟିଂ
ଆଡିଲେଡ: ଡିସେମ୍ବର ୬ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଡିଲେଡରେ ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ରୋହିତ କେଉଁ…
ହରଭଜନ କହିଲେ ଧୋନୀ ମୋ ବନ୍ଧୁ ନୁହନ୍ତି
ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପର୍କରେ ସାଥୀ ଖେଳାଳିଙ୍କ ବୟାନ ଏବେ ଦିନକୁ ଦିନ ଚର୍ଚ୍ଚାର କାରଣ ସାଜୁଛି । ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଏବେ ହରଭଜନ ସିଂ…
ମ୍ୟାଚ ଫିକ୍ସିଂ: ଦକ୍ଷିଣ ଆଫ୍ରିକାର ୨ କ୍ରିକେଟର ଗିରଫ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ୨ ପୂର୍ବତନ କ୍ରିକେଟର ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହୋଇଛନ୍ତି । ଲେନାବାବୋ ସୋତ୍ସୋବୋ ଓ ଥାମିଲ ସୋଲାକିଲେଙ୍କ ଉପରେ ଘରୋଇ କ୍ରିକେଟରେ ମ୍ୟାଚ ଫିକ୍ସିଂ…
ଆଇପିଏଲରେ ଅଣଦେଖା: ୨୮ ପରେ ଏବେ ୩୬ ବଲରେ ଶତକ ମାରିଲେ ଉର୍ବିଲ
ନୂଆଦିଲ୍ଲୀ: ସୟେଦ ମୁସ୍ତାକ ଅଲି ଟି୨୦ ଟୁର୍ଣ୍ଣାମେଂଟରେ ଗୁଜରାଟର ଉର୍ବିଲ ପଟେଲ ବିସ୍ଫୋରକ ବ୍ୟାଟିଂ ଜାରୀ ରଖିଛନ୍ତି । ଆଇପିଏଲ ମେଗା ନିଲାମରେ ଅଣଦେଖା ହେବା ପରେ ଉର୍ବିଲ ୨୮ ବଲରେ ଶତକ ମାରି…
ଆଡିଲେଡ ଦିବାରାତ୍ର ଟେଷ୍ଟ: ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ
ଆଡିଲେଡ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଖେଳାଯିବ । ଦିବାରାତ୍ର ଏବଂ ଗୋଲାପୀ ବଲରେ ଏହା ଖେଳାଯିବାକୁ ଥିବାରୁ ଦର୍ଶକଙ୍କ ମନରେ ଏ ନେଇ…
ଦଳ ପାଇଁ ରୋହିତଙ୍କୁ ଓପନିଂ ସ୍ଥାନ ଛାଡିବାକୁ ପଡିବ
ଆଡିଲେଡ: ଭାରତୀୟ କ୍ରିକେଟ ଟିମ ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ…
ସମ୍ମୁଖକୁ ଆସିଲା ରୋହିତ-ରିତିକାଙ୍କ ପୁତ୍ରର ନାମ
ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ନିକଟରେ ଦ୍ୱିତୀୟ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ରିତିକା ସଜଦେହ ନିକଟରେ ପୁତ୍ର ସନ୍ତାନର ମାଆ…
ଆଡିଲେଡ ଟେଷ୍ଟରୁ ଓହରିଲେ ହାଜେଲଉଡ
ଆଡିଲେଡ: ଅଷ୍ଟ୍ରେଲିଆର ପେସ ବୋଲର ଜୋଶ ହାଜେଲଉଡ ଭାରତ ବିପକ୍ଷ ଆଡିଲେଡ ଟେଷ୍ଟରୁ ଓହରି ଯାଇଛନ୍ତି । ଯାହା ଭାରତକୁ ପରୋକ୍ଷରେ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ତାଙ୍କ ପେଟର ବାମ ଭାଗ…
ଆଇସିସି ଅଲଟିମେଟମ୍, କ’ଣ କରିବ ପାକିସ୍ତାନ?
ନୂଆଦିଲ୍ଲୀ: କେଉଁଠି ହେବ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି? ପାକିସ୍ତାନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଓ ସିଡ୍ୟୁଲକୁ ନେଇ ଲାଗିରହିଛି ସସପେନ୍ସ । ପିସିବିକୁ ଆଇସିସିର ଅଲଟିମେଟମ୍…