Browsing Category
ଦେଶ- ବିଦେଶ
ଅରବିନ୍ଦ କେଜ୍ରିଓ୍ବାଲ Vs ପ୍ରବେଶ ବର୍ମା
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେଭିଓ୍ବେଟ୍ ଟକ୍କର । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସିଲା ବିଜେପିର…
‘ଓଡ଼ିଶା ଆସିବେ ଅଢ଼େଇ ହଜାର ପ୍ରବାସୀ, ବିଶ୍ବ ଦେଖିବ ଓଡିଶାର ଆତିଥ୍ୟ’
ଭୁବନେଶ୍ୱର: ଆସନ୍ତା ୮ରୁ ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏହା ତିନି ଦିନ ଅର୍ଥାତ୍ ଜାନୁଆରୀ ୧୦ ଯାଏଁ ଚାଲିବ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ…
ଭାରତର ଏହି ସ୍ଥାନରେ ମକର ସଂକ୍ରାନ୍ତି ପର୍ବ ସ୍ୱତନ୍ତ୍ର, ଏପରି ଦୃଶ୍ୟ ଆକାଶରେ ଦେଖିବାକୁ ମିଳେ
ନୂଆଦିଲ୍ଲୀ: ଚଳିତବର୍ଷ ମକର ସଂକ୍ରାନ୍ତି ୧୪ତାରିଖରେ ପାଳନ କରାଯିବ । ଏହି ପର୍ବ ବର୍ଷର ଏକ ବଡ ପର୍ବ ମଧ୍ୟରେ ଅନ୍ୟତମ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି, ଯେଉଁ କାରଣରୁ ଏହାକୁ…
ସାବଧାନ! ଚୀନରେ କୋଭିଡ୍ ଭଳି ମହାମାରୀ
ନୂଆଦିଲ୍ଲୀ: ୫ବର୍ଷ ପରେ ପୁଣି ଫେରିବ କି କରୋନା ଭଳି ମହାମାରୀ? ଚୀନରେ ବଢିବାରେ ଲାଗିଛି ଶ୍ବାସଜନିତ ଅସୁସ୍ଥତା, ଭାରତରେ ବଢିଲା ଚିନ୍ତା। ୨୦୧୯ ଶେଷ ଆଡକୁ ଚୀନର ବୁହାନ ସହରର ବିଭିନ୍ନ…
ବ୍ଲାକମେଲ୍ କରି କୋଟିପତି ହେଲେ ଚାକରାଣୀ !
ଭୋପାଳ: କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶର ଉଜୈନରେ ପିଙ୍କି ଗୁପ୍ତା ନାମକ ଜଣେ ମହିଳାଙ୍କ ସମେତ ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା। ଅଭିଯୋଗ ହେଉଛି ଯେ ସେ ତାଙ୍କ ସହଯୋଗୀମାନଙ୍କ ସହ ଜଣେ…
ପାଣିରୁ ସୁନା ଛାଣୁଛନ୍ତି ଲୋକେ, ଭଡ଼ାରେ ଆଣୁଛନ୍ତି ମେସିନ୍
ଇସଲାମାବାଦ: ପାକିସ୍ତାନରେ ପାଣିରୁ ସୁନା ବାହାର କରୁଛନ୍ତି ଲୋକେ। ହେଲେ ସୁନା ଛାଣିବା ପାଇଁ ଏଠାକାର ଲୋକ ଭଡ଼ାରେ ମେସିନ୍ ଆଣୁଛନ୍ତି। ବେଆଇନ ଭାବେ ଜୋରସୋରରେ ଏହି କାମ ଚଳାଇଛନ୍ତି…
ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍
ଭୁବନେଶ୍ଵର: ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ପ୍ରବାସୀ ଭାରତୀୟ ଦିବସ ବ୍ୟାଘାତ ପାଇଁ ଧମକପୂର୍ଣ୍ଣ ମେଲ୍ ପଠାଇଛି ପନ୍ନୁ । ତେବେ ଏହି ଧମକପୂର୍ଣ୍ଣ ମେସେଜ ବରିଷ୍ଠ…
ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ – ଅମିତ ଶାହ
କେନ୍ଦ୍ର ଗୃହ ମନ୍ତ୍ରୀଙ୍କ କରକମଳରେ “ଜମ୍ମୁ-କାଶ୍ମୀର ଆଣ୍ଡ୍ ଲଦାଖ୍ : ଥ୍ରୋ ଦ ଏଜେସ୍” ପୁସ୍ତକ ଉନ୍ମୋଚିତ
ଜମ୍ମୁ-କଶ୍ମୀର ଏବଂ ଲଦାଖର ଗୌରବମୟ ୩୦୦୦ ବର୍ଷର ଐତିହାସିକ ଯାତ୍ରାକୁ ନେଇ…
ଏଣିକି ଆକାଶରେ ବି ମିଳିବ ଇଣ୍ଟରନେଟ ସେବା…
ନୂଆଦିଲ୍ଲୀ: ଏଣିକି ଆକାଶରେ ମିଳିବ ଇଣ୍ଟରନେଟ ସେବା । ବିମାନରେ ଯାତ୍ରା କରୁଥିବା ବେଳେ ଏବେ ଯାତ୍ରୀ ପାଇବେ ଇଣ୍ଟରନେଟ ସେବା । ଚଲାଇପାରିବେ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଣ୍ଟରନେଟ ଚାଳିତ…
ୟୁନୁସ ସରକାରଙ୍କ ବଡ ନିଷ୍ପତ୍ତି: ଏବେ ବାଂଲା ପିଲାଏ ପଢିବେନି ହସିନାଙ୍କ କଥା
ନୂଆଦିଲ୍ଲୀ: ଏଣିକି ବାଂଲାଦେଶୀ ପଢିବେନି ହସିନାଙ୍କ ଇତିହାସ । ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ହିଂସା ଆନ୍ଦୋଳନ ଦେଶ ଛାଡି ଏବେ ଭାରତରେ ଲୁକାହିତ ଭାବେ ରହିଛନ୍ତି । ଶେଖ୍…