Browsing Category

ଦେଶ- ବିଦେଶ

ଟିମ ଇଣ୍ଡିଆ,ଗାଙ୍ଗୁଲିଙ୍କ ବିରୋଧରେ ବଡ ଅଭିଯୋଗ ଆଣିଲେ ବ୍ରଡ

ଲଣ୍ଡନ: ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା ଅକ୍ଟୋବର ୨୯ରୁ ଆରମ୍ଭ ହେବ । ଏହା ପୂର୍ବରୁ ଆଇସିସିର ପୂର୍ବ ମ୍ୟାଚ ରେଫରୀ କ୍ରିସ ବ୍ରଡ ଟିମ…

ଭାରତର ତ୍ରିଶୂଳ, ନଦେଖୁଣୁ ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ଭାରତର ତ୍ରିଶୂଳ ଶୋ ଡାଉନ୍…ସାମିଲ ହେବେ ୩୦ ହଜାରରୁ ଅଧିକ ସୈନ୍ୟ…ପାକ୍ ସେନାଙ୍କ ମନରେ ଛନକା…ବନ୍ଦ ହେଲା ସବୁ ଏୟାରସ୍ପେଶ୍… ଭାରତର ତିନି ସଶସ୍ତ୍ର ବାହିନୀ ଅକ୍ଟୋବର ୩୦…

ପୂର୍ବୋତ୍ତର ରାଜ୍ୟରେ ବଡ ଷଡଯନ୍ତ୍ର ରଚୁଛି ହାଫିଜ୍ ସଇଦ୍!, ବାଂଲାଦେଶରେ ଡେରା ପକାଇଛି ଘନିଷ୍ଠ ସହଯୋଗୀ…

ନୂଆଦିଲ୍ଲୀ: ଲସ୍କର-ଏ-ତୈବା (LeT) ପ୍ରତିଷ୍ଠାତା ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ୍ ଘନିଷ୍ଠ ସହଯୋଗୀ ଇବତିସାମ୍ ଇଲାହି ଜାହିର ଆଜିକାଲି ବାଂଲାଦେଶରେ…

ଯମୁନା ସଫା ପ୍ରମାଣ କରିବାକୁ ଯାଇ ହଟହଟା ହେଲେ ବିଜେପି ବିଧାୟକ, ଖସିଗଲା ଗୋଡ…

ନୂଆଦିଲ୍ଲୀ: ଏବେ ପୁଣି ଥରେ ହଟ୍ ଟପିକରେ ରହିଛି ଯମୁନା ନଦୀ । ଛଠ୍ ପୂଜା ଉତ୍ସବ ମଧ୍ୟରେ ନଦୀର ସଫାସୁତୁରା ପାଇଁ ରାଜନୈତିକ ଦୋଷାରୋପ ଖେଳ ଜାରି ରହିଛି। ଏହାରି ଭିତରେ ଜଣେ ବିଜେପି ବିଧାୟକଙ୍କ…

ବାତ୍ୟା ପାଇଁ ୪୩ ଟ୍ରେନ ବାତିଲ କଲା ରେଳବାଇ

ଭୁବନେଶ୍ବର: ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ରୁଟରେ ବାତିଲ ହେଲା ଟ୍ରେନ । ବାତ୍ୟାମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ । ଯାତ୍ରୀଙ୍କ…

ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତୀ ସିଜେଆଇ

ନୂଆଦିଲ୍ଲୀ: ଯଦି ସବୁକିଛି ନିର୍ଦ୍ଧାରିତ ସମୟ ଅନୁଯାୟୀ ହୁଏ, ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ଭାରତର ୫୩ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ଗ୍ରହଣ କରିବେ।…

ବୁଲା କୁକୁର ମାମଲାରେ ସବୁ ରାଜ୍ୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ, ନଭେମ୍ବର ୩ରେ ସମସ୍ତ…

ନୂଆଦିଲ୍ଲୀ: ସମଗ୍ର ଦେଶରେ ବୁଲା କୁକୁରକୁ ନେଇ ସତ୍ୟପାଠ ଦାଖଲ କରିନଥିବାରୁ ରାଜ୍ୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ଏପରି ଘଟଣା ନିରନ୍ତର ଘଟୁଛି, ଯାହା ବିଦେଶରେ ମଧ୍ୟ…

ବିହାର ପରେ ଦେଶବ୍ୟାପୀ SIR ଲାଗୁ ଘୋଷଣା, ୧୨ ରାଜ୍ୟରୁ ଆରମ୍ଭ…

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଦେଶବ୍ୟାପୀ ଭୋଟର ତାଲିକା ସଂଶୋଧନ (SIR) ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ…

ଉତ୍ତରାଖଣ୍ଡରେ ବୁଲିବା ଏବେ ମହଙ୍ଗା ହେବ! ବାହାର ରାଜ୍ୟ ଗାଡି ଉପରେ ଲାଗୁ ହେବ ‘ଗ୍ରୀନ୍ ଟ୍ୟାକ୍ସ’

ଡେରାଡୁନ: ରାଜ୍ୟ ପ୍ରତିଷ୍ଠାର ୨୫ ବର୍ଷ ପୂରଣ ଅବସରରେ, ଉତ୍ତରାଖଣ୍ଡ ପରିବହନ ବିଭାଗ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଉତ୍ତରାଖଣ୍ଡ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ…

ଦିଲ୍ଲୀରେ ଚାଞ୍ଚଲ୍ୟ, କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଦିଲ୍ଲୀର ଲକ୍ଷ୍ମୀବାଇ କଲେଜ ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ପୀଡିତା…