Browsing Category
ଦେଶ- ବିଦେଶ
କାନାଡା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ କିଏ?
ଟରୋଣ୍ଟ: କାନାଡାର ବ୍ରମ୍ପଟନ୍ରେ ଥିବା ହିନ୍ଦୁ ମନ୍ଦିରରେ ହୋଇଥିବା ବିଶୃଙ୍ଖଳା ବା ଆକ୍ରମଣ ଘଟଣାରେ କାନାଡା ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବ୍ରାମ୍ପଟନ୍ର…
ଖୁବଶୀଘ୍ର ନାଗରିକଙ୍କ ପାଇଁ ଉପଲବ୍ଧ ହେବ ସ୍ବଦେଶୀ ଜିପିଏସ୍ ସିଷ୍ଟମ୍
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଏହାର ଆଞ୍ଚଳିକ ନାଭିଗେସନ୍ ସିଷ୍ଟମ୍ ‘ନାଭିକ’କୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟାରତ।
ଏହି ପୋଜିସନ୍ ସିଷ୍ଟମ୍ ମୁଖ୍ୟତଃ…
ଝାଡଖଣ୍ଡରେ ଜେଏମଏମକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ : କହିଲେ, ଚମ୍ପାଇ ସୋରେନଙ୍କୁ ଅପମାନ କରାଯାଇଥିଲା…
ରାଞ୍ଚୀ : ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁମଲାରେ ନିର୍ବାଚନୀ ରାଲି କରିଛନ୍ତି। ଏହି ଅବସରରେ ସେ କଂଗ୍ରେସକୁ…
ଋଷ ଉପରେ ସବୁଠୁ ବଡ଼ ଆକ୍ରମଣ, ୩୪ ଡ୍ରୋନ ମାଡ଼ କଲା ୟୁକ୍ରେନ
କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହାରି ମଧ୍ୟରେ ଋଷ ଉପରେ ୩୪ ଡ୍ରୋନ ମାଡ଼ କରିଛି ୟୁକ୍ରେନ। ମସ୍କୋ ଉପରେ ଏହା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି।…
ମହାରାଷ୍ଟ୍ରରେ ଅସଲି ବନାମ ନକଲି ଲଢେଇ
ନୂଆଦିଲ୍ଲୀ: କିଏ ଅସଲି କିଏ ନକଲି? କାହାର ଦଳ ଅସଲି ? ଉଦ୍ଧବ ଠାକରେଙ୍କ ଶିବସେନା ନା ଏକନାଥ ସିନ୍ଦେଙ୍କ ଶିବସେନା? ଶରଦ ପାଓ୍ବାରଙ୍କ ଏନସିପି ନା ଅଜିତ ପାଓ୍ବାରଙ୍କ ଏନସିପି? ଅଦାଲତରେ ହେଉ କି…
ଗ୍ରୀଷ୍ମକାଳୀନ ଛୁଟିର ନାମ ପରିବର୍ତ୍ତନ
ନୂଆଦିଲ୍ଲୀ: ଗ୍ରୀଷ୍ମକାଳୀନ ଛୁଟିର ନାମ ପରିବର୍ତ୍ତନ କରିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ଏହାର ନାମ ଆଂଶିକ କାର୍ଯ୍ୟ ଦିବସ ବା ‘ଆଂଶିକ ନ୍ୟାୟାଳୟ କାର୍ଯ୍ୟ ଦିବସ’ ରଖାଯାଇଛି।
ତେବେ…
କୁଆଡେ ଗଲା ସିଏମଙ୍କ ସିଙ୍ଗଡ଼ା ?
ନୂଆଦିଲ୍ଲୀ: ସିଏମଙ୍କ ପ୍ଲେଟରୁ ସିଙ୍ଗଡା, କେକ୍ ଗାଏବ । କିଏ ନେଇଗଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା? ସିଆଇଡିର ତନାଘନା । ପୋଲିସ ଅଧିକାରୀଙ୍କୁ ସୋକଜ୍ ନୋଟିସ ! ହିମାଚଳ ପ୍ରଦେଶ…
ଆହୁରି ଶକ୍ତିଶାଳୀ ହେବ ବାୟୁସେନା; ସୁପର ସୁଖୋଇରେ ପରିଣତ ହେବ ସୁ-୩୦ଏମକେଆଇ ଫାଇଟର୍ ଜେଟ୍
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତକୁ ଏପରି ଉନ୍ନତ ବିମାନର ଆବଶ୍ୟକତା ରହିଛି, ଯାହା ବାୟୁସେନାର ଶକ୍ତି ବୃଦ୍ଧି କରିପାରିବ । ଏହି ଦିଗରେ, ‘ସୁପର ସୁଖୋଇ’ କାର୍ଯ୍ୟକ୍ରମ ସମସ୍ୟାର ସମାଧାନ ଭାବରେ…
ପ୍ରକୃତି ସଂରକ୍ଷଣ ଓ ସୂର୍ଯ୍ୟ ଉପାସନାର ପବିତ୍ର ପର୍ବ ‘ଛଠ୍’ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ଛଠ୍ ପୂଜାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ପ୍ରକୃତି ସଂରକ୍ଷଣ ଓ ସୂର୍ଯ୍ୟ ଉପାସନାର ପବିତ୍ର ପର୍ବ ‘ଛଠ୍’ - ଧର୍ମେନ୍ଦ୍ର ପ୍ରଧାନ
• ଛଠ୍ ପୂଜାର ଶୁଭେଚ୍ଛା ଜଣାଇବା ସହ…
ଚୀନ୍-ପାକିସ୍ତାନର ବଢିବ ଟେନସନ, ଭାରତରେ ତିଆରି ହେବ ଆମେରିକାର ବିପଜ୍ଜନକ ରାଇଫଲ୍ସ
ନୂଆଦିଲ୍ଲୀ: ଏଣିକି ପଡୋଶୀ ଦେଶ ଚୀନ ଏବଂ ପାକିସ୍ତାନର ବଢିବ ଟେନସନ। କାରଣ ଆମେରିକା ଠାରୁ ୭୩,୦୦୦ ଅତିରିକ୍ତ ସିଗ୍ ସୌର୍ ଆକ୍ରମଣକାରୀ ରାଇଫଲ କିଣିବାକୁ ଭାରତ ନିର୍ଦ୍ଦେଶ ଦେଇଛି। ଏପରି ହେଲେ…