Browsing Category

ଖେଳ

ଅଲିମ୍ପିିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ ମନୁ

ପ୍ୟାରିସ: ଷ୍ଟାର ମହିଳା ଶୁଟର ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ଅଧିକାରୀଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ମନୁୂ ୨ଟି…

କ୍ୱାର୍ଟର ଫାଇନାଲରେ ହାରିଲେ ଦୀପିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଭିଜ୍ଞ ତୀରନ୍ଦାଜ ଦୀପିକା କୁମାରୀ କ୍ୱାର୍ଟର ଫାଇନାଲ ହାରି ପଦକ ଦୌଡରୁ ବାଦ ପଡିଛନ୍ତି । ମହିଳା ବ୍ୟକ୍ତିଗତ ଇଭେଂଟରେ ଦୀପିକା କୋରିଆର ନ୍ୟାମ…

ଅଙ୍କିତା-ଧୀରଜ ସେମିଫାଇନାଲରେ, ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପ୍ୟାରିସ: ତୀରନ୍ଦାଜୀରେ ଭାରତର ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ମିକ୍ସଡ ଟିମ ଇଭେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ପଦକଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ।…

କ୍ୱାର୍ଟର ଫାଇନାଲରେ ହାରିଲେ ସାଇରାଜ-ଚିରାଗ ଯୋଡି

ପ୍ୟାରିସ: ଭାରତର ଷ୍ଟାର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ହାରି ଯାଇଛନ୍ତି ।…

ଗମ୍ଭୀର ଯାଦୁ: ଗୋଟିଏ ଦିନରେ ୩ ବ୍ୟାଟ୍ସମ୍ୟାନ ହଠାତ ହୋଇଗଲେ ମ୍ୟାଚ ବିଜୟୀ ବୋଲର

ପାଲ୍ଲେକଲ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ କ୍ଲିନ ସୁଇପ କରିଛି । ଅନ୍ତିମ ଟି୨୦ରେ ଜଣ ନିୟମିତ ବ୍ୟାଟ୍ସମ୍ୟାନଙ୍କ ବୋଲିଂ ବଳରେ…

କିଏ ଖେଳୁଛି ବାରବାଟୀ ନାଁରେ ଖେଳ?

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମକୁ ନେଇ ତେଜିଲା ରାଜନୀତି । ଷ୍ଟାଡିୟମ ନବୀକରଣକୁ ନେଇ କୌଣସି ଯୋଜନା ନଥିବା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ଆରମ୍ଭ ହୋଇଛି ବିତର୍କ ।…

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ, ବ୍ରୋଞ୍ଜ ଜିତିଲେ ମନୁ ଭାକର

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ୨୦୨୪ ରେ ଭାରତର ତାରକା ମହିଳା ସୁଟର ମନୁ ଭାକର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ପାଇଁ ସେ ପ୍ରଥମ ପଦକ ଜିତିବାରେ ସଫଳ ହୋଇଛନ୍ତି। ସୁଟର୍ ମନୁ ଭାକର…

ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କଲେ ମନୁ ଭାକର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ଦିବସରେ ଶୁଟର ମନୁ ଭାକର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୮ ଜଣ ଫାଇନାଲିଷ୍ଟ ମଧ୍ୟରେ ଏଥର ମୁକାବିଲା…

ନୀତା ଅମ୍ବାନୀ ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ

ପ୍ୟାରିସ୍‌: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ସେ ସର୍ବସମ୍ମତି କ୍ରମେ ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି । ସମୁଦାୟ…

ଅଲିମ୍ପିକ୍ସରେ ଓଡିଶା ଆଥଲେଟ, ଦିଲୀପଙ୍କଠାରୁ କିଶୋର ପର୍ଯ୍ୟନ୍ତ

ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନସ୍ତର ସୁଧୁରିବା ଆରମ୍ଭ ହୋଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି । ଭାରତ ପକ୍ଷରୁ ଓଡିଶାର ଅନେକ ଖେଳାଳି…