Browsing Category

ଦେଶ- ବିଦେଶ

ଶକ୍ତ ହେଲେ ସରକାର: ସରକାରୀ କର୍ମଚାରୀଙ୍କୁ ଏ ମାସରେ ମିଳିବନି ଦରମା

ଲକ୍ଷ୍ନୌ: ଏ ମାସରେ ୩୯ ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ମାସିକ ଦରମା । ଶକ୍ତ ହେଲେ ଯୋଗୀ ସରକାର । ରୋକ୍ ଠୋକ୍ ଶୁଣାଇଦେଲେ । ତେବେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ…

ଅନଲାଇନରୁ ଅର୍ଡର କରିଥିଲେ ଆଇଫୋନ୍, ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା

ଲକ୍ଷ୍ନୌ: ଅନଲାଇନରୁ ଆଇଫୋନ୍ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାହକ ଜଣକ କ୍ୟାସ୍ ଅନ୍ ଡେଲିଭରି ଜରିଆରେ…

ଟ୍ରାମ୍‌ ସେବା କ’ଣ ? କାହିଁକି ବନ୍ଦ ହେବ ୧୫୦ ବର୍ଷର ଐତିହାସିକ ଟ୍ରାମ୍‌ ସର୍ଭିସ୍

କୋଲକାତା: ପଶ୍ଚିମବଙ୍ଗ ସରକାର ୧୮୭୩ ମସିହାରେ ଆରମ୍ଭ ହୋଇଥିବା କୋଲକାତାର ଐତିହାସିକ ଟ୍ରାମ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଯାହା କୋଲକାତା ସହରର ଐତିହ୍ୟ ଏବଂ ଆକର୍ଷଣର ପ୍ରତୀକ…

ପର୍ଯ୍ୟଟନ ଦିବସ: ‘ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦି’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ

ନୂଆଦିଲ୍ଲୀ: ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ‘ପର୍ଯ୍ୟଟନ ମିତ୍ର  ଏବଂ ପର୍ଯ୍ୟଟନ ଦିଦି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସାମାଜିକ ଅନ୍ତର୍ଭୁକ୍ତିକରଣ,…

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇ ଆଲର୍ଟ

ମୁମ୍ବାଇ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି। ଆତଙ୍କବାଦୀ ଆକ୍ରମଣ ନେଇ ଆଇବି ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସଚେତନ କରିବା ପରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମୁମ୍ବାଇ…

ଟିକେଟ୍ ବ୍ଲାକମାର୍କେଟିଂ ନେଇ ବୁକମାଇ ଶୋ’କୁ ସମନ

ମୁମ୍ବାଇ: ବୁକ୍ ମାଇ ଶୋ’ର ବୈଷୟିକ ହେଡ ଏବଂ ସିଇଓ ଆଶିଷ ହେମରାଜାନୀଙ୍କୁ କୋଲ୍ଡପ୍ଲେ କନ୍ସର୍ଟ ଟିକେଟ୍ ବ୍ଲାକମାର୍କେଟିଂ ମାମଲାରେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ସମନ କରିଛି।…

ଚାଇନା ବନାମ ଦେଶୀ ରସୁଣ: ହାଇକୋର୍ଟରେ ପହଁଚିଲା ମାମଲା

ଲକ୍ଷ୍ନୌ: ସାଧାରଣତଃ ଚାଇନା ଜିନିଷକୁ ନେଇ ଭାରତରେ ମୋଦୀ ସରକାର ବେଳେ ବିରୋଧାଭାସ ଦେଖିବାକୁ ମିଳିଛି। ବୟକଟ୍ ଚାଇନା ନାରା ଦେଇ ସ୍ୱଦେଶୀ ଖେଳଣାଠୁ ଆରମ୍ଭ କରି ଯୁଦ୍ଧାସ୍ତ୍ର ଉପରେ ମୋଦୀ…

ପକେଟକୁ ସୁହାଇବ ତେଲ ଦର, ନିଆଯାଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ଅହେତୁକ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଦର। ଏହି ମୂଲ୍ୟକୁ ନେଇ ଦେଶର ସାଧାରଣ ଜନତା ଖୁସି ନୁହଁନ୍ତି । ଅପରପକ୍ଷରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ହେବ ବୋଲି…

ମା’ ଅମ୍ବାଜୀଙ୍କ ଶକ୍ତିପୀଠ: ଯେଉଁଠି ନାହିଁ କୌଣସି ପ୍ରତିମା

ନୂଆଦିଲ୍ଲୀ: ଆଉ ଦିନ କେଇଟାରେ ଧରାବତରଣ କରିବେ ମାଆ ଜଗତଜନନୀ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ଭାରତ ତଥା ଓଡ଼ିଶାର ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇସାରିଛି ।…

ଆସନ୍ତା କାଲି ଦିନିକିିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା

“ସଦସ୍ୟତା ଅଭିଯାନ - ୨୦୨୪” କୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଗତିଶୀଳ କରିବା ଗସ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ପାର୍ଟୀର ସଦସ୍ୟତା ଅଭିଯାନ ସଂପର୍କରେ…