Browsing Category
ଦେଶ- ବିଦେଶ
ଭାରତୀୟ ରେଳବାଇ ଆଣିଲା ‘ସ୍ୱରେଲ’ ଆପ୍, ଏହି ଆପରେ ମିଳିବ ସମସ୍ତ ସୁବିଧା
ନୂଆଦିଲ୍ଲୀ:ଆମ ଦେଶରେ ଲକ୍ଷଲକ୍ଷ ଲୋକ ଭାରତୀୟ ରେଳର ସୁବିଧା ପାଉଛନ୍ତି। ରେଳବାଇର ବିଭିନ୍ନ ସୁବିଧା ପାଇଁ ଯାତ୍ରୀମାନଙ୍କୁ ବିଭିନ୍ନ ଆପ୍ ବ୍ୟବହାର କରିବାକୁ ପଡିଥାଏ । କିନ୍ତୁ ଏବେ ଆପଣ ଗୋଟିଏ…
ମହାକୁମ୍ଭ ଦଳାଚକଟା ପଛରେ ରହିଛି କି ଷଡ଼ଯନ୍ତ୍ର?
ପ୍ରୟାଗରାଜ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ମୌନୀ ଅମାବାସ୍ୟା ଦିନ ହୋଇଥିବା ଦଳାଚକଟା ପଛରେ ରହିଛି କି ଷଡ଼ଯନ୍ତ୍ର? ଏବେ ଏହି ଦୃଷ୍ଟିକୋଣରୁ ତଦନ୍ତ କରୁଛି ଉତ୍ତରପ୍ରଦେଶ ଏସଟିଏଫ୍।…
ଟ୍ରମ୍ପଙ୍କ ଘୋଷଣା ପରେ ଆମେରିକା ଉପରେ ଟାରିଫ ଲଗାଇବ କାନାଡା
ୱାଶିଂଟନ: ଟାରିଫ୍ ବଦଳରେ ଟାରିଫ୍। ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୋଧରେ ଭାରି ଟାରିଫ୍ ଲାଗୁ କରିବା ପରେ ଏକପ୍ରକାର ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି।
ଯାହାପରେ…
ବଜେଟ୍-୨୦୨୫: ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ବ; ସମସ୍ତ ଜିଲ୍ଲା ହସ୍ପିଟାଲରେ ଡେକେୟାର କ୍ୟାନସର ସେଣ୍ଟର ପ୍ରତିଷ୍ଠା…
ନୂଆଦିଲ୍ଲୀ: ବଜେଟ୍-୨୦୨୫-୨୬ରେ ଆଗାମୀ ୩ ବର୍ଷରେ ସମସ୍ତ ଜିଲ୍ଲାରେ ଡେ କେୟାର କ୍ୟାନସର ସେଣ୍ଟର ଡାକ୍ତରଖାନା ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି ସରକାର । ଦେଶରେ ଚଳିତ ବର୍ଷ ୨୦୦ ଡେ…
ଦେଶର ବିକାଶ ସୁନିଶ୍ଚିତ ସହ ଭାରତୀୟଙ୍କ ସ୍ଵପ୍ନ ପୂରା କରିବ ଏହି ବଜେଟ୍: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଦେଶରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାକୁ ନେଇ ସମଗ୍ର ଦେଶରେ ବଜେଟ୍ ଉପରେ ଚର୍ଚ୍ଚା ଜାରି ରହିଥିବାବେଳେ,…
ବଜେଟ ୨୦୨୫: ମହିଳା, ଏସସି ଓ ଏସଟି ଉଦ୍ୟୋଗୀଙ୍କୁ ୨ କୋଟି ପର୍ଯ୍ୟନ୍ତ ଲୋନ
ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୫ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ ମହିଳାମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ମହିଳା…
୮ ବଜେଟ୍, ୮ ଶାଢି଼; ଅର୍ଥମନ୍ତ୍ରୀଙ୍କ ଲୁକ୍ ପଛରେ ରହିଛି ଅନେକ ବାର୍ତ୍ତା
ନୂଆଦିଲ୍ଲୀ: ୨୦୨୫ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। କ୍ରମାଗତ ଭାବେ ଏହା ତାଙ୍କର ୮ମ ବଜେଟ୍।
ଏହି ଅବସରରେ ସମସ୍ତଙ୍କ…
କାଲି ଖୋଲିବ ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି; ଏହି କ୍ଷେତ୍ରକୁ ମିଳିପାରେ ପ୍ରାଧାନ୍ୟ
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ । ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ଚାଲିବ…
ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ: ଅଭିବୃଦ୍ଧି ହାର ୬.୩ରୁ ୬.୮ ପ୍ରତିଶତ ରହିବା ଆକଳନ
ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ…
ସୋନିଆ ଗାନ୍ଧୀଙ୍କ ବୟାନ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ: ରାଷ୍ଟ୍ରପତି ଭବନ
ନୂଆଦିଲ୍ଲୀ: ସୋନିଆଙ୍କ ବୟାନକୁ ନେଇ କଡା ଜବାବ ଦେଲା ରାଷ୍ଟ୍ରପତି ଭବନ। । ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ କହିଛନ୍ତି ଯେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି…