Browsing Category

ଦେଶ- ବିଦେଶ

ରାଜଧାନୀକୁ ଫେରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ପରେ ରାଜ୍ୟପାଳ ସି ପି ରାଧାକୃଷ୍ଣନ ଆଜି ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ସହ

ପୂର୍ବତନ ପ୍ରଧାନନ୍ତ୍ରୀଙ୍କୁ୧୦ ବର୍ଷ ଜେଲ୍‌

ଇସଲାମାବାଦ: ପାକିସ୍ତାନର ସ୍ବତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଇମ୍ରାନ ଖାନଙ୍କ ସହ ତାଙ୍କ ଘନିଷ୍ଠ ସହଯୋଗୀ ତଥା

ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର: ଯାଥାଶିଘ୍ର ନକଲି ଶିକ୍ଷକଙ୍କ ତଥ୍ୟ ଦେବାନେଇ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି,

ମୁଖ୍ୟମନ୍ତ୍ରଙ୍କ ବଡ ଘୋଷଣା ସମସ୍ତଙ୍କୁ ମିଳିବ ମାଗଣା ବିଜୁଳି!

ନୂଆଦିଲ୍ଲୀ: ଦିଲ୍ଲୀରେ ଯେତେ ବିଜୁଳି ବ୍ୟବହାର କଲେ ବି ଆସିବନି ବିଲ। ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବଡ ଘୋଷଣା। ଦିଲ୍ଲୀରେ ଆରମ୍ଭ ହୋଇଛି ସୋଲାର ପଲିସି ୨୦୨୪। ଏହି ବିଷୟରେ

ମୋନାଲିସା ଚିତ୍ର ଉପରକୁ ସୁପ ଫିଙ୍ଗିଲେ ପ୍ରଦର୍ଶନକାରୀ

ପ୍ୟାରିସ: ଫ୍ରାନ୍ସରେ ଭଲ ସ୍ୱାସ୍ଥ୍ୟ ପାଇଁ ପୌଷ୍ଟିକ ଭୋଜନର ଅଧିକାର ଜରୁରୀ ବୋଲି ଦାବୀ କରି ପ୍ରଦର୍ଶନକାରୀମାନେ ପ୍ରଦର୍ଶନ କରି ଆସୁଥିଲେ । ରବିବାର ସେମାନେ ବିଶ୍ୱ ପ୍ରସିଦ୍ଧ ମୋନାଲିସାଙ୍କ

ବ୍ୟକ୍ତିର ମୃତ୍ୟୁ ପରେ କ’ଣ ହୁଏ ଆଧାର, ପାନ ଓ ଅନ୍ୟ ଡକ୍ୟୁମେଣ୍ଟ?

ନୂଆଦିଲ୍ଲୀ: ଆଜିକାଲି ଯେକୌଣସି ବ୍ୟକ୍ତିଙ୍କ ଫୋନ ନମ୍ୱର ବା କାଗଜପତ୍ର ମାଧ୍ୟମରେ ଠକେଇ ହେବା ସାଧାରଣ କଥା। କେତେବେଳେ ଓଟିପି ଦେଇ ଠକେଇ ହେଉଛି ତ ଆଉ କେତେବେଳେ ବିନା ଓଟିପିରେ ଠକେଇ

ଇରାନରେ ୯ ପାକିସ୍ତାନୀଙ୍କୁ ହତ୍ୟା: ଆକ୍ରମଣକୁ ଇସ୍‌ଲାମାବାଦର ନିନ୍ଦା, ତଦନ୍ତ ଦାବି

ତେହରାନ: ପାକିସ୍ତାନ ଓ ଇରାନ ମଧ୍ୟରେ ସଂଘର୍ଷ ଜାରି ରହିଛି। ପୁଣି ଥରେ ଇରାନରେ ବନ୍ଧୁକଧାରୀମାନେ ୯ଜଣ ପାକିସ୍ତାନୀଙ୍କୁ ହତ୍ୟା କରିଛନ୍ତି। ପାକିସ୍ତାନ ରାଷ୍ଟ୍ରଦୂତ ଏନେଇ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ପାଟନା: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଜେଡିୟୁ ମୁଖ୍ୟ । ବିଧାୟକ ଦଳ ବୈଠକ ପରେ

ଦୁର୍ଘଟଣା ଗସ୍ତ ହେଲା ବରିଷ୍ଠ ନାଗରିକ ଙ୍କ ତୀର୍ଥଯାତ୍ରୀ ବସ୍‌, ଜଣେ ଗୁରୁତର

ଜୟପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ଅଘଟଣ। ବ୍ରେକ୍‌ ଫେଲ୍‌ ହୋଇ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ତୀର୍ଥଯାତ୍ରୀଙ୍କୁ ରାୟଗଡ଼ା ଷ୍ଟେସନକୁ ଛାଡ଼ିବାକୁ ଯିବାର ଥିଲା।

‘ମନ୍ କି ବାତ୍’ରେ ନାରୀ ଶକ୍ତିକୁ ସଲାମ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ‘ମନ୍ କି ବାତ’ କାର୍ଯ୍ୟକ୍ରମର ୧୦୯ ତମ ଏପିସୋଡକୁ ସମ୍ବୋଧିତ କରିଛନ୍ତି । ଚଳିତ ବର୍ଷ ‘ମନ୍ କି ବାତ’ କାର୍ଯ୍ୟକ୍ରମର ଏହା ପ୍ରଥମ ଏପିସୋଡ ଅଟେ । ଯାହା