Browsing Category
ରାଜ୍ୟ
ଉପକୂଳ ମୁହାଁ ‘ଦାନା’; ୭୨୨୬ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର
ପୁରୀ: ବର୍ତ୍ତମାନ ପାରାଦ୍ୱୀପରୁ ୧୫୦ କିମି ଦୂରରେ ରହିଛି ବାତ୍ୟା ‘ଦାନା’ । ଏହାର ପ୍ରଭାବ ୧୧ଟି ଜିଲ୍ଲାରେ ଦେଖିବାକୁ ମିଳିବ । ସୁରକ୍ଷା ଦୃଷ୍ଟିରୁ ସାଢ଼େ ୩ ଲକ୍ଷ ଲୋକଙ୍କୁ ବାତ୍ୟା…
ଅସ୍ତରଙ୍ଗ ଯାଇ ବାତ୍ୟା ମୁକାବିଲାର ସ୍ଥିତି ପରକ୍ଷିଲେ ଉପମୁଖ୍ୟମନ୍ତ୍ରୀ
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଗସ୍ତ କରି ବାତ୍ୟାର ପ୍ରଭାବ ଓ ତାର ମୁକାବିଲା ପାଇଁ କିଭଳି ପଦକ୍ଷେପ ନିଆଯାଇଛି ତାହାର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମୁଦ୍ର…
ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ ହେବ – ଧର୍ମେନ୍ଦ୍ର ପ୍ରଧାନ
‘ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ’ରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
• ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ…
ପାଖେଇ ପାଖେଇ ଆସିଲାଣି ‘ଦାନା’: ପ୍ରଭାବରେ ରାଜଧାନୀରେ କାଚୁଛି ବର୍ଷା
ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେବା ପୂର୍ବରୁ ନିଜର ପ୍ରଭାବ ଜାହିର କଲାଣି ବାତ୍ୟା ଦାନା। ଯେତେ ପାଖେଇ ପାଖେଇ ଆସୁଛି, ତାହାର ପ୍ରଭାବ ସେତିକି ଅନୁଭୂତ ହୋଇଛି। ସକାଳୁ ରାଜଧାନୀରେ ଏହାର…
ଭୁବନେଶ୍ୱର ପରେ ଝାରସୁଗୁଡା ବିମାନବନ୍ଦରକୁ ବୋମା ଧମକ
ଝାରସୁଗୁଡା: ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରେ ଗୁରୁବାର ଦିନ ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରକୁ ବୋମା ଧମକ ମିଳିଛି।
ଇଣ୍ଡିଗୋ ଝାରସୁଗୁଡା-ବେଙ୍ଗାଲୁରୁ ବିମାନ…
ସତର୍କ ରହିବା ଏବଂ ଅନ୍ୟମାନଙ୍କୁ ସତର୍କ କରାଇବା : ମନମୋହନ ସାମଲ
_ବାତ୍ୟା ‘ଦାନା’ ପ୍ରସଙ୍ଗ_
*ସତର୍କ ରହିବା ଏବଂ ଅନ୍ୟମାନଙ୍କୁ ସତର୍କ କରାଇବା : ମନମୋହନ ସାମଲ*
ବାତ୍ୟା “ଦାନା” ପାଇଁ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ
ପ୍ରଶାସନ, ସରକାର,…
‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ…
ବାତ୍ଯା ‘ଦାନା’ ପାଇଁ ଜରୁରୀକାଳୀନ ହେଲ୍ପଲାଇନ ନଂ ଜାରି
ଭୁବନେଶ୍ୱର: ବାତ୍ଯା ‘ଦାନା’ କୁ ନଜରରେ ରଖି ରାଜ୍ୟ ସରକାର ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ୧୫ଟି ଜିଲ୍ଲାର ଲୋକଙ୍କୁ ସହାୟତା କରିବା ପାଇଁ ଜରୁରୀକାଳୀନ…
ବାତ୍ୟା ‘ଦାନା’ : ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ୍ ପାର୍କ
ଭୁବନେଶ୍ଵର : ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ…
ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ
ପୁରୀ: ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ…