Browsing Category
ଖେଳ
ଆଇପିଏଲ ମେଗା ନିଲାମ: ପନ୍ତ, ରାହୁଲ, ଷ୍ଟାର୍କ ସର୍ବୋଚ୍ଚ ବେସ ପ୍ରାଇସରେ ସାମିଲ
ଜେଦାହ: ସାଉଦିଆରବର ଜେଦାହରେ ଆଇପିଏଲ ୨୦୨୫ର ମେଗା ନିଲାମ ୨୪ ଓ ୨୫ ନଭେମ୍ବରରେ ଆୟୋଜିତ ହେବ । ୧୫୭୪ ଖେଳାଳିଙ୍କ ନାମ ପଂଜୀକରଣ କରାଯାଇଛି । ରିଷଭ ପନ୍ତ, କେଏଲ ରାହୁଲ ଓ ମିଚେଲ ଷ୍ଟାର୍କଙ୍କ…
ବିରାଟ @ 36: ପ୍ରଥମେ ଦୋସ୍ତି, ପରେ ଲଭ, ଆଉ ତାପରେ ଲୁଚିଛପି କରିଥିଲେ ବିବାହ
ମୁମ୍ବାଇ; ବିଶ୍ବ କ୍ରିକେଟର ସଫଳ କ୍ରିକେଟରଙ୍କ ମଧ୍ୟରେ ଆଗ ଧାଡିର ତାରକା ହେଉଛନ୍ତି ବିରାଟ କୋହଲି । କିଙ୍ଗ କୋହଲି ନାମରେ ସେ ତାଙ୍କ ପ୍ରଶଂସକଙ୍କ ପାଖରେ ପରିଚିତ l ଭାରତୀୟ କ୍ରିକେଟ…
୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ନିଜ ଆଡୁ ଚିଠି ଲେଖିଲା ଭାରତ
ନୂଆଦିଲ୍ଲୀ: ଦେଶକୁ କ୍ରୀଡା କ୍ଷେତ୍ରରେ ମହାଶକ୍ତି କରିବା ଦିଗରେ ବଡ ପଦକ୍ଷେପ ନେଇଛି ଭାରତ । ଅକ୍ଟୋବର ୧ରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ ଆନୁଷ୍ଠାନିକ ଭାବେ ୨୦୩୬ ମସିହାରେ ଅଲିମ୍ପିକ୍ ଏବଂ…
କେଉଁଠି ଓ କେବେ ହେବ ଆଇପିଏଲ୍ ୨୦୨୫ର ମେଗା ନିଲାମ…
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମ ନଭେମ୍ବର ଶେଷ ସପ୍ତାହ ବେଳକୁ ସାଉଦିଆରବର ରିୟାଦରେ ହୋଇପାରେ।
ଏହି ମେଗା ନିଲାମ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ନିଜ ନିଜ ରିଟେନ ଖେଳାଳିଙ୍କ…
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତଙ୍କ ଖେଳିବା ନେଇ ସନ୍ଦେହ
ମୁମ୍ବାଇ: ନ୍ୟୁଜିଲାଣ୍ଡ ନିକଟରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ଭାରତୀୟ କ୍ରିକେଟ ଟିମ ଏବଂ ଅଧିନାୟକ ରୋହିତ ଶର୍ମା ସମାଲୋଚିତ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ…
ଗିଲ, ପନ୍ତଙ୍କ ଅର୍ଦ୍ଧଶତକ: ଭାରତ ୨୮ ରନରେ ଅଗ୍ରଣୀ
ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ପ୍ରଥମ ଇନିଂସରେ ୨୮ ରନର ଅଗ୍ରଣୀ ହାସଲ କରିଛି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୨୩୫ ରନ ଜବାବରେ ଭାରତ…
ବର୍ଡର-ଗାଭସ୍କର ଟ୍ରଫି: ୱାର୍ମଅପ ମ୍ୟାଚ ଖେଳିବନି ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଆଉ ୩ ସପ୍ତାହରୁ କମ ସମୟ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଶେଷ ହେବା ପରେ ନଭେମ୍ବର ୫ ପରେ…
ମାନ୍ଧାନାଙ୍କ ଶତକ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ସିରିଜ ବିଜୟୀ
ଅହମ୍ମଦାବାଦ: ସ୍ମୃତି ମାନ୍ଧନାଙ୍କ ଶତକ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୧ରେ ସିରିଜ ବିଜୟୀ ହୋଇଛି । ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ୬ ୱିକେଟରେ ବିଜୟ…
ଏବେ ଟିମ ଇଣ୍ଡିଆର କଣ ରହିବ ରଣନୀତି
ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ହାତଛଡା କରିବା ପରେ ଭାରତୀୟ କ୍ରିକେଟ ଟିମ କିପରି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ସେ ନେଇ ଉଦ୍ୟମ ଆରମ୍ଭ କରିଛି । ନ୍ୟୁଜିଲାଣ୍ଡ…
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି : ସଲୀମାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳର ଘୋଷଣା
ପାଟନା: ବିହାରର ନବ ନିର୍ମିତ ରାଜଗୀର ହକି ଷ୍ଟାଡିୟମରେ ୧୧ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଏସିଆନ ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେବ । ଏଥିପାଇଁ ସଲୀମା ଟେଟେଙ୍କ ନେତୃତ୍ୱରେ ୧୮ ସଦସ୍ୟା…