Browsing Category

ଦେଶ- ବିଦେଶ

ୟୁସିସି ଲାଗୁ ହେବା ପରେ ପଞ୍ଜୀକୃତ ହେଲେ ପ୍ରଥମ ଲିଭ-ଇନ୍ ଦମ୍ପତି

ଡେରାଡୁନ: ଜାନୁଆରୀ ୨୭ ତାରିଖରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରିବାର ନଅ ଦିନ ପରେ, ପ୍ରଥମ ଲିଭ-ଇନ୍ ଦମ୍ପତି ନୂତନ ଆଇନ ଅନୁଯାୟୀ ସଫଳତାର ସହ ପଞ୍ଜୀକରଣ କରିଛନ୍ତି।…

ଅଙ୍ଗନବାଡି କେନ୍ଦ୍ରରେ ଉପମା ବଦଳରେ ଦରକାର ବିରିୟାନୀ, ବାଳକର ଅପିଲ୍ ପରେ ବଦଳିବ ମେନ୍ୟୁ

ଥିରୁଅନନ୍ତପୁରମ: ଅଙ୍ଗନବାଡି କେନ୍ଦ୍ରରେ ମିଳୁଥିବା ଉପମା ବଦଳରେ ବିରିୟାନି ଏବଂ ଚିକେନ୍ ଫ୍ରାଏ ଦରକାର। ଏକ ଶିଶୁ ଏଭଳି ଅପିଲ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖାସ…

ସକ୍ରିୟ ହେଉଛି ପଶ୍ଚିମ ଝଡ଼: ଓଡ଼ିଶା ସମେତ ଏହି ସବୁ ସ୍ଥାନରେ ଘୂର୍ଣ୍ଣିବାତ୍ୟା ଆଶଙ୍କା

ନୂଆଦିଲ୍ଲୀ: ଆସୁଛି ବଡ଼ ଘୂର୍ଣ୍ଣିଝଡ! ୪ ଓ ୫ ତାରିଖରେ ଓଡ଼ିଶା ସମେତ ଅନେକ ସ୍ଥାନରେ ଘୂର୍ଣ୍ଣିବାତ୍ୟା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର…

ଦୁଇ ଦିନିଆ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ୧୩ରେ ଟ୍ରମ୍ପଙ୍କୁ ଭେଟିବେ

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ୧୪ ତାରିଖ ଯାଏଁ ରହିବେ । ଏହି ଗସ୍ତ ସମୟରେ ସେ ୧୩ ତାରିଖରେ ରାଷ୍ଟ୍ରପତି…

ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି, ୫ ଜଣିଆ କମିଟି ଗଠନ

ଗାନ୍ଧୀନଗର: ପ୍ରଥମେ ଉତ୍ତରାଖଣ୍ଡ ପରେ, ଏବେ ଗୁଜରାଟରେ ଖୁବ ଶୀଘ୍ର ଲାଗୁ ହୋଇପାରେ ୟୁସିସି । ମୁଖ୍ୟମନ୍ତ୍ରୀ ଏକ ସମାନ ନାଗରିକ ସଂହିତା (ୟୁସିସି) ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ ଏକ ୫ ଜଣିଆ…

କାହାକୁ ବାଛିବେ‌ ମଧ୍ୟବିତ୍ତ?…

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ କାନ୍ଧରେ ଭରା ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ଲାନ୍ କରିଥିଲେ କେଜ୍ରିଓ୍ବାଲ। ହେଲେ କେନ୍ଦ୍ର ବଜେଟରେ ଆୟକର ଗୋଟି ଚଳାଇ ଖେଳ ଏପଟ ସେପଟ କରିଦେଲା ବିଜେପି।…

ସ୍ବାମୀଙ୍କ କିଡନୀ ବିକିଲେ, ଟଙ୍କା ଧରି ପ୍ରେମିକ ସହ ଫେରାର ମହିଳା

କୋଲକାତା: ସ୍ବାମୀଙ୍କ କିଡନୀ ବିକିଲେ, ଟଙ୍କା ଧରି ପ୍ରେମିକ ସହ ଫେରାର ମହିଳା। ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଜଣେ ମହିଳା ତାଙ୍କ…

ଇସ୍ରାେର ୧୦୦ତମ ମିଶନକୁ ଝଟକା, ଅର୍ବିଟରେ ସ୍ଥାପିତ ହୋଇପାରିଲାନି ସାଟେଲାଇଟ୍

ନୂଆଦିଲ୍ଲୀ: ଇସ୍ରାେର ୧୦୦ତମ ମିଶନକୁ ଝଟକା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏନଭିଏସ-୦୨ ଉପଗ୍ରହ ସଠିକ୍ କକ୍ଷପଥରେ ସ୍ଥାପନ ହୋଇ ନପାରିବାରୁ ମିଶନ ବିଫଳ ହୋଇଛି। କାରଣ ମହାକାଶଯାନର…

ମହାକୁମ୍ଭରେ ଆକାଶ ମାର୍ଗରୁ ଫୁଲ ବର୍ଷା, ଦେଖନ୍ତୁ ଭିଡିଓ…

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ର ଅନ୍ତିମ ଅମୃତ ସ୍ନାନ ତଥା ବସନ୍ତ ପଞ୍ଚମୀ ଅବସରରେ ସଙ୍ଗମ କୂଳରେ ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଉପରେ…

ସାରା ବିଶ୍ୱରେ ବଢୁଛି ହିରୋର ଚାହିଦା; ମାସକରେ ଚାରି ଲକ୍ଷରୁ ଅଧିକ ବିକ୍ରି

ନୂଆଦିଲ୍ଲୀ: ଭାରତରେ ଦୁଇ ଚକିଆ ଯାନ ପାଇଁ ଏକ ଅଲଗା ଡିମାଣ୍ଡ ଦେଖିବାକୁ ମିଳିଥାଏ । ଦୁଇ ଚକିଆ ଉତ୍ପାଦନକାରୀ କମ୍ପାନୀ ହିରୋ ମୋଟୋକର୍ପ ଚଳିତ ବର୍ଷ ଏକ ସାନଦାର ସେଲ୍ ଆରମ୍ଭ କରିଛି । ଜାନୁଆରୀ…