Browsing Category
ଦେଶ- ବିଦେଶ
ବଢିଲା ସୁନା ଏବଂ ରୁପା ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ
ନୂଆଦିଲ୍ଲୀ: ଲକ୍ଷେ ଟପିଲା ସୁନା ଦର। ଦେଶରେ ହୁ ହୁ ହୋଇ ବଢୁଥିବା ସୁନା ଦର ଏବେ ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେପ୍ଟେମ୍ବର ୯ ତାରିଖରେ ଭାରତୀୟ ସୁନା ବଜାରରେ ସୁନା ଏବଂ ରୁପାର…
ପଞ୍ଜାବ କିଙ୍ଗସ, କୁମ୍ବଲେଙ୍କ ଉପରେ ଏବେ ବି ଗେଲ ଅସନ୍ତୁଷ୍ଟ
ନୂଆଦିଲ୍ଲୀ: ଆଇପିଏଲ ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ପଞ୍ଜାବ କିଙ୍ଗସ ମୋତେ ଯେଉଁ ଭଳି ଦୁର୍ବବ୍ୟହାର ଦେଖାଇଛି ତାହା ମୁଁ…
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର; ବିଶାଖାପାଟଣା – ଶାଲିମାର ମଧ୍ୟରେ ଗଡିବ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ
ଭୁବନେଶ୍ବର: ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ବିଶାଖାପାଟଣା – ଶାଲିମାର ମଧ୍ୟରେ…
ରାହୁଲ ଗାନ୍ଧୀଙ୍କ ‘ଦେଶ ବିରୋଧୀ’ ମନ୍ତବ୍ୟ ପ୍ରସଙ୍ଗ: ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ନୋଟିସ୍ ଜାରି କଲା ଝାରସୁଗୁଡା…
ଝାରସୁଗୁଡ଼ା/ନୂଆଦିଲ୍ଲୀ: ଓଡ଼ିଶା ପୋଲିସ ରାହୁଲ ଗାନ୍ଧୀଙ୍କ କଥିତ ‘ଦେଶ ବିରୋଧୀ’ ମନ୍ତବ୍ୟ ମାମଲାର ତଦନ୍ତକୁ ଆଗକୁ ବଢାଇଛି। ବର୍ତ୍ତମାନ ଏହି ତଦନ୍ତ ରାଜୀବ ଗାନ୍ଧୀ ଫାଉଣ୍ଡେସନ (RGF)…
ଲାଲକିଲ୍ଲା ପରିସରରୁ ୧ କୋଟିର କଳସ ଚୋରି ଘଟଣା, ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲା ପରିସରରୁ ଏକ ଜୈନ ଧାର୍ମିକ ସମାରୋହରୁ ପ୍ରାୟ ୧ କୋଟି ଟଙ୍କାର ଏକ କଳସ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି କଳସ ସୁନା ଏବଂ ହୀରାରେ ଜଡିତ ଥିଲା।…
ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳ ଅଶାନ୍ତ, ସଂସଦରେ ପ୍ରବେଶ କଲେ ପ୍ରଦର୍ଶନକାରୀ; ୧୪ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍…
କାହିଁକି ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁ ?
ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା। ଅପର୍ ହାଉସ୍ ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଦେଲେ ଇସ୍ତଫା। LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ।…
ଆମେରିକା ସହ ଶୁଳ୍କ ବିବାଦ ମଧ୍ୟରେ..ଭାରତ- ଇସ୍ରାଏଲ ସ୍ୱାକ୍ଷର କରିବେ ମୁକ୍ତ ବାଣିଜ୍ୟ ଚୁକ୍ତି !
ନୂଆଦିଲ୍ଲୀ:ଆମେରିକା ସହିତ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ଭାରତ ଏବଂ ଇସ୍ରାଏଲ ଏହି ସପ୍ତାହରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି (bilateral investment treaty-BIT) ସ୍ୱାକ୍ଷର କରିବାର…
ବିବାଦ ଭିତରେ ଟ୍ରମ୍ପଙ୍କ ସ୍ୱର ନରମିଲା, ତୁଟିଲା କି ଭାରତ-ଆମେରିକା ବିବାଦ?
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳିଛି। ଭାରତ ଉପରେ ଟାରିଫ ଲଗାଇବା ପରେ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହୁଛନ୍ତି। ସେ…
ଫେସବୁକ ଓ ୟୁଟ୍ୟୁବ ସମେତ ଏହି ୨୪ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ବ୍ୟାନ ଲଗାଇବେ ନେପାଳ ସରକାର..
ନୂଆଦିଲ୍ଲୀ: ନେପାଳ ସରକାର ଘୋଷଣା କରିଛନ୍ତି ଯେ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଦେଶରେ ଆନୁଷ୍ଠାନିକ ଭାବରେ ପଞ୍ଜିକରଣ କରିବା ପାଇଁ ସ୍ଥାନୀୟ ନିୟମ ପାଳନ କରୁନଥିବାରୁ ସେମାନେ ଏହାକୁ…