Browsing Category
ବାଣିଜ୍ୟ
ହାଣ୍ଡିଶାଳରେ ଚଡ଼କ, ମୁଣ୍ଡ ବିନ୍ଧାର କାରଣ ପାଲଟିଛି ସବୁଜ ପରିବା
ଭୁବନେଶ୍ୱର : ନିର୍ବାଚନ ସରିବା ପରେ ଏବେ ପରିବା ଦରରେ ଲାଗିଲା ନିଆଁ । ଲଗାତାର ଭାବେ ବଢିଚାଲିଛି ପରିବା ଦର । ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା । ବର୍ଦ୍ଧିତ ଦରରେ କେବେ…
ଏକ୍ସିଟ ପୋଲର ପ୍ରଭାବ, ରେକର୍ଡ ଭାଙ୍ଗିଲା ଷ୍ଟକ ମାର୍କେଟ
ନୂଆଦିଲ୍ଲୀ: ଗୋଟେ ପଟେ ଏକ୍ସିଟ ପୋଲ ପାଇଁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏବେ ରେକର୍ଡ ପାର କରିଛି ଷ୍ଟକ ମାର୍କେଟ । ଏକ୍ସିଟ ପୋଲରେ ମୋଦି ୩.୦…
ଅନୁଗୋଳରେ ‘ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ରାଜ୍ୟରେ ଲଜିଷ୍ଟିକ୍ସ କ୍ଷେତ୍ରରେ ବଢୁଥିବା ଦକ୍ଷତାର ଆବଶ୍ୟକତାକୁ ପୂରଣ କରିବ – ଧର୍ମେନ୍ଦ୍ର ପ୍ରଧାନ
• ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁରର ମିଳିତ ସହଯୋଗରେ ପରିଚାଳିତ ହେବ ପିଏମ୍!-->!-->!-->…
ଜାରି ହେଲା ରାମମନ୍ଦିରର ଉପରେ ଆଧାରିତ ସ୍ମାରକ ରୂପାମୁଦ୍ରା
ନୂଆଦିଲ୍ଲୀ: ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଛି। ଏହା ବ୍ୟତୀତ ରାମ ମନ୍ଦିରର ପ୍ରସାଦ, ସରଜୁ ଜଳ ପରି ବିଶେଷ ଜିନିଷ ପାଇଁ ବହୁତ ଚାହିଦା ମଧ୍ୟ ରହିଛି ।!-->…
ଇପିଏଫ୍ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ସୁଧହାର
ନୂଆଦିଲ୍ଲୀ: ବଢ଼ିଲା ଇପିଏଫ୍ ସୁଧହାର । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଇପିଏଫ୍ ସୁଧହାର ବୃଦ୍ଧି କରାଯାଇଛି । ସୁଧହାର ୮.୨୫କୁ ବୃଦ୍ଧି ହୋଇଛି ।
ଯଦ୍ୱାରା ପ୍ରାୟ ୭ କୋଟିରୁ ଅଧିକ!-->!-->!-->…
PM Kisan: ଚାଷୀଙ୍କ ପାଇଁ ବଡ ଖବର, ଏବେ ୬ ନୁହେଁ ମିଳିବ ୮ହଜାର
ଜୟପୁର: ପିଏମ କିଷାନ ଯୋଜନାକୁ ନେଇ ବଡ ଘୋଣୋ କଲେ ସରକାର। ଯଦି ଆପଣ ପିଏମ କିଷାନ ଯୋଜନାର ହିତାଧିକାରୀ ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ଖବର ହୋଇପାରେ। ଏ ଯୋଜନା ଅନ୍ତର୍ଗତ ଚାଷୀଙ୍କୁ!-->…
ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନା
ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ନିର୍ବାଚନ ପୂର୍ବରୁ ଏହି କାମଚଳା ବଜେଟ ଉପସ୍ଥାପନ ହୋଇଥିବା ବେଳେ ନିର୍ବାଚନ ପରେ ନୂଆ ସରକାର!-->…
ପାନ-ଆଧାର ଲିଙ୍କ ବିଳମ୍ବିତ ଦେୟ ବାବଦରେ ଆଦାୟ ହେଲା ୬୦୦ କୋଟି !
ନୂଆଦିଲ୍ଲୀ: ପାନ୍-ଆଧାର ଲିଙ୍କର ବିଳମ୍ବିତ ଦେୟ ବାବଦରେ ସରକାରଙ୍କ ରାଜକୋଷକୁ ୬୦୦ କୋଟି ଟଙ୍କା ଆସିଥିବା ଜଣାପଡ଼ିଛି। ସରକାର ସୋମବାର ସଂସଦକୁ ସୂଚନା ଦେଇ କହିଛନ୍ତି ଯେ ପ୍ରାୟ ୧୧.୪୮ କୋଟି!-->…
ରାଜ୍ୟ ସରକାରଙ୍କ ଉପଲବ୍ଧି ଉପସ୍ଥାପନା କଲେ ରାଜ୍ୟପାଳ
ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆରମ୍ଭରୁ ହିଁ ବେଶ୍ ସରଗରମ ହୋଇଛି ଗୃହ। ଅଧିବେସନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି!-->…
ସୋମବାରଠୁ ବିଧାନସଭା ଅଧିବେଶନ, ଆଜି ସର୍ବଦଳୀୟ ବୈଠକ
ଭୁବନେଶ୍ୱର : କାଲିଠୁ ବିଧାନସଭା ବଜେଟ ଅଧିବେଶନ । ଆଜି ବସିବ ସର୍ବଦଳୀୟ ବୈଠକ । ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ହେବ ଆଲୋଚନା । ଅଧିବେଶନରେ ରହିବ ୭ଟି କାର୍ଯ୍ୟଦିବସ । କାମଚଳା ବଜେଟ ଆଗତ!-->…