Browsing Category

ଦେଶ- ବିଦେଶ

ସହଜ ହେବ ଆଦି କୈଳାସ ଯାତ୍ରା:୫.୪କି.ମି ସୁଡ଼ଙ୍ଗ ହେବ ନିର୍ମାଣ,ଏପରି ରହଛି ପ୍ଲାନ…

ନୂଆଦିଲ୍ଲୀ:ଆଦି କୈଳାସ ଯାତ୍ରା ହେବ ସହଜ । ଓମ୍ ପର୍ବତ କୈଳାସ ମାନସରୋବର ଯାତ୍ରା ମାର୍ଗରେ ଚୀନ୍ ସୀମା ସଂଲଗ୍ନ ପିଥୌରାଗଡ଼ର ବ୍ୟାସ ଉପତ୍ୟକାକୁ ସହଜ ଏବଂ ନିରାପଦ କରିବା ପାଇଁ କେନ୍ଦ୍ର ସରକାର…

ପ୍ରତିରକ୍ଷା କ୍ଷେତ୍ରରେ ବଡ ଡିଲ୍ କଲେ ଭାରତ-ଆମେରିକା, ପୂର୍ବରୁ କେବେ ହୋଇନଥିଲା ଏମିତିକା ଡିଲ୍…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସାକ୍ଷାତ କରିବା ପରେ…

ବିବାହ ଋତୁରେ ଭାରତରେ ହେବ ୬.୫୦ ଲକ୍ଷ କୋଟି ଟଙ୍କାର କାରୋବାର

ନୂଆଦିଲ୍ଲୀ:ଦେବଉଥନ ଏକାଦଶ ପରେ ବିବାହ ଋତୁ ଆରମ୍ଭ ହେବ । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସର ଅନୁସନ୍ଧାନମୂଳକ ଶାଖା ସିଏଆଇଟି ଏକ ରିପୋର୍ଟ ଜାରୀ କରିଛି । ଏହା ଅନୁସାରେ ଏଥର ଆନୁମାନିକ…

କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ୧୭ ପୋଲିସ ଅଧିକାରୀ

ଭୁବନେଶ୍ବର: ଓଡ଼ିଶା ପୋଲିସର ୧୭ ଜଣ ବିଶିଷ୍ଟ ଅଧିକାରୀ ଏବଂ କର୍ମଚାରୀଙ୍କୁ ମର୍ଯ୍ୟାଦାଜନକ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦ’ ୨୦୨୫ରେ ସମ୍ମାନିତ କରାଯାଇଛି। ରାଜ୍ୟ ପୋଲିସ ଏହାର X…

ଭାରତରେ ମିଳିଲା ବଡ଼ ସୁନାଖଣି

ଜୟପୁର: ଭାରତକୁ କୁହାଯାଏ ସୁନାର ଦେଶ । କାହିଁକି ନା ଆମ ଦେଶର ମାଟିତଳେ ଅନେକ ସମ୍ପତ୍ତି ରହିଛି । ସେଥିପାଇଁ ଭାରତକୁ ମୋଗଲ ଓ ଇଂରେଜମାନେ ବାରମ୍ବାର ଆକ୍ରମଣ କରି ସୁନା ଗହଣା ଲୁଟ କରି…

ମନୁଷ୍ୟକୁ ଅନ୍ଧାରରେ ରଖୁଛି ଏଆଇ

ନୂଆଦିଲ୍ଲୀ: ଏବେ ଆର୍ଟିଫିସିଆଲ ଇଂଟେଲଜେନ୍ସିର ଯୁଗ । ଆତ୍ମ ପ୍ରଶଂସାରେ ବିଭୋର ମନୁଷ୍ୟ ଏଆଇ କବଳରେ ପଡିବା ଆରମ୍ଭ କରିଛି । ଆଉ ଏଆଇ ମଧ୍ୟ ଏହାର ଫାଇଦା ଉଠାଉଛି । ଏକ ରିପୋର୍ଟ ଅନୁସାରେ ଏଆଇ…

ଔଷଧ ବଦଳରେ ତାଟିଆ କାମୁଡୁଛି ପାକିସ୍ତାନ

ନୂଆଦିଲ୍ଲୀ: ଇସ୍ତାନବୁଲରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ଶାନ୍ତି ଆଲୋଚନା ହଠାତ୍ ଏକ ନାଟକୀୟ ଢଙ୍ଗରେ ବିଫଳ ହୋଇଛି, ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ସ୍ଥଳଭାଗ ଛୁଇଁଲେ ମେଲିସା, ୩ଶହରୁ ଅଧିକ ବୋହିଲା ପବନ

ନୂଆଦିଲ୍ଲୀ: ୧୯୯୯ ମହାବାତ୍ୟାଠାରୁ ହେଲା ଅଧିକ କ୍ଷତି । ୩ଶହରୁ ଅଧିକ ବେଗରେ ବୋହିଲା ପବନ । ଶକ୍ତିଶାଳୀ ମହାବାତ୍ୟା ମେଲିସା ଜାମାଇକାରେ କରିଛି ଲ୍ୟାଣ୍ଡଫଲ । ବାତ୍ୟା ପ୍ରଭାବରେ ଭାଙ୍ଗି…

ଭାରତର ଅପରେସନରେ ପାକିସ୍ତାନର ନିଦ ହଜେଇଥିଲା, ସେହି ରାଫେଲ୍ ଯୁଦ୍ଧବିମାନରେ ଉଡାଣ ଭରିଲେ ରାଷ୍ଟ୍ରପତି ମୁର୍ମୁ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମ୍ବାଲା ବାୟୁସେନା ଷ୍ଟେସନ୍‌ରୁ ଏକ ରାଫେଲ ଲଢ଼ୁଆ ବିମାନରେ ଉଡ଼ାଣ ଭରିଛନ୍ତି । ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶାଲ ଅମର…

ମନାଉଛନ୍ତି ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ ‘Nicest Looking Guy’, ଶୁଳ୍କ ଚୁକ୍ତିନାମା ନେଇ ବି କହିଲେ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଦକ୍ଷିଣ କୋରିଆର ବୁସାନରେ ଅନୁଷ୍ଠିତ APEC ସିଇଓ ସମ୍ମିଳନୀକୁ…