Browsing Category

ରାଜନୀତି

ସାହସ ଅଛି ତ ନବୀନଙ୍କୁ ଗିରଫ କର !

ଭୁବନେଶ୍ବର: ବିଧାନସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦିନକ ତଳେ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । କାରଣ…

ଖୁବ ଶୀଘ୍ର କୋଷ୍ଟାଲ ହାଇଓ୍ୱେ ଏବଂ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ କାମ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ • ଦୁଇଟି ପ୍ରସ୍ତାବିତ ପ୍ରକଳ୍ପକୁ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ…

ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ: ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ୱର: ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୟୁପିଏ ସରକାର ବେଳେ ଓଡ଼ିଶାକୁ ବାର୍ଷିକ ୮୩୮…

ବିଧାନସଭା ଅଚଳ…ଏଥର କଟିବ ଦରମା !

ଭୁବନେଶ୍ବର: ବିଧାନସଭା ଆରମ୍ଭରୁ ହୋହଲ୍ଲା, ନାରାବାଜି । ଗୃହ ବାରମ୍ବାର ମୁଲତବି । ଗତ ଦୁଇ ଦିନ ହେଲା ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାରେ ବିଧାନସଭାରେ ତୁମ୍ବିତୋଫାନ କରୁଛି…

“ପୂର୍ବୋଦୟ” ଯୋଜନାରେ ଓଡ଼ିଶା ପୂର୍ବ ଭାରତ ସମୃଦ୍ଧିର ହେବ କେନ୍ଦ୍ରବିନ୍ଦୁ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଆର୍ଥିକ ବଜେଟ୍ ୨୦୨୪-୨୫କୁ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ • ବଜେଟରେ ସବୁ ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର…

ସତ୍ୟର ଜୟ ହୋଇଛି, ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ସମସ୍ତ କଳ୍ପନାଜଳ୍ପନାକୁ ଦୂର କରିଛି – ଧର୍ମେନ୍ଦ୍ର ପ୍ରଧାନ

ସୁପ୍ରିମକୋର୍ଟରେ ନିଟ୍-ୟୁଜି ପ୍ରଶ୍ନପତ୍ର ମାମଲା ଶୁଣାଣି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍ ସତ୍ୟର ଜୟ ହୋଇଛି, ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ସମସ୍ତ କଳ୍ପନାଜଳ୍ପନାକୁ ଦୂର…

ବିଶ୍ବର ବଡବଡ ନେତାଙ୍କ ଫ୍ୟାଶନ ଶୋ; ମୋଦି ଓ ବାଇଡେନ ବି ସାମିଲ

ନୂଆଦିଲ୍ଲୀ: ବିଶ୍ବର ବଡବଡ ନେତାଙ୍କ ଫ୍ୟାଶନ ଶୋ। AI ଦ୍ବାରା ଜାରି ଭିଡିଓକୁ ଦେଖିଲେ ଆପଣ ମଧ୍ଯ ଚକିତ ହୋଇଯିବେ। ଏନେଇ ଟେସଲା ଓ ସ୍ପେସଏକ୍ସ ସିଇଓ ଏଲୋନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ…

ରଘୁବର ଦାସଙ୍କ ଉପରେ ପୁରୁଣା ରାଗ ଶୁଝାଉଛନ୍ତି କି ନବୀନ ?

ଭୁବନେଶ୍ବର: ବିଧାନସଭାରେ ଏଏସଓଙ୍କୁ ମାଡ଼ ଘଟଣା ଝଡ଼ । ବିରୋଧୀଙ୍କ ହଙ୍ଗାମା, କାଠଗଡାରେ ସରକାର । କାହିଁକି ରାଜ୍ୟପାଳଙ୍କ ପୁଅ ବିରୋଧରେ ହେଉନି ଆକ୍ସନ୍? କୁଆଡ଼େ ଗଲା ଓଡିଆ ଅସ୍ମିତା ? ଦୁଇ…

ଅନୁଭବ – ବର୍ଷା ପାରିବାରିକ ବିବାଦ ମାମଲା: ଅନୁଭବଙ୍କୁ ଜେରା

କଟକ: ବଢ଼ିଲା ଅଭିନେତା ଅନୁଭବଙ୍କ ଅଡୁଆ। ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କୁ ଜେରା କରାଯାଇଛି । ଅଗଷ୍ଟ ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି । ସୂଚନା…

କେନ୍ଦ୍ର ବଜେଟରୁ କେତେ ପାଇଲା ଓଡିଶା ?

ଭୁବନେଶ୍ବର: ବଜେଟରେ ବିହାର, ଆନ୍ଧ୍ରପ୍ରଦେଶକୁ ଓଜାଡିଲେ । ଓଡିଶା ବେଳକୁ ଆଖି ବୁଜିଦେଲେ । କେନ୍ଦ୍ର ବଜେଟରେ ପୁଣି ଓଡିଶା ନିରାଶ । କେନ୍ଦ୍ର ବଜେଟ୍ ଓଡିଶା ବିରୋଧୀ ବୋଲି ବିଜେଡି କହିଛି ।…