Browsing Category
ରାଜନୀତି
ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଜବାଜ ହେଉଛି ବିଜେପି
ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ମାମଲା ବଢୁଥିବା ଦେଖି ବିଜେପି ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛନ୍ତି |!-->…
ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଲେ ପାୱାର୍
ମୁମ୍ବାଇ: ଏନ୍ସିପି ପ୍ରମୁଖ ଶରଦ ପାୱାର ଗୁରୁବାର ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି । ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାପରେ ଦୁହିଁଙ୍କ ମଧ୍ୟରେ ଏହା ପ୍ରଥମ!-->…
ରାହୁଲଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ରବିଶଙ୍କର
ନୂଆଦିଲ୍ଲୀ: ବିଦେଶରେ ଗର୍ଜୁଛନ୍ତି ବିରୋଧୀ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବର୍ଷୁଛନ୍ତି । ସଦସ୍ୟତା ରଦ୍ଦଠାରୁ ଆରମ୍ଭ କରି ଫୋନ ଟ୍ୟାପିଂ ପର୍ଯ୍ୟନ୍ତ ଏକାଧିକ!-->…
ବିଦେଶରେ ଥିବା ବେଳେ ରାହୁଲ୍ଙ୍କ ଦେହରେ ଜିନ୍ନାଙ୍କ ଆତ୍ମା ପ୍ରବେଶ କରୁଛି: ରାହୁଲ୍ଙ୍କୁ ବିଦ୍ରୂପ କରି କହିଲା…
ବିଦେଶରେ ଥିବା ବେଳେ ରାହୁଲ୍ ଗାନ୍ଧୀଙ୍କ ଦେହରେ ଜିନ୍ନାଙ୍କ ଆତ୍ମା ପ୍ରବେଶ କରୁଛି ବୋଲି ଆମେରିକାରେ ଦେଇଥିବା ଭାଷଣ ପାଇଁ ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି ଆଜି ବରିଷ୍ଠ ‘ବିଜେପି’!-->…
ମୋଦୀଙ୍କୁ ଯଦି ଈଶ୍ବରଙ୍କ ପାଖରେ ବସାଯାଏ, ବ୍ରହ୍ମାଣ୍ଡ କେମିତି ଚାଲୁଛି ସେ ଈଶ୍ବରଙ୍କୁ ବୁଝାଇଦେବେ: ରାହୁଲ୍ ଗାନ୍ଧୀ
ସେମାନେ ସବୁ ଜାଣନ୍ତି ବୋଲି ହୃଦ୍ବୋଧ କରୁଥିବା ଦଳେ ବ୍ୟକ୍ତିଙ୍କଦ୍ବାରା ଭାରତ ଶାସନ ଚାଲିଛି। ସେମାନେ ଈଶ୍ବରଙ୍କ ନିକଟରେ ବସିଲେ ବିଶ୍ବ-ବ୍ରହ୍ମାଣ୍ଡ କିପରି ଚାଲିଛି ତାହା ଈଶ୍ବରଙ୍କୁ!-->…
ଉଦ୍ଧବ କ୍ୟାମ୍ପର ବଡ଼ ଦାବି: ସିନ୍ଦେଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ୨୨ ବିଧାୟକ ଓ ୯ ସାଂସଦ
ଉଦ୍ଧବର ଠାକରେଙ୍କ ଶିବସେନା(ୟୁବିଟି) ପକ୍ଷରୁ ବଡ଼ ଦାବି କରାଯାଇଛି। ୟୁବିଟିର ମୁଖପତ୍ର ସାମ୍ନାରେ ଦାବି କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ୨୨!-->…
ଗେହଲଟ- ପାଇଲଟ କଳିରେ ପୂର୍ଣ୍ଣଛେଦ; ଏକାଠି ନିର୍ବାଚନ ଲଢ଼ିବାକୁ ଜଣାଇଲେ ସମ୍ମତି
ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ!-->…
ସିସୋଡିଆଙ୍କୁ ମିଳିବ କି ଜାମିନ? ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି)ନେତା ମନୀଷ ସିସୋଡିଆ ଜାମିନ ପାଇବେ କି ନାହିଁ ତାହା ଆଜି ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତି ନେବେ। ଦିଲ୍ଲୀ ହାଇକୋର୍ଟ ମନୀଷ!-->…
ମଣିପୁରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ବୈଠକରେ ଅଧ୍ୟକ୍ଷତା କଲେ ଶାହା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଏବଂ ଅନ୍ୟ ରାଜ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସେଠାରେ ମଣିପୁରରେ!-->…
ଶେଷ ହେଲା କଂଗ୍ରେସର ବୈଠକ, ଅଧ୍ୟାଦେଶ ଉପରେ କେଜରିଓ୍ବାଲଙ୍କୁ ସମର୍ଥନ ଦେବାକୁ ନେଇ କିଛି ସ୍ପଷ୍ଟ ହେଲାନାହିଁ
ମଧ୍ୟପ୍ରଦେଶ ନିର୍ବାଚନର ରଣନୀତି, ପାଇଲଟ ଗେହଲୋଟଙ୍କ ବିବାଦ ଓ କେଜରିଓ୍ବାଲଙ୍କୁ ସମର୍ଥନ ଏସବୁ ପ୍ରସଙ୍ଗକୁ ନେଇ ସୋମବାର କଂଗ୍ରେସ ମୁଖ୍ୟାଳୟରେ ହୋଇଛି ବୈଠକ। ଏବେ ଏହି ବୈଠକ ଶେଷ ହୋଇଥିବା!-->…