Browsing Category
ଖେଳ
ନିର୍ଦ୍ୱନ୍ଦରେ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହେଲେ ଜୟ ଶାହା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।
ଶେଷ ଦିନରେ…
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ: ଚୀନରେ ହେବାକୁ ଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପାଇଁ ବୁଧବାର ୧୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ । ପ୍ୟାରିସ…
ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୬ ଦିନିକିଆ ଟେଷ୍ଟ ମ୍ୟାଚ
କଲମ୍ବୋ: ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଏବେ ଟେଷ୍ଟ ସିରିଜ ଚାଲିଛି । ଏହା ପରେ ନ୍ୟୁଜିଲାଣ୍ଡ ଟିମ ଶ୍ରୀଲଙ୍କା ଗସ୍ତରେ ଆସିବ । ସେପ୍ଟମ୍ବର ୧୮ରୁ ଗାଲେରୁ ଏହି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…
୨୪ ବର୍ଷରେ ଅବସର ଘୋଷଣା କଲେ ଅଲିମ୍ପିଆନ ଟିଟି ଖେଳାଳି ଅର୍ଚ୍ଚନା
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତି ନ ଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ମନ ଜିଣିଥିବା ମହିଳା ଟେବୁଲ ଟେନିସ ଖେଳାଳି ଅର୍ଚ୍ଚନା କାମଥ ହଠାତ ଅବସର ଘୋଷଣା କରିଛନ୍ତି । ୨୪ ବର୍ଷ…
ଅଭିନୟ ଜଗତରେ ଏଣ୍ଟ୍ରି କରିବେ କି ରାହୁଲ ଦ୍ରାବିଡ଼?
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ଦି ୱାଲ୍ ଭାବେ ଜଣାଶୁଣା କ୍ରିକେଟର ରାହୁଲ ଦ୍ରାବିଡ଼ ଏବେ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି।
ଦ୍ରାବିଡ଼ ନିଜେ ଏନେଇ ହିଣ୍ଟସ…
ଖୁବଶୀଘ୍ର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ଫିଲ୍ମ
ମୁମ୍ବାଇ: କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍ ଫିଲ୍ମ।
ପ୍ରସିଦ୍ଧ ନିର୍ମାତା ଭୂଷଣ କୁମାର ଯୁବରାଜଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।…
ଆସନ୍ତାକାଲି ଅଲମ୍ପିକ୍ସ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯିବ
ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଭାରତୀୟ ହକି ଟିମ୍ ର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ହେବା ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
କ୍ରୀଡ଼ାମନ୍ତ୍ରୀ କହିଛନ୍ତି…
ଆନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କଲେ କୋହଲି
ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ ।…
ନିଜ ଦେଶର ନାଗରିକଙ୍କୁ ଦେଶ ଛାଡିବା ପାଇଁ ଅର୍ଥ ଦେଉଛି ସ୍ୱୀଡେନ
ନୂଆଦିଲ୍ଲୀ: ସ୍ୱୀଡେନ ସରକାର ନିଜ ଦେଶର ନାଗରିକଙ୍କୁ ଦେଶ ଛାଡିବା ପାଇଁ ଲୋଭନୀୟ ଅଫର ଦେଉଥିବା ଖବର ପ୍ରକାଶ ପାଇଛି । ୟୁରୋପିଆନ ୱେବସାଇଟ ଦି ନ୍ୟାଶନାଲ୍ସ ଅନୁସାରେ ପୂର୍ବରୁ ବିଦେଶରୁ ଆସି…
ଘରକୁ ବାହୁଡିଲେ ଅମିତ ରୋହିଦାସ: ମିଳିଲା ଭବ୍ୟ ସ୍ବାଗତ
ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଘରକୁ ଫେରିଛନ୍ତି ହକି ତାରକା ତଥା ଓଡିଆ ମାଟିର ପୁଅ ଅମିତ ରୋହିତ ଦାସ । ଏହି ଅବସରରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ…