Browsing Category

ରାଜନୀତି

ଭୋଟ ଦେଲେ ଦୀପାଳି, ଟଙ୍କଧର; ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮% ମତଦାନ

ଖରାର ତାତି ଯେତେ ବଢୁଛି, ଝାରସୁଗୁଡାରେ ରାଜନୈତିକ ବାତାବରଣ ସେତେ ତାତୁଛି । ଆଜି ସକାଳ ୭ଟାରେ ଆରମ୍ଭ ହୋଇ ଯାଇଛି ମତଦାନ । ମତଦାନ ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି । ସକାଳ ୯ଟା

ରାଜସ୍ଥାନରେ ହାରିବ ହାତ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସରିବା ପରେ ଏବେ ବିଜେପି ଫୋକସରେ ରାଜସ୍ଥାନ। କଂଗ୍ରେସର ଗେହଲଟ ପାଇଲଟ ଲଢେଇ ମଧ୍ୟରେ ବିଜେପି ରାଜସ୍ଥାନରେ ଫାଇଦା ନେବାକୁ ଯୋଜନା ଆରମ୍ଭ କରିଥିବା

୨୨୪ ବିଧାନସଭା ଆସନ ପାଇଁ ଭୋଟ୍ ଦେଉଛି କର୍ଣ୍ଣାଟକ

ହାଇଭୋଲଟେଜ ପ୍ରଚାର ପରେ ଏବେ କର୍ଣ୍ଣାଟକରେ ଅସଲ ପରୀକ୍ଷାର ସମୟ ଆସିଛି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆଜି ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।ସକାଳ ୭ଟାରୁ ଭୋଟ ଗ୍ରହଣ

ଆଜି ନବୀନଙ୍କୁ ଭେଟିବେ ନୀତୀଶ

ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନବୀନ ପଟ୍ଟନାୟକଙ୍କୁ ଭେଟି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ମିଳିତ ବିରୋଧୀ

ଦେଶପାଇଁ ଗାନ୍ଧୀ ପରିବାର ରକ୍ତ ବୁହାଇଛନ୍ତି : ଶିବଲ

ନୂଆଦିଲ୍ଲୀ,୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କଂଗ୍ରେସ ଉପରେ ହୋଇଥିବା କଡ଼ା ସମାଲୋଚନାକୁ ନେଇ ରାଜ୍ୟସଭା ଏମପି କପିଲ ସିବଲ ସୋମବାର ନିଜର ପ୍ରତିକ୍ରିୟା ଦେଇଛନ୍ତି।

କେଜ୍ରିୱାଲଙ୍କ ବଙ୍ଗଳା ପାଇଁ ୪୫ ନୁହେଁ ୧୭୧ କୋଟି ଖର୍ଚ୍ଚ ହୋଇଛି : ମାକେନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୂଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ କମିବାରେ ନାମ ଧରୁନି । ବଙ୍ଗଳାର ସୌନ୍ଦର୍ଯ୍ୟକରଣ ନେଇ ପୂର୍ବରୁ ବିଜେପି ଟାର୍ଗେଟ କରିଥିବା

କମ୍ପିବ ଝାରସୁଗୁଡା ପ୍ରଚାର; ମୈଦାନରେ ଆଜି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା : ପାଖେଇ ଆସିଲାଣି ଝାରସୁଗୁଡ଼ା ନିର୍ବାଚନ । ଭୋଟରଙ୍କୁ ମନାଇବାକୁ ସବୁ ଦଳ ମନାଇଛନ୍ତି ମାରାଥନ୍‌ ପ୍ରଚାର । ଆଜି ଦୁଲୁକିବ ମୈଦାନ । ଝାରସୁଗୁଡ଼ାରେ ହାଇଭୋଲଟେଜ୍‌ ପ୍ରଚାର

କଂଗ୍ରେସ ହାରିଲେ ମୁଁ ଦାୟୀ ରହିବି ; ବିରୋଧୀଙ୍କୁ କଟାକ୍ଷ କରି କହିଲେ ମଲିକାର୍ଜୁନ

ପାଖେଇ ଆସୁଛି କର୍ଣ୍ଣାଟକ ନିର୍ବାଚନ । ହାତରେ ସମୟ କମ ରହିଥିବାବେଳେ ଏବେ କମ୍ପୁଛି ପ୍ରଚାର ମଇଦାନ । ଲୋଭନୀୟ ଘୋଷଣା କରି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ନେତା। ଏହାସହିତ ଶାସକ ଓ

ମନ୍ତ୍ରୀ ସନ୍ଦିପ ସିଂଙ୍କ ନାଁ ରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ଜଣେ ମହିଳା

ଜଣେ ମହିଳା ଆଥଲେଟ୍‌ଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ହରିୟାଣାର ମନ୍ତ୍ରୀ ସନ୍ଦିପ ସିଂ । ସମସ୍ତ ବିବାଦ ଉପରୁ ପରଦା ହଟାଇବା ପାଇଁ ମନ୍ତ୍ରୀ

ଏନ୍‌ସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଜାରି ରଖିବେ ଶରଦ ପାୱାର

ଏନ୍‌ସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଜାରି ରଖିବେ ଶରଦ ପାୱାର। ଦଳର ବରିଷ୍ଠ ନେତାଙ୍କ ଏକ ପ୍ୟାନେଲ୍‌ ପାୱାରଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛି। କହି ରଖୁଛୁ, ଶରଦ ପାୱାର ମେ’ ୨ରେ ହଠାତ୍