Browsing Category
ଖେଳ
ହାଇବ୍ରିଡ ମଡେଲରେ ଆୟୋଜିତ ହେବ ଚାମ୍ପିୟନ୍ସ ଟ୍ରଫି
ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାଇବ୍ରିଡ ମଡେଲରେ ହେବ ବୋଲି ସ୍ଥ୍ିର ହୋଇଛି । ଆଇସିସି ଏଥିନେଇ ମଂଜୁରୀ ପ୍ରଦାନ କରିଛି । ଏବେ ଏହି ଟୁର୍ଣ୍ଣାମେଂଟ ପାକିସ୍ତାନ ଓ ଦୁବାଇରେ…
ବର୍ଡର-ଗାଭାସ୍କର ଟ୍ରଫି: ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ବାଧାପ୍ରାପ୍ତ
ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଗାବାରେ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଅଷ୍ଟ୍ରେଲିଆ…
ଡିଙ୍ଗ ଲିରେନ ଜାଣିଶୁଣି ହାରିଛନ୍ତି ବୋଲି ଅଭିଯୋଗ ଆଣିଲେ ପୂର୍ବ ବିଶ୍ୱ ଚାମ୍ପିୟନ
ସିଙ୍ଗାପୁର: ଭାରତର ଡି ଗୁକେଶ ସର୍ବକନିଷ୍ଠ ଚେସ ଖେଳାଳି ଭାବେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଥିବା ବେଳେ ପୂର୍ବତନ ବିଶ୍ୱ ଚାମ୍ପିୟନ ଭ୍ଲାଡିମିର…
ଗାବାରେ ବର୍ଷା ସମ୍ଭାବନା, ଭାରତ ଚିନ୍ତା ବଢ଼ିଲା
ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଗାବାରେ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଆବଶ୍ୟକ ହେଉଛି । ତେବେ ରିପୋର୍ଟ…
ଫିଡେ ବିଶ୍ୱ ଚେସ ଚାମ୍ପିୟନଶିପ: ଗୁକେଶ ହେଲେ ସର୍ବ କନିଷ୍ଠ ଚାମ୍ପିୟନ
ନୂଆଦିଲ୍ଲୀ: ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ ଚାମ୍ପିୟନଶିପରେ ଭାରତର ଡି.ଗୁକେଶ ବାଜି ମାରିଛନ୍ତି । ସେ ୧୮ ବର୍ଷ ବୟସରେ ଚାମ୍ପିୟନ ହୋଇ ଇତିହାସ ରଚିଛନ୍ତି । ତାଙ୍କ ପୂର୍ବରୁ ଏତେ କମ…
ଓଡିଶା ମାଷ୍ଟର୍ସ ଆନ୍ତର୍ଜାତୀୟ ବ୍ୟାଡମିଂଟନ: ମାନବ, ଫ୍ଲୋରା ବିଜୟୀ
କଟକ: ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ମାଷ୍ଟର୍ସ ୨୦୨୪ ଆନ୍ତର୍ଜାତୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଓଡିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ…
ଗାବାରେ ଏହି ୪ ଭାରତୀୟ ମାରିଛନ୍ତି ଶତକ
ଗାବା: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ତୃତୀୟ ଟେଷ୍ଟ ଗାବାରେ ଖେଳାଯିବ । ବର୍ଡର-ଗାଭାସ୍କର ଟ୍ରଫି ଏବେ ୧-୧ ରୋମାଂଚକ ସ୍ଥିତିରେ ପଂହଚିଛି । ପ୍ରଥମ ମ୍ୟାଚରେ ଭାରତ ୨୯୫ ରନରେ…
ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାକିସ୍ତାନରେ ନ ହେଲେ ପିସିବିର ହେବ ବଡ କ୍ଷତି
କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ କେଉଁଠାରେ ଆୟୋଜିତ ହେବ ତାହା ଏବେ ବି ଚୂଡାନ୍ତ ହୋଇନି । ଯଦି ଏହା ପାକିସ୍ତାନରେ ନ ହୁଏ ତେବେ ପିସିବିର ବଡ କ୍ଷତି ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…
ଆଜିଠୁ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ: ମଇଦାନରେ ୨୯ ଦେଶର ୩୦୦ରୁ ଅଧିକ ଖେଳାଳି
କଟକ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଡବ୍ଲ୍ୟୁଏଫ୍ ସୁପର ୧୦୦ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୩ୟ ସଂସ୍କରଣ । କଟକର ଜବାହରଲାଲ୍ ନେହେରୁ ଇନ୍ଡୋର…
ୱାର୍ଲ୍ଡ ଚେସ ଚାମ୍ପିୟନଶିପ: ଡିଙ୍ଗ ଲିରେନଙ୍କୁ ହରାଇଲେ ଗୁକେଶ
ନୂଆଦିଲ୍ଲୀ: ଭାରତର ଉଦୀୟମାନ ଚେସ ତାରକା ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚଳିତ ସିଙ୍ଗାପୁରରେ ଚାଲିଥିବା ୱାର୍ଲ୍ଡ ଚେସ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ୧୧ତମ ଗେମରେ ସେ…