Browsing Category

culture

କାହିଁକି ଧନତେରାସରେ ସୁନା-ରୂପା-ଚାନ୍ଦି କିଣିବାକୁ ଶୁଭ ମଣାଯାଏ?

ଭୁବନେଶ୍ବର: ଆଜି ଧନତେରାସର ଅବସରରେ ମା’ ଧନଲକ୍ଷ୍ମୀଙ୍କ ସ୍ବାଗତ ପାଇଁ ଚଳଚଞ୍ଚଳ ଦିଲ୍ଲୀଠୁ ପଲ୍ଲୀ । ଆଜି ଦିନରେ ଚାନ୍ଦି ଏବଂ ସୁନା ରୂପର ଗହଣା, ବାସନ, ଝାଡୁ, ହଲ୍ଦି, ଧନିଆ ଆଦି କିଣିବାକୁ…

ଲିଙ୍ଗରାଜ ମନ୍ଦିର ପରିସରରେ ଶିଳ୍ପାଙ୍କ ଫଟୋ ପ୍ରସଙ୍ଗ: ଗୁରୁତର ତ୍ରୁଟି ବୋଲି କହିଲେ ବିଧାୟକ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପରିସରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଭାଇରାଲ ପ୍ରସଙ୍ଗ l ଏହା ଗୁରୁତର ତ୍ରୁଟି ବୋଲି କହିଲେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ l ଯେଉଁମାନେ ନିୟମ…

କାଲି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କେଉଁ ସମୟରେ….

ପୁରୀ: ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ଅର୍ଥାତ୍ ୩୦ ତାରିଖ ବୁଧବାର ଦିନ କାର୍ତ୍ତିକ ମାସ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ…

ବାତ୍ୟା ‘ଦାନା’ ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ବାତ୍ୟା ‘ଦାନା’ କାରଣରୁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ବନ୍ଦ କରାଯାଇଥିବା ଶିମିଳିପାଳ ଅଭୟାରଣ୍ୟକୁ ଆଜିଠୁ ପୁଣି ଖୋଲିଦିଆଯାଇଛି । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ…

ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀର ୨୫ଟି ସ୍ଥାନରେ ବାଣ ବିକ୍ରୟ ପାଇଁ ଅସ୍ଥାୟୀ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୋମବାର ସୂଚନା ଦେଇଛନ୍ତି।…

ଆରମ୍ଭ ହେଲା ମୃତ୍ତିକା ୨୦୨୪, ଅଂଶଗ୍ରହଣ କରିଛନ୍ତି ୩୦୦ ରୁ ଊର୍ଦ୍ଧ୍ଵ କାରିଗର

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୦୨୪’ ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ…

ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ…

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ସାମ୍ନାକୁ ଆସିଲା ସିସିଟିଭି

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ । ଶୁକ୍ରବାର ସନ୍ଧ୍ୟା ସମୟରେ ବକ୍ସି ରାମଚନ୍ଦ୍ର…

ଏଣିକି ବାଲିଯାତ୍ରାରେ ଗଡ଼ବ ଇ-ରିକ୍ସା, ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍‌ମେଣ୍ଟ ପର୍ଯ୍ୟନ୍ତ ମାଗଣାରେ ଚାଲିବ ବସ୍‌

କଟକ: ଏଣିକି ବାଲିଯାତ୍ରାରେ ଚାଲିବ ଇ-ରିକ୍ସା। ପୁରୀରୁ ଆସିବ ୩୦ଟି ଇ-ରିକ୍ସା। ବାଲିଯାତ୍ରାର ତଳ ପଡ଼ିଆରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କୁ ବୁଲାଇବା ପାଇଁ ଇ-ରିକ୍ସା…

ଦେଶୀ ଗାଈ ଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି

ପୁରୀ: ଦେଶୀ ଗାଈ ଘିଅରେ ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ। ସୁଆର ମହାସୁଆର ନିଯୋଗ ସମିତି ପକ୍ଷରୁ ଏହି ଚିଠି ଲେଖାଯାଇଛି।…