Browsing Category

ରାଜ୍ୟ

ଅଟକିଲା କଣ୍ଠଶିଳ୍ପୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ: ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇଦେଲା ପୋଲିସ

କଟକ: ଆରମ୍ଭ ହୋଇଯାଇଛି କଟକ ପ୍ରସିଦ୍ଧ ବାଲିଯାତ୍ରା। ଗତକାଲି ଅନୁଷ୍ଠିତ ହୋଇଯାଇଛି କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହ। ଏହାସାଙ୍ଗକୁ ଆରମ୍ଭ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।…

ଓଡିଶା ଫେରିବେ ଆଇଏଏସ୍ ମନୋଜ କୁମାର ସାହୁ

ନୂଆଦିଲ୍ଲୀ: ଓଡିଶା ଫେରିବେ ୨୦୦୬ ବ୍ୟାଚର ଆଇଏଏସ୍ ମନୋଜ କୁମାର ସାହୁ । ମନୋଜଙ୍କୁ ଓଡିଶା କ୍ୟାଡରକୁ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ…

ଜାଲିଆତି କରି ବିକି ଚାଲିଛନ୍ତି ମହାପ୍ରଭୁଙ୍କ ଜମି, ଆକ୍ସନ ମୋଡରେ ପ୍ରଶାସନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ଜାଲିଆତି କରି ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ବେଆଇନ ଭାବେ ଜବରଦଖଲ କରି ଲୋକଙ୍କୁ ପ୍ଲଟିଂ କରି ବିକ୍ରି…

ରାଜଧାନୀରେ କଳ୍କୀ ଅବତାରରେ ଶିଶୁ ବାବା ଉଭା: ମାମଲା ରୁଜୁ

ଭୁବନେଶ୍ବର: ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଜଣେ ନାବାଳକଙ୍କୁ କଳ୍କୀ ଅବତାର କହି ପୂଜା କରିବା ପ୍ରସଙ୍ଗ ଏବେ ତେଜିବାରେ ଲାଗିଲାଣି । ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏବଂ ଆଶ୍ରମ ପରିସର ଭିତକୁ…

ଡମ୍ପିଂୟାର୍ଡରେ ଖତ ଖାଉଛି ପିଲାଙ୍କ ସ୍କୁଲ୍ ପୋଷାକ-ଜୋତା

ଜୟପୁର: ପିଲାଙ୍କୁ ସମାନତା ଏବଂ ଶିକ୍ଷା ପ୍ରତି ଅଧିକ ଆଗ୍ରହ ବଢାଇବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପ୍ରୋତ୍ସାହନ ଦିଆଯାଉଛି । ମଧ୍ୟାହ୍ନ ଖାଇବା ସାଙ୍ଗକୁ ସ୍କୁଲ୍ ୟୁନିଫର୍ମ ଏବଂ ଜୋତା ପାଇଁ…

ଯୁବଶକ୍ତିଙ୍କ ଶକ୍ତି ଓ ସୃଜନଶୀଳତା ଭାରତକୁ ନୂଆ ଉଚ୍ଚତାକୁ ନେବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବୋଡୋଲ୍ୟାଣ୍ଡ୍ ମହୋତ୍ସବ ଏବଂ ହରିୟାଣାରେ ବିବିଭା-୨୦୨୪ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ • ଜାତୀୟ ଶିକ୍ଷା ନୀତି ଆମ ଯୁବପିଢ଼ିଙ୍କୁ ଭାରତୀୟ ମୂଲ୍ୟବୋଧ ସହ ଯୋଡ଼ିବ •…

ପଦ ହରାଇଲେ ବିଜେଡି ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ

ଢେଙ୍କାନାଳ: ପଦ ହରାଇଲେ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ୪୪ ଭୋଟ୍ ରହିଥିବା ବେଳେ ସପକ୍ଷରେ ୧୭ଟି  ଭୋଟ୍ ପଡିଥିଲା । ଏଥିସହିତ ଗୋଟିଏ ଭୋଟ୍…

ବିଜେଡିର ବିଜୁ ବିଜେପିର ମହତାବ !

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ଲିଗାସିକୁ ନେଇ ରାଜନୀତି କରିଆସିଛି ବିଜେଡି। ଏବେ ହରେକୃଷ୍ଣ ମହତାବ ଲିଗାସିକୁ ନେଇ ଆଗକୁ ବଢିବ କି ବିଜେପି? ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ…

ଦୁଗ୍ଧ ଚାଷୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି: ବିକ୍ରି ହେବ ଓମଫେଡ୍ ଚକଲେଟ ସାଙ୍ଗକୁ ପାଣି

ଭୁବନେଶ୍ବର: ଖୁବ୍‌ଶୀଘ୍ର ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ କରାଯିବ । ଅନ୍ୟ ରାଜ୍ୟ ଭଳି ଏଣିକି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ପ୍ରୋତ୍ସାହନ ରାଶି ଟଙ୍କା । ପଞ୍ଚାୟତ…

ଅନ୍ତର୍ଜାତୀୟ ସମ୍ମାନ ପାଇଲେ ବିଶିଷ୍ଟ ଓଡ଼ିଆ ଚିକିତ୍ସକ ରାମନାଥ ମିଶ୍ର

ଭୁବନେଶ୍ବର: ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେଲେ ବିଶିଷ୍ଟ ଓଡ଼ିଆ ଚିକିତ୍ସକ ରାମନାଥ ମିଶ୍ର । ସେ କିମ୍ସ ହସ୍ପିଟାଲ, ଭୁବନେଶ୍ୱରରେ କ୍ଲିନିକାଲ୍ ଇମ୍ୟୁନୋଲୋଜି ଏବଂ ରୁମାଟୋଲୋଜି ବିଭାଗରେ…