Browsing Category
ଦେଶ- ବିଦେଶ
ରାଜନୀତିରୁ ସନ୍ନ୍ୟାସ ନେବେ କି ପ୍ରଶାନ୍ତ କିଶୋର?, ନିର୍ବାଚନ ହାରିବା ପରେ ପ୍ରଥମ ଥର ଖୋଲିଲେ ମୁହଁ…
ପାଟନା: ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଦଳ, ଜନ ସୂରାଜ ପାର୍ଟି, ବିହାର ବିଧାନସଭା ନିର୍ବାଚନରେ ଏକ ବଡ଼ ପରାଜୟ ବରଣ କରିଛି। ବିହାର ନିର୍ବାଚନ ପରାଜୟ…
ଶାସ୍ତ୍ରୀ, ଡ୍ରାଭିଡଙ୍କ ତୁଳନାରେ ବହୁତ ପଛରେ ପଡିଛନ୍ତି ଗମ୍ଭୀର
ନୂଆଦିଲ୍ଲୀ: ଇଡେନଗାର୍ଡେନରେ ପ୍ରଥମ ଟେଷ୍ଟ ଦକ୍ଷିଣ ଆଫ୍ରିକା ନିକଟରୁ ହାରିବା ପରେ ଭାରତୀୟ କ୍ରିକେଟ ଟିମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଚ ଗୌତମ ଗମ୍ଭୀରଙ୍କ ରଣନୀତି…
୨୦ରେ ଶପଥ ନେବେ ବିହାରର ନୂଆ ସରକାର!
ପାଟନା: ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ ଏକ ବଡ଼ ବିଜୟ ହାସଲ କରିଛି। ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ନେଇ ମଧ୍ୟ ସ୍ଥିର ହୋଇ ସାରିଛି।…
ବୈଦେଶିକ ମନ୍ତ୍ରୀ ଜୟଶଙ୍କର କତର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ; ଦ୍ୱିପାକ୍ଷିକ ସମ୍ପର୍କର ପ୍ରମୁଖ ଦିଗକୁ ନେଇ ଆଲୋଚନା
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର (EAM Jaishankar)ରବିବାର ଦିନ ଦୋହାରେ କତର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲରହମାନ ବିନ୍ ଜାସିମ ଅଲ୍ ଥାନିଙ୍କୁ ଭେଟିଛନ୍ତି । ଏହି ସମୟରେ…
ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି ୪ ଅଭିନେତାଙ୍କୁ ମିଳିଲା ବୋମା ଧମକ…
ଚେନ୍ନାଇ: ତାମିଲନାଡୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ରବିବାର ରାତିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ଅଭିନେତା ଅଜିତ କୁମାର, ଅରବିନ୍ଦ…
ଦିଲ୍ଲୀ ବିସ୍ଫାରଣରେ ବାଂଲାଦେଶର ଲିଙ୍କ! ହାଇ ଆଲର୍ଟରେ ସୁରକ୍ଷା ଏଜେନ୍ସି…
ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ରହିଛି ବାଂଲାଦେଶର ଲିଙ୍କ । ତଦନ୍ତକାରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ଶେଷ ସପ୍ତାହରେ ଢାକାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ।…
ଗୋଟିଏ ବର୍ଷ ମଧ୍ୟରେ ଚୀନରେ ପୁଣି ମିଳିଲା ତୃତୀୟ ସୁନା ଭଣ୍ଡାର
ବେଜିଂ: ଚୀନ୍ ରେ ମାଟି ତଳୁ ମିଳିଛି ବିଶାଳ ସୁନା ଭଣ୍ଡାର । ଚୀନ୍ ବୈଜ୍ଞାନିକମାନେ ଏହି ବିଶାଳ ସୁନା ଭଣ୍ଡାର ଆବିଷ୍କାର କରିଛନ୍ତି । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ବିଶାଳ ସୁନା ଭଣ୍ଡାରର…
ରୁଷ-ୟୁକ୍ରେନ ମଧ୍ୟରେ ହେବାକୁ ଯାଉଛି ଏକ ବଡ଼ ଚୁକ୍ତି, ନିଜେ ଘୋଷଣା କଲେ ରାଷ୍ଟ୍ରପତି ଜେଲେନ୍ସକି
କିଭ୍: ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଏକ ବଡ଼ ଚୁକ୍ତି ଖୁବ୍ ଶୀଘ୍ର ହେବାକୁ ଯାଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ରବିବାର ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ…
ଦିଲ୍ଲୀ ଯାଉଥିବା ଶ୍ରୀଧାମ ଏକ୍ସପ୍ରେସକୁ ମିଳିଲା ବୋମା ଧମକ, ଯାତ୍ରୀ ଭୟଭୀତ
ନୂଆଦିଲ୍ଲୀ: ନଭେମ୍ବର ୧୧ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ପରେ, ସାରା ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି । ଏହି ସମୟରେ, ଦିଲ୍ଲୀର…
ଏହି ଦିନ ମିଳିବ ପିଏମ୍ କିସାନ୍ର ଅଷ୍ଟମ କିସ୍ତି ? ଏଥର ମିଳିବ ଏତେ ଟଙ୍କା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ନଭେମ୍ବରରେ ପିଏମ୍ କିସାନ୍ ସମ୍ମାନ ନିଧିର ୨୧ତମ କିସ୍ତ ଜାରି କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବର୍ଷକୁ ୬୦୦୦ ଟଙ୍କାର…