Browsing Category

ରାଜନୀତି

ଆଜି ଦିଲ୍ଲୀ ଯିବେ ମୋହନ ମାଝୀ, ବିଜେପି ସରକାର ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ସରକାର ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ୨ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ କନକ ବର୍ଦ୍ଧନ…

ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେପିକୁ ଜଗନଙ୍କ ଦଳରୁ ମିଳିଲା ସମର୍ଥନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି ଲୋକସଭା ବାଚସ୍ପତି ପଦ ପାଇଁ ବୁଧବାର ହେବାକୁ ଥିବା ନିର୍ବାଚନରେ ବିଜେପି ସାଂସଦ ଓମ୍…

କ’ଣ ଲୁଚାଇବାକୁ ପ୍ରଣବ ପ୍ରକାଶ ଦାସଙ୍କ କ୍ବାର୍ଟର୍ସ ଭଙ୍ଗା ?

ଭୁବନେଶ୍ବର: ଭଙ୍ଗା ଚାଲିଛି ଭୁବନେଶ୍ବରରେ ଥିବା ବିଜେଡି ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। କୁହାଯାଉଛି, ଘରେ ରହିଥିଲା ବିଳାସମୟ କୋଠା।…

ଆଜି ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଏନଡିଏ, ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ: କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ?  ବୁଧବାର ବାଚସ୍ପତି ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଆଜି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଏନଡିଏ। ମଧ୍ୟାହ୍ନ ୧୨ଟା ସୁଦ୍ଧା…

ସଂସଦରେ ଓଡ଼ିଆ ସାଂସଦଙ୍କ ଶପଥ ଗ୍ରହଣ: ସଂସ୍କୃତରେ ପ୍ରତାପ ଷଡଙ୍ଗୀ ଓ ସାନ୍ତାଳୀ ଭାଷାରେ ଶପଥ ନେଲେ ନବଚରଣ ମାଝୀ

ନୂଆଦିଲ୍ଲୀ: ଆଜି ସଂସଦରେ ଶପଥ ନେଲେ ଓଡ଼ିଆ ସାଂସଦ। ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର। ସଂସ୍କୃତ, ସାନ୍ତାଳୀ ଓ ଓଡ଼ିଆ ଭାଷାରେ ଶପଥ ନେଲେ ଓଡ଼ିଶା ସାଂସଦ। ଗତକାଲି କାମଚଳା ବାଚସ୍ପତି…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେଲା ବିଜେଡି, ଏବେ କହିବା କେତେ ଉପଯୁକ୍ତ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଗସ୍ତ ସାରି ଫେରି ଆସିଛନ୍ତି ମୋହନ ମାଝୀ। କିନ୍ତୁ ଗସ୍ତ ବେଳେ ଉଦବୋଧନ ଦେଇ କହିଥିଲେ, କିଭଳି ସୁନାର କେନ୍ଦୁଝରର ଲୁଟ୍…

ଆଜି କଳା ଦିବସ ପାଳନ କରିବ ବିଜେପି, ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟାକ୍ତିଙ୍କୁ କରାଯିବ ସମ୍ମାନୀତ

ଭୁବନେଶ୍ୱର: ଆଜି କଳା ଦିବସ ପାଳନ କରିବ ବିଜେପି । ୪୯ ବର୍ଷ ତଳେ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ଓ ସମ୍ମିଧାନକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଆଉ ଏହି…

ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

*ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଲୋକସଭା ଭବନରେ ଓଡ଼ିଆ ଅସ୍ମିତାର ହେଲା ଗୁଞ୍ଜରଣ • ଓଡ଼ିଆ ଭାଷାରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ…

ବଢୁଥିବା ଦରକୁ ନେଇ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ, କହିଲେ ଆଳୁ ପିଆଜ ଯୋଗାଇବ ନାଫେଡ୍‌

ଭୁବନେଶ୍ବର: ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର । ଖାଉଟିଙ୍କ ମୁଣ୍ଡରେ ଏବେ ଚଡକ ପଡିଛି । ଦିନେ ଯେଉଁ ପରିବା ୨୦, ୩୦ରେ ମିଳୁଥିଲା, ତାହା ଏବେ ୮୦, ୧୦୦ ଛୁଇଁଲାଣି । କ’ଣ ଖାଇବେ, କେଉଁ…

ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇଲେ ସରକାର

ଭୁବନେଶ୍ଵର: ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତ ଅଧ୍ୟକ୍ଷଙ୍କୁ ଅବ୍ୟାହତି ଦେଲେ ରାଜ୍ୟର ନୂତନ ସରକାର । ନିଗମଗୁଡ଼ିକର…