Browsing Category
ଖେଳ
ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିବାକୁ କୋହଲିଙ୍କୁ ଆବଶ୍ୟକ ୨୫ ରନ
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱରେକର୍ଡ ଭାଙ୍ଗିବା ପାଇଁ ବିରାଟ କୋହଲିଙ୍କୁ ଆଉ ୨୫ ରନର ଆବଶ୍ୟକତା ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜରେ ସେ ଏହି…
ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ
ନୂଆଦିଲ୍ଲୀ: ଭାରତର ସିନିୟର ପେସ ବୋଲର ମହମ୍ମଦ ସାମୀଙ୍କୁ ନେଇ ବିସିସିଆଇ ଚୟନ କମିଟି ୟୁ ଟର୍ଣ୍ଣ ନେଇପାରେ । ସାମୀଙ୍କ ଫିଟନେସକୁ ନେଇ ଚୟନ କମିଟି ପକ୍ଷରୁ ବାରମ୍ବାର ପ୍ରଶ୍ନ ଉଠା ଯାଉଥିଲା ।…
ପୂନର୍ବାର ହାରିଲା ପରେ ରାଗିକି ଟେବୁଲକୁ ବାଡେଇଲେ କାର୍ଲସନ
ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଚେସ ଖେଳାଳି ମାଗ୍ନସ କାର୍ଲସନ ବୋଧହୁଏ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପୂନର୍ବାର ତାଙ୍କର ଏକ ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି ।…
ଭାଙ୍ଗିଗଲା ସେହ୍ୱାଗଙ୍କ ୧୯ ବର୍ଷ ତଳର ରେକର୍ଡ
ନୂଆଦିଲ୍ଲୀ: ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ ଶାନ ମାସୁଦ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି । ପାକିସ୍ତାନ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଦ୍ରୁତ ଦ୍ୱିଶତକ ହାସଲ କରିଛନ୍ତି । ମାସୁଦ ୧୭୭…
୧୦୦୦୦ ରନ କ୍ଲବରେ ଭାରତର ସ୍ମୃତି
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଓପନର ବ୍ୟାଟ୍ସମ୍ୟାନ ସ୍ମୃତି ମାନ୍ଧନା ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଆନ୍ତର୍ଜାତୀୟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କରିଛନ୍ତି ।…
ଆରମ୍ଭ ହେଲା ମହିଳା ହିରୋ ହକି ଇଣ୍ଡିଆ ଲିଗର ୨ୟ ସିଜିନ୍, ଏଠାରେ ଦେଖନ୍ତୁ ଲାଇଭ
ରାଞ୍ଚି: ମହିଳା ହିରୋ ହକି ଇଣ୍ଡିଆ ଲିଗର ଦ୍ୱିତୀୟ ସିଜିନ୍ ଆରମ୍ଭ ହୋଇଯାଇଛି । ମହିଳା ହକିକୁ ପୁଣି ଥରେ ନୂତନ ଶିଖରରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଯାଇଛି ହକି ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟ…
କମାଲ କଲେ ଇଣ୍ଡୋନେସିଆର ବୋଲର, ଗୋଟିଏ ଓଭରରେ ନେଲେ ୫ ୱିକେଟ
ନୂଆଦିଲ୍ଲୀ: ଇଣ୍ଡୋନେସିଆର ଗେଡେ ପ୍ରିୟଦାନା ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବୋଲର ଭାବେ ଗୋଟିଏ ଓଭରରେ ୫ଟି ୱିକେଟ ହାସଲ କରିଛନ୍ତି । କମ୍ବୋଡିଆ ଟିମ ବିପକ୍ଷରେ ସେ ଏହି ସଫଳତା ହାତେଇଛନ୍ତି…
ବିଜୟ ହଜାରେ ଟ୍ରଫି: ଚିନ୍ନାସ୍ୱାମୀରେ ଖେଳାଯିବନି ବେଙ୍ଗାଲୁର ମ୍ୟାଚ
ବେଙ୍ଗାଲୁର: ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ହଜାରେ ଟ୍ରଫିର କୌଣସି ମ୍ୟାଚ ଖେଳା ଯିବନି । ଫଳରେ ଏଠାରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ନିରାଶ…
ଆଇସିସି ମହିଳା ର୍ୟାଙ୍କିଙ୍ଗ: ସ୍ମୃତି ଶୀର୍ଷରୁ ହଟିଲେ, ଦୀପ୍ତି ହେଲେ ୧ ନମ୍ବର ବୋଲର
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପକ୍ଷରୁ ମହିଳା ର୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଭାରତର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମା ଟି୨୦ ବୋଲିଂ ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ…
କଠିନ ଅଭ୍ୟାସ କରୁଛନ୍ତି କୋହଲି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ କେବଳ ଆନ୍ତର୍ଜାତୀୟ ଦିିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ସେ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି…