Browsing Category
ଦେଶ- ବିଦେଶ
ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ର ଭବ୍ୟ ସ୍ୱାଗତ
ଜୁନ୍ 21 ରୁ 24 ଜୁନ୍ ମଧ୍ୟରେ ଆମେରିକା ଗସ୍ତ ସମୟରେ ଭାରତୀୟ ଆମେରିକୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ!-->…
‘୨୦୨୪ ନିର୍ବାଚନ ନିଶ୍ଚୟ ଲଢ଼ିବି’: ବ୍ରିଜ୍ ଭୂଷଣ
ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (WFI) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହ ରୋକଠୋକ୍ କହିଛନ୍ତି ଯେ, ସେ ଆଗାମୀ ଲୋକସଭା ନିର୍ବାଚନ ଲଢିବେ । ଆସନ୍ତା ୨୦୨୪ରେ ହେବାକୁ ଥିବା!-->…
ଚେନ୍ନାଇରେ ଲାଇନ୍ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍
ଚେନ୍ନାଇ: ପୁଣି ଲାଇନ୍ଚ୍ୟୁତ ହେଲା ଟ୍ରେନ୍। ଏଥର ଚେନ୍ନାଇରେ ଲାଇନ୍ଚ୍ୟୁତ ହୋଇଛି ଜନଶତାବ୍ଦୀ ଏକ୍ସପ୍ରେସ୍। ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇର ବାସିନ ବ୍ରିଜ୍ ୱାର୍କସ୍ଅପ୍ ନିକଟରେ!-->…
ରଥଯାତ୍ରା ସମୟରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ
ଆଗାମୀ ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ପୁରୀ ସହରକୁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ଜଗିବେ। ଏଥିସହ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ!-->…
ଦିଲ୍ଲୀ ଜନକପୁରୀସ୍ଥିତ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ, ଉଦ୍ଧାର ହେଲେ ୨୦ ନବଜାତ ଶିଶୁ
ଶୁକ୍ରବାର ରାତିରେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ଅଞ୍ଚଳରେ ନିଆଁ ଲାଗିଯାଇଥିବା ଏକ ହସ୍ପିଟାଲ୍ରୁ ଦିଲ୍ଲୀ ଅଗ୍ନିଶମ ସେବା ୨୦ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି। ପୁଲିସ କହିବା!-->…
ମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀ
ରାଜନୈତିକ ସ୍ତରରେ ମମତା-ମୋଦୀଙ୍କ ମଧ୍ୟରେ କଣ ସମ୍ପର୍କ ତାହା ବୋଧହୁଏ କାହାକୁ ଅଛପା ନାହିଁ । ଉଭୟଙ୍କ ମଧ୍ୟରେ ରାଜନୈତିକ ମତଭେଦକୁ ନେଇ ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚା ହୁଏ । କିନ୍ତୁ!-->…
ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରିନାମ ଓ ସରବିଆ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରିନାମରେ ଭାରତୀୟ!-->…
ବିଜୁଳି ରାଜନୀତି: ଗୋଟିଏ ପଟେ ଦେଲେ ଆରପଟେ ନେଲେ!
ଭୁବନେଶ୍ୱର: କର୍ଣ୍ଣାଟକରେ ବିଜୁଳି ରାଜନୀତି ଏବେ ତୀଵ୍ର ହୋଇଛି। ନିର୍ବାଚନ ସମୟରେ ମାଗଣା ବିଜୁଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ କର୍ଣ୍ଣାଟକରେ କଂଗ୍ରେସକୁ ଜିତାଇବା!-->…
ମଣିପୁରରେ ହିଂସା, ସର୍ଚ୍ଚ ଅପରେସନ ସହ ରାଜ୍ୟରେ ଇଣ୍ଟରନେଟ୍ ନିଷେଧାଦେଶ ଜାରି
ଗତ ଏକ ମାସ ଧରି ମଣିପୁର ହିଂସାର କ୍ରୋଧରେ ଜଳୁଛି। ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ସ୍ଥାନୀୟ ପୋଲିସ, ସେନା, ରିଜର୍ଭ ପୋଲିସ ଫୋର୍ସ, ବିଏସଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ମିଳିତ!-->…
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବି.ଟେକ୍ ପାଠ୍ୟକ୍ରମ ଆରମ୍ଭ
ନୂଆଦିଲ୍ଲୀ : ଚଳିତ ଶିକ୍ଷାବର୍ଷରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ଇଞ୍ଜିନିୟରିଂ (ବି.ଟେକ୍) ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜଣାପଡିଛି । ଜେଇଇ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ!-->…