Browsing Category
ଦେଶ- ବିଦେଶ
ଅଗଷ୍ଟ ୭ ହସ୍ତତନ୍ତ ଦିବସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଅଗଷ୍ଟ ୭ ତାରିଖ ଜାତୀୟ ହସ୍ତତନ୍ତ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମୈଦାନ ଭାରତ ମଣ୍ଡପମ୍ ରେ ଜାତୀୟ ହସ୍ତତନ୍ତ ଦିବସ ମୁଖ୍ୟ ଉତ୍ସବରେ!-->…
ଭୁବନେଶ୍ୱରରୁ ଶ୍ରୀଲଙ୍କାର ରାଜଧାନୀକୁ ଉଡ଼ିବ ଉଡାଣ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ୱରରୁ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇପାରେ । ଖୁବଶୀଘ୍ର ସେବା ଆରମ୍ଭ ପାଇଁ ଆଗ୍ରହ!-->…
ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଇମ୍ରାନ୍ ଖାଁ
ବହୁ ଚର୍ଚ୍ଚିତ ତୋଷଖାନା ମାମଲାରେ ପାକିସ୍ତାନ ପୂର୍ବତନ ମନ୍ତ୍ରୀ ଇମରାନ ଖାନ ଦୋଷୀ ସାବ୍ୟସ୍ତ। ପାକିସ୍ତାନର ଏକ ଟ୍ରାଏଲ କୋର୍ଟ ଇମରାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାୟ ଶୁଣାଇ ଅଦାଲତ!-->…
୧୬ରୁ ଖୋଲିବ ‘ଅମୃତ ଉଦ୍ୟାନ’
ନୂଆଦିଲ୍ଲୀ: ଅଗଷ୍ଟ ୧୬ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରସିଦ୍ଧ ‘ଅମୃତ ଉଦ୍ୟାନ’। ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅମୃତ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ରାଷ୍ଟ୍ରପତି!-->…
ଶାହା ଫେରାଇଲେ ସାହାରା ଜମାକାରୀଙ୍କ ଅର୍ଥ
ନୂଆଦିଲ୍ଲୀ : ସମବାୟ ମନ୍ତ୍ରୀ ଅମିତ ଶାହା ସାହାରା ଗ୍ରୁପ୍ ସମବାୟ ସମିତି ଗୁଡ଼ିକର ଜମାକାରୀମାନଙ୍କ ଅର୍ଥ ସାହାରା ରିଫଣ୍ଡ ପୋର୍ଟାଲ୍ ମାଧ୍ୟମରେ ଶୁକ୍ରବାର ହସ୍ତାନ୍ତର କରିଛନ୍ତି। ଏହି!-->…
ଟମାଟୋ ବିକି ଏବେ ୪ କୋଟିର ମାଲିକ
ଆନ୍ଧ୍ରପ୍ରଦେଶ : କିଲୋପ୍ରତି ଟମାଟୋ ଦର ୨00 ଛୁଇଁଲାଣି। ବଜାରରେ ହୁହୁ ହୋଇ ବଢ଼ୁଛି ଦର । କିନ୍ତୁ ଏହାର ଅଭାବି ବିକ୍ରି ଏବଂ ବର୍ଷା ଯୋଗୁ ଚାଷୀଙ୍କ ନିକଟରେ ଟମାଟୋ ନ ଥିବାରୁ ଏହି ଦର ବୃଦ୍ଧି!-->…
ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ
ଚଣ୍ଡିଗଡ: ସୋମବାର ହରିୟାଣାର ନୁହରେ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଶାନ୍ତି ବଜାୟ ରଖିବା ପାଇଁ ନହୁରେ କର୍ଫ୍ୟୁ!-->…
ମଣିପୁର ହିଂସା: ସୁପ୍ରିମକୋର୍ଟ କ୍ଷୁବ୍ଧ
ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଏବଂ ମଣିପୁର ସରକାର ଉପରେ ବର୍ଷିଛନ୍ତି। ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ପରେଡ୍ କରାଯିବା ମାମଲାର ଶୁଣାଣି ବେଳେ!-->…
କୁକି ସମ୍ପ୍ରଦାୟ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମଣିପୁରରେ ହିଂସାକୁ ତିନିମାସ ବିତିଗଲାଣି। ରାଜ୍ୟରେ ସ୍ଥିତି ସୁଧାରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଏଥି ସହିତ ବିରୋଧୀ ଦଳମାନେ ମଧ୍ୟ ଏହି!-->…
ଜନ ମତ ସର୍ଭେ: ପୁଣି ମୋଦୀ, ନବୀନ
ଭୁବନେଶ୍ବର: କେନ୍ଦ୍ରରେ ଏନ୍ଡିଏ ସରକାର ବଦଳିବନି। ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଅର୍ଥାତ ବିଜେଡି ସରକାର ରହିବ। ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ। ଓଡ଼ିଶାରେ ଷଷ୍ଠ ଥର!-->…