Browsing Category
ରାଜନୀତି
ଝାଡ଼ଖଣ୍ଡରେ ପୁଣି ହେମନ୍ତ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ
ରାଞ୍ଚି: ଅର୍ଥ ହେରଫେର ମାମଲାରେ ଜେଲରୁ ବାହାରିବାର କିଛି ଦିନ ପରେ ଜେଏମଏମର କାର୍ଯ୍ୟନିର୍ବାହୀ ମୁଖ୍ୟ ହେମନ୍ତ ସୋରେନ ଗୁରୁବାର ଦିନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।…
ଭୁବନେଶ୍ବର ବିଜେଡି କଳି, ହୁଇପ୍ ଜାରି କଲା ଦଳ
ଭୁବନେଶ୍ବର: ଭୁବନେଶ୍ବରରେ ବିଜେଡି ବନାମ ବିଜେଡି । ବିଏମସି ବିଜେଡି ଦୁଇ ଫାଳ ! ଦାଣ୍ଡରେ ପଡି ହାଟରେ ଗଡୁଛି ବିଏମସି ବିଜେଡି କର୍ପୋରେଟରଙ୍କ କଳି । କିଏ ବିସ୍ଫୋରକ ବୟାନ ଦେଲେଣି ତ କିଛି…
ପୁଣି ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି
ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ଖରାପ ହୋଇଛି। ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି…
ଲୋକସେବା ଭବନ ସ୍ଥାୟୀ କାର୍ଯ୍ୟାଳୟ, ମୁଣ୍ଡିଆ ମାରି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଗୁରୁବାର ନିଜର ସ୍ଥାୟୀ କାର୍ଯ୍ୟକାଳରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧିବଦ୍ଧ ଭାବରେ ଲୋକସେବା ଭବନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର…
ଏଣିକି ଓଡିଆରେ ଚାଲିବ ଓଡିଶା ପ୍ରଶାସନ କାର୍ଯ୍ୟ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେବାର ୨୨ ଦିନ ପରେ ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବେଠୁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାୟୀ କାର୍ଯ୍ୟାଳୟ ତୃତୀୟ ମହଲା । ଏଥିପାଇଁ…
ସୁଭଦ୍ରା ଯୋଜନାକୁ ନେଇ ସ୍ପଷ୍ଟ ମତ ରଖିଲେ ଉପ ମୁଖ୍ୟମନ୍ତ୍ରୀ
"ମୁଁ ପୂର୍ବରୁ କହିଥିଲି 100 ଦିନ ମଧ୍ୟରେ ସୁଭଦ୍ରା ଯୋଜନା ଉପରେ ନିଷ୍ପତ୍ତି ନିଆଯିବ ବୋଲି । ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବେ ସେ ଆସିବା ପରେ…
ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ: ମୋଦୀ
ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ। ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ । ଗରିବୀକୁ ମୂଳୋତ୍ପାଟନ କରିବାକୁ ସରକାର ନିର୍ଣ୍ଣାୟକ…
ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ହେମନ୍ତ ସୋରେନ
ରାଞ୍ଚି: ହେମନ୍ତ ସୋରେନ ପୁଣି ଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଆଜି ଇଣ୍ଡିଆ ମେଣ୍ଟର ବିଧାୟକମାନଙ୍କୁ ନେଇ ରାଞ୍ଚିରେ ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ମେଣ୍ଟ ଦଳର ନେତା…
ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ବର: ବିଜୁ ଜନତା ଦଳରେ କିଏ ବିଭୀଷଣ? କିଏ ଦଳକୁ ଭାଙ୍ଗିବାକୁ କରୁଛନ୍ତି ଉଦ୍ୟମ? ବିଜେଡି କର୍ପୋରେଟର ଅମରେଶ ଜେନାଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଉ ଉଠୁଛି ପଡୁଛି ରାଜଧାନୀ ରାଜନୀତି।…
ସଂସଦରେ ରାହୁଲ ବନାମ ମୋଦି
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂପର୍କିତ ଆଲୋଚନା ବେଳେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ଜୋରଦାର…