Browsing Category
ରାଜନୀତି
କୋହଲିଙ୍କୁ ଡରୁଛନ୍ତି ପାକିସ୍ତାନ!
ବିଶ୍ୱକପ୍ 2023 ର ସବୁଠାରୁ ବଡ ମ୍ୟାଚ୍ ଆଜି ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି l ଏହି ମ୍ୟାଚରେ ସମଗ୍ର ବିଶ୍ୱର ନଜର ଥିବାବେଳେ ଅନ୍ୟପଟେ ପ୍ରତ୍ୟେକ ଭାରତୀୟ ଆଶାବାଦୀ ଅଛନ୍ତି ଯେ କିଙ୍ଗ!-->…
ଟିକେଟ ନ ମିଳିବାରୁ ବିଦ୍ରୋହ ଆଡକୁ ଗତି କରୁଛନ୍ତି ଆଶାକର୍ମୀ..
ରାଜସ୍ଥାନ : ରାଜସ୍ଥାନରେ ବିଜେପି 41 ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ବିଜେପିର ଏହି ତାଲିକା ପ୍ରକାଶ ପାଇବା ପରେ ଦଳର ରାଜ୍ୟ ୟୁନିଟରେ ବିଦ୍ରୋହର ଶବ୍ଦ ଶୁଣିବାକୁ ମିଳିଛି।
!-->!-->…
ବିଜେଡିର ଚିନ୍ତା ବଢ଼ିଲାଣି ଦଳୀୟ କନ୍ଦଳ ; ୨୪ ପୂର୍ବରୁ ହେବେ ଭାଗ ଭାଗ
ଭୁବନେଶ୍ୱର: ଓଡ଼ିଶାରେ ବିଜେଡିର ଚିନ୍ତା ବଢାଇ ଚାଲିଛନ୍ତି ଖୋଦ ନିଜ ଦଳର ନେତାମାନେ। ଏପରିକି ଅନୁଭବୀ ନେତାମାନଙ୍କ ମନ୍ତବ୍ୟ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି।!-->…
ପ୍ରଥମେ ବାହା ହେବେ, ପରେ ଭୋଟ ଦେବେ
ଆଉ ମାତ୍ର କିଛି ଦିନ ପରେ ହେବ ୫ ରାଜ୍ୟର ନିର୍ବାଚନ । ନିର୍ବାଚନ ତାରିଖ ସହ ନିର୍ବାଚନ ଫଳ ଘୋଷଣା ତାରିଖ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ ହଠାତ୍ ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ ।!-->…
ଆପ କରୁଛି କଂଗ୍ରେସ ପାଇଁ ପ୍ରଚାର !
ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ ହେଲେ ମଧ୍ୟ ଆମ ଆଦମୀ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ଼ରେ ସବୁ ଶକ୍ତି ଖଟାଇ ଲଢୁଛି। ଉଭୟ ରାଜ୍ୟରେ କଂଗ୍ରେସ ଓ!-->…
୨୩ ନୁହେଁ, ୨୫ରେ ହେବ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୩ ତାରିଖ ବଦଳରେ ନଭେମ୍ବର ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ନଭେମ୍ବର ୨୩ ତାରିଖରେ ରାଜ୍ୟରେ ଅନେକ ବିବାହ ରହିଛି ତେଣୁ ମତଦାନ!-->…
ମୋଦି ଏଏପିକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି: କେଜରିଓ୍ବାଲା…
ନୂଆଦିଲ୍ଲୀ : ଦିଲ୍ଲୀ ସିଏମ ଏବଂ ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲ କହିଛନ୍ତି ଆମ ଆଦମୀ ପାର୍ଟି(ଏଏପି)ବିଧାୟକଙ୍କ ବିରୋଧରେ ୧୭୦ ରୁ ଅଧିକ ମାମଲା ରୁଜୁ ହୋଇଛି ଏବଂ ସେଥିମଧ୍ୟରୁ ୧୪୦ ଟି ଆମ!-->…
ଜୟନାରାୟଣଙ୍କ ମାନସିକ ସ୍ଥିତି ଠିକ୍ ନାହିଁ : ବିଜେଡି
ଭୁବନେଶ୍ୱର : ସବୁବେଳେ ଆମେ କହି ଆସିଛୁ, ଜୟନାରାୟଣ ମିଶ୍ରଙ୍କର ମାନସିକ ସ୍ଥିତି ଠିକ୍ ନାହିଁ । କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସକ୍ ଟ୍ରିଟମେଣ୍ଟକୁ ଡରି ସେ ଲୁଚିକି ପଳାଇ!-->…
ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜଣାନାହିଁ
ବଲାଙ୍ଗୀର / ଭୁବନେଶ୍ୱର:ରାଜ୍ୟରେ ଗଣତନ୍ତ୍ର ବିପଦରେ । ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡୁ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଓଡ଼ିଶାରେ କିଏ ସରକାର ଚଳାଉଛି!-->…
ଜନମତ ସର୍ବେକ୍ଷଣ: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଓ ରାଜସ୍ଥାନରେ ବିଜେପି
ଦେଶରେ ୫ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ୍। ନଭେମ୍ବର ୭ରୁ ଆରମ୍ଭ ହେବ ମତଦାନ। ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ ଏହି ୫ ଗଡ଼ରେ କେଉଁ ଦଳ କେତେ ନଂ!-->…