Browsing Category

ଦେଶ- ବିଦେଶ

ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେଲେ ମିଳିବ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ: ଏଣିକି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେଲେ ମିଳିବ ୨୫ ହଜାର ଟଙ୍କା । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ କିଛି ଏପରି ଘୋଷଣା କରିଛନ୍ତି । ସଡ଼କ…

ତିରୁପତି ମନ୍ଦିରରେ ପୁଣି ଅଘଟଣ: ଲଡୁ କାଉଣ୍ଟର ପାଖରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ତିରୁପତି ମନ୍ଦିରରେ ନିଆଁ ଲାଗିଥିବା ଖବର ସାମନାକୁ ଆସିଛି। ସୂଚନା ମୁତାବକ, ମନ୍ଦିରର ଲଡୁ କାଉଣ୍ଟର ପାଖରେ ଏହି ନିଆଁ ଲାଗିଛି। ଯାହାଦ୍ବାରା ପ୍ରସାଦ ନେବାକୁ ଭିଡ ଜମାଇଥିବା…

କାହିଁକି ଦିଲ୍ଲୀ ଜିତିପାରୁନି ବିଜେପି?

ନୂଆଦିଲ୍ଲୀ: ୨୭ବର୍ଷ ହେଲା ଦିଲ୍ଲୀରେ କ୍ଷମତାଠୁ ଦୂରରେ ରହିଛି ବିଜେପି । ସୁଷମା ସ୍ବରାଜ ଥିଲେ ଦିଲ୍ଲୀରେ ବିଜେପିର ଶେଷ ମୁଖ୍ୟମନ୍ତ୍ରୀ । ୧୯୯୮ମସିହାରେ ମାତ୍ର ୫୨ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ…

ଇରାନର ମିସାଇଲ ସୋ’, ତାଜୁବ ହେଲା ପୂରା ଦୁନିଆ

ନୂଆଦିଲ୍ଲୀ : ଇରାନ ଦେଖାଇଲା ମିସାଇଲ ସୋ’ । ଯାହାକୁ ଦେଖି ଏବେ ପୂରା ଦୁନିଆ ଛାନିଆ । ମାଳ ମାଳ ନୂଆ ମିସାଇଲ ଆଉ ଅତ୍ୟାଧୁନିକ ଡ୍ରୋନରେ ତିଆରି ହୋଇଯାଇଛି ଇରାନର ମିସାଇଲ ସିଟି । ଯାହା ଦେଖିଲା…

ଦିଲ୍ଲୀ ନିର୍ବାଚନ ପାଇଁ ଆତିଶୀ ଆରମ୍ଭ କଲେ କ୍ରାଉଡଫଣ୍ଡିଂ: କହିଲେ, ‘ଆପ୍ ପାଖରେ ନାହିଁ କଳାଧନ’

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଆପ୍ ଜାରି କଲା କ୍ରାଉଡଫଣ୍ଡିଂ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା କାଲକାଜୀ ସିଟରୁ ଲଢୁଥିବା ଆପ୍ ପ୍ରାର୍ଥୀ ଆତିଶୀ ଆଗାମୀ ଦିଲ୍ଲୀ ବିଧାନସଭା…

‘ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି’; କଡା ନିଶାନା ସାଧିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ବିଭିନ୍ନ ରାଜନୀତିକ ଦଳ ଭିତରେ ଚାଲିଛି ଘମୋଘୋଟ ଆରୋପ-ପ୍ରତ୍ୟାରୋପ । ପରସ୍ପରର ଖୁଣ ବାହାର କରି ଜନତାଙ୍କ ପ୍ରିୟଭାଜନ ହେବାକୁ ନିଜ ନିଜର…

ବିପିଏସସି ପରୀକ୍ଷା ରଦ୍ଦ ମାମଲା: ପାଟନାରେ ହଙ୍ଗାମା-ପୋଡ଼ାଜଳା, ପୋଲିସ ହେପାଜତରେ ପପ୍ପୁ ଯାଦବ

ନୂଆଦିଲ୍ଲୀ: ବିପିଏସସି ଆଶାୟୀଙ୍କ ସମର୍ଥନରେ ବାହାରିଛନ୍ତି ବିହାର ପୂର୍ଣ୍ଣିଆର ସ୍ବାଧୀନ ସାଂସଦ ପପ୍ପୁ ଯାଦବ। ବିପିଏସସି ଆଶାୟୀଙ୍କ ସମର୍ଥନରେ ସେ ବିହାର ବନ୍ଦ ଘୋଷଣା କରିଛନ୍ତି। ଏମିତିକି…

ସ୍ୱାମୀଙ୍କ ଆତ୍ମହତ୍ୟା ଖବର ଶୁଣି ସ୍ତ୍ରୀ ବି ଚାଲିଗଲେ, ଘରୋଇ ଝଗଡ଼ା ହେଲା କାଳ

ନୂଆଦିଲ୍ଲୀ : ଘରୋଇ ଝଗଡ଼ାରୁ ଭୟଙ୍କର ସ୍ଥିତି । ଆତ୍ମହତ୍ୟା କରିଦେଲେ ସ୍ବାମୀ-ସ୍ତ୍ରୀ। ପ୍ରଥମେ ସ୍ବାମୀ ଆତ୍ମହତ୍ୟା କଲେ, ଆଉ ସ୍ବାମୀଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା…

କାହିଁକି ଜଳୁଛି ଲସ୍ ଆଞ୍ଜେଲିସ ?

ୱାଶିଂଟନ: ୩ ଦିନ ହେବ ଜଳୁଛି ଲସ ଆଞ୍ଜେଲିସ। ଆମେରିକା କାଲିଫର୍ଣ୍ଣିଆର ଲସ ଆଞ୍ଜେଲିସ ଜଙ୍ଗଲ ନିଆଁ ବଳୟ ଭିତରେ ରହିଛି। ଏହି ନିଆଁରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ବହୁ ସମ୍ପତ୍ତି ଧ୍ବଂସ…

ମହାକୁମ୍ଭରେ ପ୍ରତିଦିନ ଲକ୍ଷେ ଭକ୍ତଙ୍କ ମଧ୍ୟରେ ପ୍ରସାଦ ବାଣ୍ଟିବେ ଗୌତମ ଆଦାନୀ, ପ୍ରସ୍ତୁତ କରିବେ ୨୫୦୦ ଲୋକ

ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ ମେଳାପାଇଁ ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ଜାନୁଆରୀ ୧୩ ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ତେବେ ଭାରତୀୟ ବିଲିୟନେୟାର…