Browsing Category
ଦେଶ- ବିଦେଶ
ଭାରତକୁ ମାଳଦ୍ଵୀପ ରାଷ୍ଟ୍ରପତି ମୁଇଜୁଙ୍କ ନାଲିଆଖି
ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି, ଅନ୍ୟପଟେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପରୋକ୍ଷରେ ଭାରତକୁ ଚେତାବନୀ ଦେଇଛନ୍ତି । “ଆମେ!-->…
ବାୟୁ କିପରି ବିଷାକ୍ତ ହୁଏ, ମଣିଷ କେତେ ପ୍ରଦୂଷିତ ବାୟୁରେ ରହିପାରିବ?
ନୂଆଦିଲ୍ଲୀ: ଆମ ଦେଶରେ ବାୟୁ ପ୍ରଦୂଷଣର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଆମେ ଜାଣି ମଧ୍ୟ ଅଣଦେଖା କରିଥାଉ । ଅନେକ ଥର ଆମେ ଏହା ପ୍ରତି ଧ୍ୟାନ ଦେଉନାହୁଁ, କିନ୍ତୁ!-->…
ନେପାଳରେ ନଦୀକୁ ଖସିଲା ବସ୍ ,୧୨ ମୃତ
ନୂଆଦିଲ୍ଲୀ: ନେପାଳ ଡାଙ୍ଗ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ପୋଲ ଉପରେ ଯାଉଥିବାବେଳେ ନଦୀ ମଧ୍ୟକୁ ଖସିପଡିଛି। ଫଳରେ ଏହି ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ!-->…
ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ ମନା କଲେ ନୀତୀଶ କୁମାର
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ଭର୍ଚ୍ଚୁଆଲ ବୈଠକ ଶେଷ ହୋଇଛି। ବିରୋଧୀ ମେଣ୍ଟ ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିତ ମଞ୍ଚର ସଭାପତି ଭାବେ!-->…
ଗଣତନ୍ତ୍ର ଦିବସ କଟକଣା: ପରେଡ ଦେଖିବାକୁ ଏଠାରେ ବୁକ୍ କରନ୍ତୁ ଟିକେଟ୍
ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସକାଳ ପରେଡ୍ ପାଇଁ ରିହର୍ସଲ ଆରମ୍ଭ ହୋଇଯାଇଛି । ତେବେ ଜାନୁଆରୀ ୨୬କୁ ନଜରରେ ରଖି ଟ୍ରାଫିକରେ କିଛି ପରିବର୍ତ୍ତନ କରାଯାଇଛି । ଏନେଇ!-->…
ମମତା ହେଉଛନ୍ତି ବେଇମାନ ଓ ଅହଂକାରୀ, ସୋନିଆ ତାଙ୍କୁ ଭିକ ମାଗିବେନି: ଅଧିର ରଞ୍ଜନ
ନୂଆଦିଲ୍ଲୀ:କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଟିଏମସି ସୁପ୍ରିମୋ ମାୟାବତୀଙ୍କ ଉପରେ ଗର୍ଜିଛନ୍ତି । ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ!-->…
କେଜ୍ରିୱାଲଙ୍କୁ ଚତୁର୍ଥ ସମନ ପଠାଇଲା ଇଡି
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଡୁଆରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ କରିଛି । ଜାନୁଆରୀ!-->…
ଟେଲିକମ ବିଭାଗର ସତର୍କ ବାଣୀ; ଡାଏଲ କରନ୍ତୁ ନାହିଁ ଏହି ନମ୍ବର
ନୂଆଦିଲ୍ଲୀ: ଭାରତର ଲକ୍ଷ ଲକ୍ଷ ମୋବାଇଲ ଫୋନ୍ ୟୁଜରଙ୍କୁ ସତର୍କ ସୂଚନା ଜାରି କରିଛି ଟେଲିକମ୍ ବିଭାଗ। ମୋବାଇଲ ଫୋନ୍ ବ୍ୟବହାରକରୀ ‘*୪୦୧#’ ଏବଂ ପରେ ଏକ ଅଜଣା ନମ୍ବର ଡାଏଲ୍ କରିବା ପୂର୍ବରୁ!-->…
ରାମ ମନ୍ଦିର ପ୍ରତିଷ୍ଠା; ମୋଦୀଙ୍କ ସ୍ବତନ୍ତ୍ର ବ୍ରତ ଆରମ୍ଭ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରତିଷ୍ଠା ଦିବସ ଯେତେ ପାଖେଇ ଆସୁଛି, ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଓ ଭାବାବେଗ ସେହି ଅନୁପାତରେ ବଢିବାରେ ଲାଗିଛି।!-->…
ଜନକଲ୍ୟାଣ ଯୋଜନାରେ ଦଳୀୟ ଚିହ୍ନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଜନ କଲ୍ୟାଣ ଯୋଜନାରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସେମାନଙ୍କ ଦଳୀୟ ଚିହ୍ନକୁ ବ୍ୟବହାର ନେଇ ଏକ ପିଟିସନ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଭାରତୀୟ ଜନତା ପାର୍ଟି,!-->…