Browsing Category

ଦେଶ- ବିଦେଶ

ତ୍ରିମୁଖୀ-ରେଳ ଦୁର୍ଘଟଣା: କଟକ ଆସୁଛନ୍ତି ମମତା ବାନାର୍ଜୀ

କଟକ:ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକ ଭୁବନେଶ୍ୱର ଆହତ ଯାତ୍ରୀଙ୍କୁ ଭେଟିବା ନେଇ ରହିଛି ସୂଚନା । ପ୍ରଥମେ କଟକରେ ଚିକିତ୍ସିତ ହେଉଥିବା ଆହତଙ୍କୁ

ବଦଳିଲା ଭବାନୀପାଟଣା ମେଡିକାଲ କଲେଜର ନାମ

ଭବାନୀପାଟଣା ମେଡିକାଲ କଲେଜର ନାମକରଣ କଲେ ସରକାର। ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ନାମରେ ନାମିତ ହେଲା ଭବାନୀପାଟଣା ମେଡିକାଲ କଲେଜ। ବିଶିଷ୍ଟ ଆଦିବାସୀ ନେତା ଓ ସ୍ୱାଧୀନତା

ରେଳମନ୍ତ୍ରୀ କହିଲେ, ଚିହ୍ନଟ ହୋଇଛି ଦାୟୀ ଥିବା ବ୍ୟକ୍ତି

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାର କାରଣ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଇଣ୍ଟରଲକିଂ ସିଷ୍ଟମରେ ସମସ୍ୟା ପାଇଁ ଘଟିଛି ଦୁର୍ଘଟଣା । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ

ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

ବାଲେଶ୍ବର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର କଲାଇକୁଣ୍ଡା

ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡି; ଦୁର୍ଘଟଣାସ୍ଥଳକୁ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାର ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହିତ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳକୁ ମଧ୍ୟ ଆସି ପାରନ୍ତି। ଘଟଣା

ସଂସଦ ଭବନରେ ଅଖଣ୍ଡ ଭାରତର ନକ୍ସା ଦେଖି ଫିଡିକିଲେ ପଡୋଶୀ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ନକ୍ସା ଦେଖି ଫିଡିକିଲେ ପଡୋଶୀ । ଭାରି ଅସନ୍ତୁଷ୍ଟ ୨ ଦେଶ । ନେପାଳ ପରେ ଏବେ ପାକିସ୍ତାନ ଅଖଣ୍ଡ ଭାରତକୁ ନେଇ ଅସନ୍ତୋଷ ଜାହିର କରିଛି ।

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଲେ ପାୱାର୍‌

ମୁମ୍ବାଇ: ଏନ୍‌ସିପି ପ୍ରମୁଖ ଶରଦ ପାୱାର ଗୁରୁବାର ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି । ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାପରେ ଦୁହିଁଙ୍କ ମଧ୍ୟରେ ଏହା ପ୍ରଥମ

ବିଶ୍ୱର ୧ନଂ ଧନୀରେ ଏମାନଙ୍କୁ ପଛରେ ପକାଇଲେ ମସ୍କ

ପୁଣି ଥରେ ବିଶ୍ୱର ଧନୀ ତାଲିକାର ୧ନଂ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି ଏଲନ ମସ୍କ । ଟେସଲା, ସ୍ପେଶଏକ୍ସ ତଥା ଟ୍ୱିଟର ମାଲିକ ଏଲନ ମସ୍କ ଏହି ରେସ୍‌ରେ ଫ୍ରାନ୍ସର ଉଦ୍ୟୋଗପତି ତଥା

ରାହୁଲଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ରବିଶଙ୍କର

ନୂଆଦିଲ୍ଲୀ: ବିଦେଶରେ ଗର୍ଜୁଛନ୍ତି ବିରୋଧୀ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବର୍ଷୁଛନ୍ତି । ସଦସ୍ୟତା ରଦ୍ଦଠାରୁ ଆରମ୍ଭ କରି ଫୋନ ଟ୍ୟାପିଂ ପର୍ଯ୍ୟନ୍ତ ଏକାଧିକ

ବାକି ନ ଶୁଝିବାରୁ ପାକିସ୍ତାନର ବିମାନକୁ ଜବତ କଲା ମାଲେସିଆ

ପାକିସ୍ତାନର ଏବେ ଶନିଦଶା ଚାଲିଛି । ଗୋଟିଏ ପଟେ ଦେଶରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ଅନ୍ୟପଟେ ଏହି ଦେଶ ଦେବାଳିଆ ହେବାକୁ ଯାଉଛି । ପରିସ୍ଥିତି ହେଉଛି ଯେ ଯଦି ପାକିସ୍ତାନ ନିଜର ଋଣ