Browsing Category

ଦେଶ- ବିଦେଶ

ସଂସଦ ଭବନରେ ଅଖଣ୍ଡ ଭାରତର ନକ୍ସା ଦେଖି ଫିଡିକିଲେ ପଡୋଶୀ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ନକ୍ସା ଦେଖି ଫିଡିକିଲେ ପଡୋଶୀ । ଭାରି ଅସନ୍ତୁଷ୍ଟ ୨ ଦେଶ । ନେପାଳ ପରେ ଏବେ ପାକିସ୍ତାନ ଅଖଣ୍ଡ ଭାରତକୁ ନେଇ ଅସନ୍ତୋଷ ଜାହିର କରିଛି ।

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଲେ ପାୱାର୍‌

ମୁମ୍ବାଇ: ଏନ୍‌ସିପି ପ୍ରମୁଖ ଶରଦ ପାୱାର ଗୁରୁବାର ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି । ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାପରେ ଦୁହିଁଙ୍କ ମଧ୍ୟରେ ଏହା ପ୍ରଥମ

ବିଶ୍ୱର ୧ନଂ ଧନୀରେ ଏମାନଙ୍କୁ ପଛରେ ପକାଇଲେ ମସ୍କ

ପୁଣି ଥରେ ବିଶ୍ୱର ଧନୀ ତାଲିକାର ୧ନଂ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି ଏଲନ ମସ୍କ । ଟେସଲା, ସ୍ପେଶଏକ୍ସ ତଥା ଟ୍ୱିଟର ମାଲିକ ଏଲନ ମସ୍କ ଏହି ରେସ୍‌ରେ ଫ୍ରାନ୍ସର ଉଦ୍ୟୋଗପତି ତଥା

ରାହୁଲଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ରବିଶଙ୍କର

ନୂଆଦିଲ୍ଲୀ: ବିଦେଶରେ ଗର୍ଜୁଛନ୍ତି ବିରୋଧୀ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବର୍ଷୁଛନ୍ତି । ସଦସ୍ୟତା ରଦ୍ଦଠାରୁ ଆରମ୍ଭ କରି ଫୋନ ଟ୍ୟାପିଂ ପର୍ଯ୍ୟନ୍ତ ଏକାଧିକ

ବାକି ନ ଶୁଝିବାରୁ ପାକିସ୍ତାନର ବିମାନକୁ ଜବତ କଲା ମାଲେସିଆ

ପାକିସ୍ତାନର ଏବେ ଶନିଦଶା ଚାଲିଛି । ଗୋଟିଏ ପଟେ ଦେଶରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ଅନ୍ୟପଟେ ଏହି ଦେଶ ଦେବାଳିଆ ହେବାକୁ ଯାଉଛି । ପରିସ୍ଥିତି ହେଉଛି ଯେ ଯଦି ପାକିସ୍ତାନ ନିଜର ଋଣ

ପୁଟିନ୍‌ଙ୍କୁ ଭେଟିବା ପରେ ବେଲାରୁଷ୍ ରାଷ୍ଟ୍ରପତି ଲୁକାସେଙ୍କୋଙ୍କ ଅବସ୍ଥା ସଙ୍କଟାପନ୍ନ; ବିଷ ଦିଆଯାଇଥିବା ସନ୍ଦେହ!

ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିବା ପରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ବେଲାରୁଷ୍‌ର ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେଙ୍କୋଙ୍କୁ ତୁରନ୍ତ ମସ୍କୋର ଏକ ଡାକ୍ତରଖାନାରେ

ଦୀପାବଳି ହେବ ଆମେରିକାରେ ସରକାରୀ ଛୁଟି ଦିବସ!

ହିନ୍ଦୁ ପର୍ବ ଦୀପାବଳିକୁ ଆମେରିକାରେ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିବା ଲାଗି ଶୁକ୍ରବାର ଦିନ ଜଣେ ବିଶିଷ୍ଟ ଆମେରିକୀୟ ସାଂସଦ ଆମେରିକା କଂଗ୍ରେସରେ ଚିଠା ଆଗତ କରିଛନ୍ତି। ଏହି ଚିଠା

ବ୍ରିଜ୍‌ଭୂଷଣଙ୍କୁ ଜେଲ୍‌ରେ ଭର୍ତ୍ତି କରିବା ଉଚିତ: ବାବା ରାମଦେବ

‘‌ରେସ୍‌ଲିଙ୍ଗ୍‌ ଫେଡେରେସନ୍‌’ର ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ କାର୍ଯ୍ୟକଳାପକୁ ପାପ ବୋଲି କହିବା ସହିତ ତାଙ୍କୁ ଜେଲ୍‌ରେ ଭର୍ତ୍ତି କରିବା ଲାଗି ରାଜସ୍ଥାନ‌ର ଭିଲ୍‌ୱାରାରେ ଆୟୋଜିତ ୩ ଦିନିଆ ଯୋଗ

ନିଜ ଦଳରେ ଏକୁଟିଆ ହୋଇଗଲେ ଇମ୍ରାନ, ସେନା ଭୟରେ ହାତ ଛାଡ଼ିଦେଲେ ଘନିଷ୍ଠ ସହଯୋଗୀ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ବିପଦ ବଢିଚାଲିଛି । ସେନା ବିରୋଧରେ ସେ ଲଢୁଥିବା ଲଢେଇରେ ଧୀରେ ଧୀରେ ତାଙ୍କ ସହଯୋଗୀମାନେ ତାଙ୍କୁ ତ୍ୟାଗ କରିଚାଲିଛନ୍ତି । ନିଜ

ବିଶ୍ୱର ସବୁଠାରୁ ଦୁଃଖୀ ଦେଶ ଜିମ୍ବାୱେ, ଭାରତ ସ୍ଥାନ କେତେ

ଆଫ୍ରିକୀୟ ଦେଶ ଜିମ୍ବାୱେ ବିଶ୍ୱର ସବୁଠାରୁ ଦୁଃଖୀ ଦେଶ। ଏଠାରେ ଲୋକମାନେ ଅତ୍ୟନ୍ତ କଷ୍ଟରେ ରହୁଛନ୍ତି ବୋଲି ପ୍ରଖ୍ୟାତ ଅର୍ଥନୀତିଜ୍ଞ ଷ୍ଟିଭ ହାଙ୍କେ ତାଙ୍କ ବାର୍ଷିକ ରିପୋର୍ଟରେ ଉଲ୍ଲେଖ