Browsing Category
culture
ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ
ଭୁବନେଶ୍ୱର: ଓଡ଼ିଶାର ରାଜଧାନୀର ୨୫ଟି ସ୍ଥାନରେ ବାଣ ବିକ୍ରୟ ପାଇଁ ଅସ୍ଥାୟୀ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୋମବାର ସୂଚନା ଦେଇଛନ୍ତି।…
ଆରମ୍ଭ ହେଲା ମୃତ୍ତିକା ୨୦୨୪, ଅଂଶଗ୍ରହଣ କରିଛନ୍ତି ୩୦୦ ରୁ ଊର୍ଦ୍ଧ୍ଵ କାରିଗର
ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୦୨୪’ ଆରମ୍ଭ ହୋଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ…
ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ
ପୁରୀ: ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ…
ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ସାମ୍ନାକୁ ଆସିଲା ସିସିଟିଭି
ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ । ଶୁକ୍ରବାର ସନ୍ଧ୍ୟା ସମୟରେ ବକ୍ସି ରାମଚନ୍ଦ୍ର…
ଏଣିକି ବାଲିଯାତ୍ରାରେ ଗଡ଼ବ ଇ-ରିକ୍ସା, ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍ମେଣ୍ଟ ପର୍ଯ୍ୟନ୍ତ ମାଗଣାରେ ଚାଲିବ ବସ୍
କଟକ: ଏଣିକି ବାଲିଯାତ୍ରାରେ ଚାଲିବ ଇ-ରିକ୍ସା। ପୁରୀରୁ ଆସିବ ୩୦ଟି ଇ-ରିକ୍ସା। ବାଲିଯାତ୍ରାର ତଳ ପଡ଼ିଆରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କୁ ବୁଲାଇବା ପାଇଁ ଇ-ରିକ୍ସା…
ଦେଶୀ ଗାଈ ଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି
ପୁରୀ: ଦେଶୀ ଗାଈ ଘିଅରେ ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ। ସୁଆର ମହାସୁଆର ନିଯୋଗ ସମିତି ପକ୍ଷରୁ ଏହି ଚିଠି ଲେଖାଯାଇଛି।…
ମଣ୍ଡପେ ମା’ ଦଶଭୁଜା: ଦୃଷ୍ଟି ଆକର୍ଷଣ କରୁଛି ତୋରଣ ସାଙ୍ଗକୁ ମେଢ ସଜା
ଭୁବନେଶ୍ବର: ମଣ୍ଡପେ ବିରାଜିତ ହୋଇଛନ୍ତି ମା ଦଶଭୂଜା । ଆଜି ପୀଠରେ ମହାଅଷ୍ଟମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାସପ୍ତମୀ ପୂଜା ରହିଛି। ମା’ଙ୍କର ଚକ୍ଷୁଦାନ ନୀତି ସମ୍ପର୍ଣ୍ଣ ହୋଇଛି । ମା’…
ନଭେମ୍ବର ୩ରୁ ବନ୍ଦ ହେବ କେଦାରନାଥ ଧାମ
ରୁଦ୍ରପ୍ରୟାଗ: ଶୀତ ଋତୁର ଆଗମନ ହେବାକୁ ଥିବା ବେଳେ କେଦାରନାଥ ଧାମର ଦ୍ବାର ବନ୍ଦ ହେବାର ତାରିଖ ଘୋଷଣା କରାଯାଇଛି।
ଚଳିତ ବର୍ଷ ମେ ମାସରେ ଭକ୍ତମାନଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ଖୋଲା…
ନବରାତ୍ରୀରେ ଯାଆନ୍ତୁ ଏହି ୩ଶହ ବର୍ଷ ପୁରୁଣା ମନ୍ଦିର, ଯେଉଁଠି ରହିଛି ଅନେକ ଚମତ୍କାରୀତା
କନ୍ୟାକୁମାରୀ: ଆମ ଦେଶରେ ୫୧ଟି ଶକ୍ତି ପୀଠ ରହିଛି । ଯେଉଁ ସ୍ଥାନଗୁଡ଼ିକରେ ମାତା ସତୀଙ୍କ ଶରୀରର ଅଙ୍ଗଗୁଡ଼ିକ ପଡିଥିଲା, ସେହି ସ୍ଥାନ ମାନଙ୍କୁ ଶକ୍ତି ପୀଠ ଭାବରେ ବିବେଚନା କରାଯାଏ । ତେବେ…
ଛତିଶା ନିଯୋଗ ବୈଠକ, ନିର୍ଘଣ୍ଟ ହେବ କାର୍ତ୍ତିକ ମାସର ନୀତିକାନ୍ତି
ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ…